Muzaffarpur Murder / ରୁମ୍ ଖୋଲିଲା ପରେ ଚମକିପଡ଼ିଲେ ! ହତ୍ୟା କରି ବ୍ୟକ୍ତିଙ୍କ ଆଖି ତାଡ଼ିଲେ, ପତ୍ନୀ ପିଲା ଗାଏବ
·1 hour ago·2 min read

Key Points
ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ଭାବେ ହତ୍ୟା
ମର୍ଡର ପରେ ଆଖି ଦୁଇଟା ତାଡ଼ିନେଲେ
ମର୍ଡର ପରେ ଆଖି ଦୁଇଟା ତାଡ଼ିନେଲେ
ପାଟନା: ୩୫ ବର୍ଷୀୟ ଯୁବକ ଭଡ଼ାଘରେ ରହୁଥିଲେ । ପୋଲିସ ରୁମ୍ ଖୋଲିବା ପରେ ମିଳିଥିଲା ଶବ । ହେଲେ ରୁମ୍ ଖୋଲୁଖୋଲୁ ଚମକିପଡ଼ିଥିଲା ପୋଲିସ । କାରଣ ମୃତଦେହର ଆଖି ତଡ଼ା ହୋଇଥିଲା, ଯାହାର ଦୃଶ୍ୟ ବେଶ ଭୟଙ୍କର ଥିଲା । ବିହାର ମୁଜ୍ଜଫରପୁରରେ ଘଟିଛି ଏପରି ଘଟଣା । ଚାଣକ୍ୟପୁରୀ ରୋଡ୍ ନମ୍ବର-୬ ସ୍ଥିତ ଏକ ଭଡ଼ା ଘରୁ ଏପରି ଭାବେ ଜଣେ ଯୁବକଙ୍କ ମୃତଦେହ ମିଳିଛି । ସେପଟେ ମୃତ ଯୁବକଙ୍କ ପତ୍ନୀ ଓ ପିଲା ଗାଏବ ଥିବା ଜଣାପଡ଼ିଛି ।
ଘର ମାଲିକ ଶିବ ଶଙ୍କର ସିଂହଙ୍କ କହିବାନୁସାରେ, ଯୁବକ ପ୍ରାୟ ୨ ମାସ ପୂର୍ବରୁ ମାସକୁ ୧୮୦୦ ଟଙ୍କା ଘରରେ ଭଡାରେ ରହିଥିଲେ । ସେ ଜଣେ ଶ୍ରମିକ ଥିଲେ ଓ ପତ୍ନୀ ଏବଂ ଦୁଇ ପିଲା ସାଥୀରେ ରହୁଥିଲେ । ପରିବାର ଭିତରେ କିଛି ବିବାଦ ଥିଲା କି ନାହିଁ ସେ ନେଇ ଘର ମାଲିକ ଜାଣିନଥିବା ପୋଲିସକୁ କହିଛନ୍ତି ।
ପଢନ୍ତୁ ଏହି ଖବର: ୩ ମାସ ହୋଟେଲରେ ଲୁଚିଥିଲେ, ଶାଢୀ ପିନ୍ଧି ବୁଲୁଥିଲେ ୪ ବାଂଲାଦେଶୀ

- କ୍ଷୀର ଦେବାକୁ ଯାଇଥିବା ବ୍ୟକ୍ତି ଦେଖିଥିଲେ ଶବ
ପଢନ୍ତୁ ଏହି ଖବର: ୩ ମାସ ହୋଟେଲରେ ଲୁଚିଥିଲେ, ଶାଢୀ ପିନ୍ଧି ବୁଲୁଥିଲେ ୪ ବାଂଲାଦେଶୀ
- ପୋଲିସ ବି ମୃତଦେହ ଦେଖି ଚମକିପଡ଼ିଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories