90 Lakh Alimony / ଚଳିଲାନି Loan, EMI ବାହାନା; ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ୯୦ ଲକ୍ଷ ଦେବେ ସ୍ଵାମୀ
·1 hour ago·2 min read

Key Points
ଛାଡ଼ପତ୍ର ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ବଡ଼ ରାୟ
ସ୍ଵାମୀର ଋଣ, EMI ବାହାନାକୁ କଲେ ଖାରଜ
ସ୍ତ୍ରୀ ଓ ପିଲା ପାଇଁ ୯୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ
ସ୍ଵାମୀର ଋଣ, EMI ବାହାନାକୁ କଲେ ଖାରଜ
ସ୍ତ୍ରୀ ଓ ପିଲା ପାଇଁ ୯୦ ଲକ୍ଷ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ
ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଛାଡ଼ପତ୍ର ମାମଲା । ଅନେକ ଛାଡପତ୍ର ମାମଲାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ତ୍ରୀ ଭରଣପୋଷଣ ପାଇଁ ଲକ୍ଷ ଲକ୍ଷ ଏପରିକି କୋଟି କୋଟି ଟଙ୍କା ଦାବି କରୁଛନ୍ତି । ଏପରି ପରିସ୍ଥିତିରେ ଝାଡଖଣ୍ଡ ହାଇକୋର୍ଟର ଏକ ନିଷ୍ପତ୍ତି ଜଣେ ମହିଳାଙ୍କ ଜୀବନକୁ ବଦଳାଇ ଦେଇଛି । ସ୍ତ୍ରୀକୁ ୯୦ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟ ଜଣେ ସ୍ଵାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପଢନ୍ତୁ ଏହି ଖବର: ବହୁଚର୍ଚ୍ଚିତ ଆରଜି କର ଦୁଷ୍କର୍ମ ହତ୍ୟା ମାମଲା; ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ଗିରଫ
ଯଦିଓ ସ୍ୱାମୀ କହିଛନ୍ତି ଯେ ସେ ₹୩୮ ଲକ୍ଷ ବ୍ୟକ୍ତିଗତ ଋଣ ନେଇଥିବାରୁ ପ୍ରତି ମାସରେ ତାଙ୍କ ଦରମାରୁ ପ୍ରାୟ ₹୮୧,୭୭୧ ଋଣ EMI ଭାବରେ କାଟି ନିଆଯାଏ, ତାଙ୍କ ପାଖକୁ ଆସୁଥିବା ଦରମା ପ୍ରାୟ ₹୩୩,୦୦୦ । ତଥାପି କୋର୍ଟ କହିଛନ୍ତି ଯେ ଋଣ କିସ୍ତି ଉପରେ ଆଧାର କରି ସ୍ୱାମୀଙ୍କ ଆୟକୁ ବହୁତ କମ୍ ବୋଲି ବିବେଚନା କରାଯାଇପାରିବ ନାହିଁ । ଭରଣପୋଷଣ ନିର୍ଣ୍ଣୟ କରିବା ସମୟରେ ତାଙ୍କର ପ୍ରକୃତ ଆୟ ଏବଂ ଆର୍ଥିକ କ୍ଷମତାକୁ ମଧ୍ୟ ବିଚାରକୁ ନିଆଯାଇଛି ।
- ପୂରା ଘଟଣା କଣ ?
- ହାଇକୋର୍ଟ କାହିଁକି ଏପରି ନିଷ୍ପତ୍ତି ନେଲେ ?
ପଢନ୍ତୁ ଏହି ଖବର: ବହୁଚର୍ଚ୍ଚିତ ଆରଜି କର ଦୁଷ୍କର୍ମ ହତ୍ୟା ମାମଲା; ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ଗିରଫ
ଯଦିଓ ସ୍ୱାମୀ କହିଛନ୍ତି ଯେ ସେ ₹୩୮ ଲକ୍ଷ ବ୍ୟକ୍ତିଗତ ଋଣ ନେଇଥିବାରୁ ପ୍ରତି ମାସରେ ତାଙ୍କ ଦରମାରୁ ପ୍ରାୟ ₹୮୧,୭୭୧ ଋଣ EMI ଭାବରେ କାଟି ନିଆଯାଏ, ତାଙ୍କ ପାଖକୁ ଆସୁଥିବା ଦରମା ପ୍ରାୟ ₹୩୩,୦୦୦ । ତଥାପି କୋର୍ଟ କହିଛନ୍ତି ଯେ ଋଣ କିସ୍ତି ଉପରେ ଆଧାର କରି ସ୍ୱାମୀଙ୍କ ଆୟକୁ ବହୁତ କମ୍ ବୋଲି ବିବେଚନା କରାଯାଇପାରିବ ନାହିଁ । ଭରଣପୋଷଣ ନିର୍ଣ୍ଣୟ କରିବା ସମୟରେ ତାଙ୍କର ପ୍ରକୃତ ଆୟ ଏବଂ ଆର୍ଥିକ କ୍ଷମତାକୁ ମଧ୍ୟ ବିଚାରକୁ ନିଆଯାଇଛି ।
- କଣ କହିଲେ କୋର୍ଟ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories