Insurance Murder / ଜୀବନ ବୀମା ଟଙ୍କା ପାଇଁ ସ୍ତ୍ରୀ-ଝିଅର ଷଡ଼ଯନ୍ତ୍ର; ଛାତି ଥରାଇଦେବ ଏହି ହତ୍ୟା କାହାଣୀ
·1 month ago·2 min read

Key Points
ହତ୍ୟା ପାଇଁ ସ୍ତ୍ରୀ ଦେଇଥିଲା ସୁପାରି
ସେପଟେ ଝିଅ ପଠାଇଥିଲା ଲୋକେସନ
ହତ୍ୟା ପଛରେ ଲାଗିଥିଲା ପୂରା ପରିବାର
ସେପଟେ ଝିଅ ପଠାଇଥିଲା ଲୋକେସନ
ହତ୍ୟା ପଛରେ ଲାଗିଥିଲା ପୂରା ପରିବାର
ଗାନ୍ଧୀନଗର: ଗୁଜରାଟ ମେହସାଣାର ଏକ ସଡ଼କ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା, କିନ୍ତୁ ଯେତେବେଳେ ପୋଲିସ ଘଟଣାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ସେତେବେଳେ ଘଟଣାଟି ଏମିତି ମୋଡ଼ ନେଇଥିଲା ଯେ ନିଜେ ପୋଲିସ ଚମକିପଡ଼ିଥିଲା । ମେଡିକାଲ ଷ୍ଟୋରର ବ୍ୟବସାୟୀଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ନୁହେଁ ବରଂ ହତ୍ୟାକାଣ୍ଡ ଥିଲା ବୋଲି ଜଣାପଡ଼ିଥିଲା । ଏଥିରେ ବ୍ୟବସାୟୀଙ୍କ ନିଜ ସ୍ତ୍ରୀ ଓ ଝିଅ ଜଡ଼ିତ ଥିବା ଜଣାପଡ଼ିଛି ।
ବିନୋଦଭାଇ ପଟେଲ ବିଜାପୁରରେ ଏକ ମେଡିକାଲ ଷ୍ଟୋର ଚଲାନ୍ତି । ପ୍ରତିଦିନ ପରି ସେଦିନ ମଧ୍ୟ ଦୋକାନ ବନ୍ଦ କରି ସେ ନିଜ ସ୍କୁଟି ଧରି ଘରକୁ ଫେରୁଥିଲେ । ଠିକ୍ ସେହି ସମୟରେ ଆନନ୍ଦପୁରା ଛକ ନିକଟରେ ଏକ କାର ଆସି ତାଙ୍କୁ ଜୋରରେ ଧକ୍କା ମାରିଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ପ୍ରଥମେ ସମସ୍ତେ ଭାବିଥିଲେ ଏହା ନିଶ୍ଚିତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମାତ୍ର ଯେତେବେଳେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା, ସେତେବେଳେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।

- କଣ ଥିଲା ପ୍ରକୃତ ଘଟଣା ?
- ଅଭିଯୁକ୍ତ ପତ୍ନୀ ନିକଟରେ ପହଞ୍ଚିଲା ପୋଲିସ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦାଦାବଟି ନମିଳିବାରୁ ଅଣ୍ଡା ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ, ଭଙ୍ଗାରୁଜା
- ଜୀବନ ବୀମା ଟଙ୍କା ପାଇଁ ହତ୍ୟା
Related Topics
Explore more stories