Gold Robbery / ଦେଢ ବର୍ଷ ନଜରରେ ରଖିଲେ; କଷ୍ଟମ ଅଫିସର କହି ଫିଲ୍ମ ଷ୍ଟାଇଲରେ ଲୁଟିଲେ ସୁନା
·5 months ago·2 min read

Key Points
ଦେଢ ବର୍ଷ ଧରି ପ୍ରଥମେ ରେକି କଲେ
ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ୧୫ କୋଜି ସୁନା
ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ୧୫ କୋଜି ସୁନା
ବିହାରର ରାଜଧାନୀ ପାଟନାରେ ଏପ୍ରିଲ ୪ ତାରିଖରେ ବଡ଼ ଧରଣର ଚୋରି । ଖାଗୌଲ ପୋଲିସ ଷ୍ଟେସନ ଅଞ୍ଚଳରେ କଷ୍ଟମ ଅଧିକାରୀ ପରିଚୟ ଦେଇ ୧୪ କିଲୋ ୯୦୦ ଗ୍ରାମ ସୁନା ଲୁଟ ହୋଇଛି । ନଅ ଜଣ ଅଭିଯୁକ୍ତ ଏହି ଘଟଣାରେ ଜଡ଼ିତ ଥିବାବେଳେ ପୋଲିସ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି । ପୋଲିସ ଏମାନଙ୍କ ଠାରୁ ନଗଦ ଟଙ୍କା ଏବଂ ୫ କିଲୋରୁ ଅଧିକ ସୁନା ଜବତ କରିଛି ।
ପଢନ୍ତୁ ଏହି ଖବର: ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?
- କେମିତି ହେଲା ଚୋରି ?
- ନକଲି କଷ୍ଟମ୍ ଅଧିକାରୀ ୩ ଗିରଫ
ପଢନ୍ତୁ ଏହି ଖବର: ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଦେଢ ବର୍ଷ ଧରି ନଜର ରଖିଥିଲେ
Related Topics
Explore more stories