LKG Student Death / ଟିଚର ଗାଳିଦେଲେ, ଚାପୁଡ଼ା ମାରିଲେ...କାନ୍ଦି କାନ୍ଦି ଚାଲିଗଲା କୁନିପୁଅର ଜୀବନ
·2 weeks ago·2 min read

Key Points
ହୋମୱାର୍କ କରିନଥିଲା କୁନି ଛାତ୍ର
ପାଖକୁ ଡାକି ମାଡ଼ ମାରିଲେ ଶିକ୍ଷୟିତ୍ରୀ
କାନ୍ଦି କାନ୍ଦି ଚାଲିଗଲା କୁନିପିଲାର ଜୀବନ
ପାଖକୁ ଡାକି ମାଡ଼ ମାରିଲେ ଶିକ୍ଷୟିତ୍ରୀ
କାନ୍ଦି କାନ୍ଦି ଚାଲିଗଲା କୁନିପିଲାର ଜୀବନ
ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଆସିଛି ଦୁଃଖଦ ଖବର । ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର ଏଲକେଜି ଛାତ୍ରର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ଘରପାଠ କରିନଥିବାରୁ ଶିକ୍ଷୟିତ୍ରୀଙ୍କ ମାଡ଼ରେ କୁନିପିଲାର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏହାର ସିସିଟିଭି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ପଢନ୍ତୁ ଏହି ଖବର: ଦିନ ମଜୁରୀ ବେଳେ ପ୍ରେମ, ପତ୍ନୀର ବିରୋଧରୁ ୨୦ ହଜାର ନେଇ ସାଙ୍ଗ ହାତକୁ ଟେକି ଦେଲା
- କାନ୍ଦି କାନ୍ଦି ଶିଶୁ ମୃତ
- କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ପରିବାର
ପଢନ୍ତୁ ଏହି ଖବର: ଦିନ ମଜୁରୀ ବେଳେ ପ୍ରେମ, ପତ୍ନୀର ବିରୋଧରୁ ୨୦ ହଜାର ନେଇ ସାଙ୍ଗ ହାତକୁ ଟେକି ଦେଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଆନ୍ଧ୍ରପ୍ରଦେଶ ମାନବ ସମ୍ବଳ ବିକାଶ ମନ୍ତ୍ରୀ ନାରା ଲୋକେଶ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, "ଶିକ୍ଷୟିତ୍ରୀଙ୍କ ଦ୍ୱାରା ମାଡ଼ ଖାଇ ପିଲାଟିର ମୃତ୍ୟୁ ହୃଦୟବିଦାରକ । ଦୋଷୀ ଏବଂ ସ୍କୁଲ ପରିଚାଳନା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ପିଲାଟିର ପରିବାର ଧୈର୍ଯ୍ୟ ରଖିବା ଉଚିତ । ଏହି କ୍ଷତିର କ୍ଷତିପୂରଣ କେହି ଦେଇପାରିବେ ନାହିଁ । ରାଜ୍ୟ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇବେ।"
- ଭାଇରାଲ ହେଉଛି ଭିଡିଓ
Related Topics
Explore more stories