MP Crime News / ବନ୍ଧୁଙ୍କ ସାମ୍ନାରେ କଲେ ଏଭଳି କାମ; ସ୍କୁଲ ଯିବା ବନ୍ଦ କରିବା ପରେ ହେଲା ପର୍ଦ୍ଦାଫାଶ
·3 weeks ago·3 min read

Key Points
ସଦ୍ୟ ମଧ୍ୟପ୍ରଦେଶର ଏକମାତ୍ର ହିଲ୍ ଷ୍ଟେସନ କୁହାଯାଉଥିବା ପଚମଢ଼ି ଠାରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
Pachmarhi Hill Station gang rape case MP: ମଧ୍ୟପ୍ରଦେଶର ଏକମାତ୍ର ହିଲ୍ ଷ୍ଟେସନ କୁହାଯାଉଥିବା ପଚମଢ଼ି ଠାରେ ଘଟିଯାଇଛି ଏକ ଛାତି ଥରାଇଦେବା ଭଳି ଘଟଣା। ଏଠାରେ ଜଣେ ଜଣେ ନାବାଳିକା ଛାତ୍ରୀଙ୍କ ସହିତ ଗଣବଳାତ୍କାର ହୋଇଥିବାର ଅଭିଯୋଗ ହୋଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ସ୍ଥାନୀୟ ଜିପ୍ସି ଡ୍ରାଇଭର ଏବଂ ୨ ଜଣ ହୋଟେଲ କର୍ମଚାରୀଙ୍କୁ ଅଟକ ରଖିଛି। ଅଭିଯୁକ୍ତ ବିରୋଧରେ ହୋଇଛି ଯେ ସେମାନେ ପୀଡ଼ିତାଙ୍କ ବନ୍ଧୁଙ୍କୁ ବନ୍ଧକ ରଖି ଏପରି ଅପରାଧ ଘଟାଇଥିବା ଅଭିଯୋଗ ହୋଇଛି।
ରିପୋର୍ଟ ଅନୁଯାୟୀ, ପୀଡିତା ପଚମାଢ଼ି ଠାରେ ପାଠ ପଢ଼ୁଥିଲେ। ଗତ ଅଗଷ୍ଟ ୧୯ ତାରିଖରେ, ପ୍ରାୟ ଦୁଇଟା ସମୟରେ, ତାଙ୍କର ଜଣେ ସ୍କୁଲ୍ ବନ୍ଧୁ ପଚମାଢ଼ି ଠାରେ ତାଙ୍କୁ ଭେଟିବାକୁ ଆସିଥିଲେ। ସେ ବସ୍ ଷ୍ଟାଣ୍ଡ ଠାରେ ଜିପ୍ସି ଡ୍ରାଇଭର ହରିଓମ୍ ଙ୍କୁ ଭେଟିଥିଲେ। ହରିଓମ ସହିତ ପବନ ବଂଶଲ ଏବଂ ଅଭିଷେକ ବଂଶକର ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ସେମାନେ ହରିଓମ୍ ଙ୍କ ଜିପ୍ସି ନେଇ ବୁଲିବାକୁ ବାହାରି ଯାଇଥିଲେ। ଅଭିଯୁକ୍ତ ସେମାନଙ୍କୁ ଦକ୍ଷିଣ ସ୍କାଉଟ୍ ଗାଇଡ୍ ଅଞ୍ଚଳ ନିକଟବର୍ତ୍ତୀ ଏକ ଜଙ୍ଗଲ ଆଡ଼କୁ ନେଇ ଯାଇଥିଲେ ଅଭିଯୁକ୍ତ ଏପରିକି ସେମାନଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ। ହେଲେ ଯେତେବେଳେ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ଏହାର ପ୍ରତିରୋଧ କରିଥିଲେ, ସେତେବେଳେ ଛାତ୍ରୀଙ୍କ ବନ୍ଧୁଙ୍କୁ ଜିପ୍ସି ରେ ବାନ୍ଧି ଦେଇଥିଲେ ଅଭିଯୁକ୍ତ। ଏହା ପରେ ସେମାନେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ସେମାନେ ଉଭୟ ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କୁ ବସ୍ ଷ୍ଟାଣ୍ଡ ଠାରେ ଛାଡ଼ି ଦେଇଥିଲେ। ଏହି ଘଟଣା ବିଷୟରେ କାହାକୁ କିଛି କହିଲେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ।
ଏହା ସହ ପଢନ୍ତୁ: ସିଂହଗଡ଼ ଦୁର୍ଗରେ ପୋଷାକକୁ ନେଇ ତେଜିଲା ବିବାଦ; ପର୍ଯ୍ୟଟକଙ୍କ ସହ ହୋଇଗଲା ହାତାହାତି
ଏହି ଘଟଣା ପରେ ଭୟଭୀତ ହୋଇ ପୀଡିତା ଘରକୁ ଫେରିଗଲେ ଏବଂ ସେ ସ୍କୁଲ ଯିବା ବନ୍ଦ କରିଦେଲେ। ଯେତେବେଳେ ତାଙ୍କ ବଡ଼ ଭଉଣୀ ତାଙ୍କୁ ପଚାରିଲେ ଯେ ସେ କାହିଁକି ସ୍କୁଲ ଯାଉନାହାଁନ୍ତି, ଏହା ପରେ ପୀଡିତା ତାଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲେ। ଏହାପରେ ସେ ରବିବାର (୨୩ ଅଗଷ୍ଟ) ରାତିରେ ତାଙ୍କ ପରିବାର ସହିତ ପଚମାଢ଼ି ଥାନାକୁ ଯାଇଥିଲେ। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପିପାରିଆର ମହିଳା ସବ-ଇନ୍ସପେକ୍ଟର (ଏସଆଇ) ମୋନିକା ସିଂହ ପଚମାଢ଼ି ଠାରେ ପହଞ୍ଚି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ।
ପୋଲିସ ହରିଓମ, ପବନ ବଂଶଲ ଏବଂ ଅଭିଷେକ ବଂଶକରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା 70(2), 115(2), 351(3), 3(5) ଏବଂ POCSO ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ଅତିରିକ୍ତ ପୋଲିସ ଅଧିକ୍ଷକ ଅଭିଷେକ ରାଜନ କହିଛନ୍ତି ଯେ ପଚମାଢ଼ି ଠାରେ ଜଣେ ନାବାଳିକାଙ୍କୁ ଗଣ ଦୁ୍ଷ୍କର୍ମ କରାଯାଇଛି। ଏହି ଘଟଣା ଗତ ୧୯ ତାରିଖରେ ଘଟିଥିଲା। ପୀଡିତା ଜଣେ ପରିଚିତଙ୍କ ସହ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡିତା ଏବଂ ତାଙ୍କ ବନ୍ଧୁଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ସେମାନେ ଧମକ ଚମକ ଦେଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତକାଲି (୨୩ ଅଗଷ୍ଟ) ପୀଡିତା ପଚମଢ଼ି ଥାାନରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ରିପୋର୍ଟ କରିଥିଲେ। ଏହା ପରେ, ବିଭିନ୍ନ ପୋଲିସ ଦଳ ସକ୍ରିୟ ହୋଇଥିଲେ। ରିପୋର୍ଟ ହେବାର ୬ ଘଣ୍ଟା ମଧ୍ୟରେ, ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ୩ ଅଭିଯୁକ୍ତ ସେମାନଙ୍କ ଅପରାଧ ସ୍ୱୀକାର କରିଛନ୍ତି ଏବଂ ସେମାନଙ୍କୁ କୋର୍ଟରେ ହାଜର କରାଯାଉଛି। ଅଭିଯୁକ୍ତ ମୂଳତଃ ବାଙ୍ଖେଡି ଥାନା ଅଞ୍ଚଳର ବାସିନ୍ଦା ଏବଂ ସେମାନେ ଶ୍ରମିକ ଭାବରେ ଛୋଟ ଛୋଟ କାମ କରିଥାନ୍ତି।
Related Topics
Explore more stories