Bride Dies After Marriage / ଇନଷ୍ଟାଗ୍ରାମରେ ବନ୍ଧୁତା, ବର୍ଷକରେ ପ୍ରେମ...ବିବାହର କିଛି ସମୟ ପରେ ନବବଧୂର ଗଲା ଜୀବନ
·2 weeks ago·2 min read

Key Points
ଚର୍ଚ୍ଚାରେ ୧୯ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ
ବିବାହର ମାତ୍ର କିଛି ସମୟ ମଧ୍ୟରେ ଗଲା ଜୀବନ
ଇନଷ୍ଟାଗ୍ରାମରୁ ଭଲ ପାଇ କରିଥିଲେ ବିବାହ
ବିବାହର ମାତ୍ର କିଛି ସମୟ ମଧ୍ୟରେ ଗଲା ଜୀବନ
ଇନଷ୍ଟାଗ୍ରାମରୁ ଭଲ ପାଇ କରିଥିଲେ ବିବାହ
ପାଟନା: ବିବାହର ପୁର୍ଣ୍ଣିଆ ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକି ଏକ ପ୍ରେମ କାହାଣୀର ଦୁଃଖଦ ଅନ୍ତକୁ ଦର୍ଶାଇଛି । ୧୯ ବର୍ଷୀୟ ଜଣେ ଯୁବତୀ ପରିବାର ବିରୋଧରେ ଯାଇ ନିଜ ପ୍ରେମିକକୁ ବିବାହ କରିଥିଲେ । ଉଭୟ ଗତ ସୋମବାର ପୁର୍ଣ୍ଣିଆ ଜଙ୍କସନ ରେଳ ଷ୍ଟେସନ ପରିସରରେ ପରସ୍ପରକୁ ସାତ ଜନ୍ମର ସାଥୀ କରିଥିଲେ । ମାତ୍ର ବିବାହର କିଛି ସମୟ ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଏବେ ପୋଲିସ ଯୁବତୀଙ୍କ ପ୍ରେମିକକୁ ହେପାଜତକୁ ନେଇ ପଚରାଉଚରା କରୁଛି ।
ମୃତକ ଯୁବତୀଙ୍କ ନାମ ୧୯ ବର୍ଷୀୟ ମନୀଷା କୁମାରୀ ବୋଲି ଜଣାପଡ଼ିଛି । ଯୁବତୀ ଜଣକ ଅରରିଆ ଜିଲ୍ଲାର ନଗର ଥାନା ଅଞ୍ଚଳର ବଟରବାଡିର ଅଧିବାସୀ । ମନୀଷା ବିଏ ପାଠ ପଢୁଥିଲେ ଏବଂ ଗତ ୧ ବର୍ଷ ଧରି ୨୦ ବର୍ଷୀୟ ଦିଲଖୁସ କୁମାରଙ୍କ ସହ ସମ୍ପର୍କରେ ଥିଲେ । ପ୍ରେମିକ ଦିଲଖୁସ ପଲାସୀ ଅଞ୍ଚଳର ଏବଂ ସେ ମଧ୍ୟ ପାଠ ପଢୁଥିଲେ । ପୋଲିସର କହିବାନୁସାରେ, ଉଭୟଙ୍କ ମଧ୍ୟରେ ଇନଷ୍ଟାଗ୍ରାମ ଜରିଆରେ ବନ୍ଧୁତା ହୋଇଥିଲା ଯାହାକି ଧୀରେ ଧୀରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ପ୍ରାୟ ୧ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ସେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ।

- ପରିବାର ଥିଲେ ନାରାଜ
- ହଠାତ୍ ଅସୁସ୍ଥ ହୋଇପଡ଼ିଲେ ମନୀଷା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଚଳିଲାନି Loan, EMI ବାହାନା; ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ୯୦ ଲକ୍ଷ ଦେବେ ସ୍ଵାମୀ
- କଣ କହିଲା ପରିବାର ?
Related Topics
Explore more stories