Woman Assault / ପୁଣି ଲଜ୍ଜା; ଭିନ୍ନକ୍ଷମ ନାତୁଣୀକୁ ଗର୍ଭବତୀ କରି ୭୦ ବର୍ଷର ଅଜା ଗିରଫ
·1 hour ago·2 min read

Key Points
ବଲାଙ୍ଗୀରରେ ମାନବିକତାର ସବୁ ସୀମା ପାର
ନାତୁଣୀକୁ ଗର୍ଭବତୀ କଲା ୭୦ ବର୍ଷର ଅଜା
ନାତୁଣୀକୁ ଗର୍ଭବତୀ କଲା ୭୦ ବର୍ଷର ଅଜା
କ୍ଷଣିକ ସୁଖ ପାଇଁ ସମ୍ପର୍କକୁ କଳୁଷିତ କଲା ମଣିଷ । ଭୁଲିଗଲା ସମ୍ପର୍କର ମର୍ଯ୍ୟାଦା । ଆଉ କରି ବସିଲା ଜଘନ୍ୟ କାଣ୍ଡ । ବାରମ୍ଵାର ନାତୁଣୀ ସହ ରଖୁଥିଲା ଅନୈତିକ ସମ୍ପର୍କ । ଘଟଣା ଜଣାପଡ଼ିବା ପରେ ଚାରିଆଡ଼େ ଚହଳ ପଡ଼ିଛି । ଆଉ ଶେଷରେ ବନ୍ଧା ହୋଇଛି ଅଭିଯୁକ୍ତ । ନିଜ ଭିନ୍ନକ୍ଷମ ନାତୁଣୀକୁ ଗର୍ଭବତୀ କରି ବନ୍ଧା ହୋଇଛି ୭୦ ବର୍ଷର ଅଜା । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିବାବେଳେ ଅଜାକୁ ଗିରଫ କରିଛି ପୋଲିସ ।
ପଢନ୍ତୁ ଏହି ଖବର: ମାନବିକତାର ସବୁ ସୀମା ପାର; ୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୬୫ ବର୍ଷୀୟ ବୃଦ୍ଧ
ଡାକ୍ତରୀ ପରୀକ୍ଷା କରିବା ପରେ ସେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏ ନେଇ ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
- ୭ ମାସର ଗର୍ଭବତୀ ଯୁବତୀ

- ପୁଣେରେ ଘଟିଛି ସମାନ ଘଟଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories