Dowry Harassment / ୨କୋଟିର ବିବାହରେ ବି ମନଶାନ୍ତି ହେଲାନି; ସଲୋନିକୁ ଭିଏତନାମ ନେଇ...
·2 months ago·2 min read

Key Points
ବିବାହରେ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା
ମାସେ ପରେ ଜଣାପଡ଼ିଲା ଶାଶୂଘରର ଅସଲ ପରିଚୟ
ଭିଏତନାମ ନେଇ ସଲୋନିକୁ ହତ୍ୟା ଉଦ୍ୟମ
ମାସେ ପରେ ଜଣାପଡ଼ିଲା ଶାଶୂଘରର ଅସଲ ପରିଚୟ
ଭିଏତନାମ ନେଇ ସଲୋନିକୁ ହତ୍ୟା ଉଦ୍ୟମ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଅଧିବାସୀ ସଲୋନି ଅରୋରା ନିଜ ସ୍ଵାମୀ ଆଶିଷ ପସରିଚା ଓ ଶାଶୂଘର ଲୋକଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ସଲୋନିଙ୍କ ବିବାହରେ ବାପଘର ଲୋକେ ୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, କିନ୍ତୁ ମାତ୍ର ମାସେ ପରେ ଅସଲ ଚେହେରା ଦେଖାଇ ଦେଇଥିଲେ ଶାଶୂ ଓ ସ୍ଵାମୀ । ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା । ସଲୋନିଙ୍କ ସାଙ୍ଘାତିକ ଅଭିଯୋଗ ହେଉଛି ସ୍ଵାମୀ ଆଶିଷ ତାଙ୍କୁ ଭିଏତନାମ ନେଇ ହତ୍ୟା ଉଦ୍ୟମ କରିଥିଲେ ।
ପଢନ୍ତୁ ଏହି ଖବର: ଶବଦାହ ପାଇଁ ଚାଲିଥିଲା ପ୍ରସ୍ତୁତି; ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ
- କଣ ପୂରା ଘଟଣା ?
- ଭିଏତନାମରେ ବେଲ୍ଟରେ ମାଡ଼
ପଢନ୍ତୁ ଏହି ଖବର: ଶବଦାହ ପାଇଁ ଚାଲିଥିଲା ପ୍ରସ୍ତୁତି; ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଶାଶୂଘର ପହଞ୍ଚିବା ପରେ ପୁଣି ଆକ୍ରମଣ
- ୫ଜଣଙ୍କ ବିରୋଧରେ ମାମଲା ରୁଜୁ
Related Topics
Explore more stories