Fake Currency Racket / ପଞ୍ଚମ ଫେଲ୍ର ବଡ଼ କାରନାମା; ପ୍ରିଣ୍ଟରରେ ଛାପୁଥିଲା ଲକ୍ଷ ଲକ୍ଷର ନକଲି ନୋଟ୍
·1 hour ago·2 min read

Key Points
ନକଲି ନୋଟ୍ର ମାଷ୍ଟରମାଇଣ୍ଡ ପଞ୍ଚମ ଫେଲ୍
ଛାପୁଥିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍
ଏମିତି ଅଭିଯୁକ୍ତକୁ ଧରିଲା ପୋଲିସ
ଛାପୁଥିଲା ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍
ଏମିତି ଅଭିଯୁକ୍ତକୁ ଧରିଲା ପୋଲିସ
ଲକ୍ଷ୍ନୌ: ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା । ହେଲେ ବୁଦ୍ଧି କୌଣସି ଚାଲାକି ଲୋକଙ୍କଠୁ କମ ନୁହଁ । ଗୋଟିଏ ପ୍ରିଣ୍ଟର, କାଗଜ, କାଳି ସହ କିଛି ସାମଗ୍ରୀ । ଏହି କିଛି ଜିନିଷରେ ଲକ୍ଷ ଲକ୍ଷ ଟଙ୍କାର ନକଲି ନୋଟ୍ ତିଆରି ଚାଲିଥିଲା । ଏହାପରେ ନକଲି ନୋଟ୍ଗୁଡ଼ିକୁ ନେଇ ବଜାରରେ ଅଦଳବଦଳ ହେଉଥିଲା । ଏହି ବେଆଇନ କାମ ପାଇଁ ଠକମାନେ ଏପରି ସ୍ଥାନ ବାଛିଥିଲେ, ଯେଉଁଠିକୁ ପ୍ରତିଦିନ ହଜାର ହଜାଲ ଲୋକଙ୍କ ଯିବାଆସିବା ରହେ । କାନପୁର ପୋଲିସ ଶେଷରେ ଏହି ବଡ଼ ଠକେଇର ପର୍ଦ୍ଦାଫାସ କରିଛି । ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୨ ଲକ୍ଷ ୪ ହଜାର ୬୫୦ ଟଙ୍କା ଜବତ କରାଯାଇଛି ।
ଏହି ଘଟଣାରେ କାନପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ୫୨ ବର୍ଷୀୟ ଶେର ସିଂହକୁ ଗିରଫ କରିଛି । ଅଭିଯୁକ୍ତ ଶେର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି । ରୋଜଗାର କରିବା ପାଇଁ ସେ ବାଛିଥିଲା ଏପରି ରାସ୍ତା । ମାତ୍ର ଗୋଟିଏ ପ୍ରିଣ୍ଟରରୁ ତିଆରି କରୁଥିଲା ମାଳମାଳ ନକଲି ନୋଟ୍ । ପ୍ରତିଦିନ ଏଠାରେ ନକଲି ନୋଟ୍ ଛପାଯାଉଥିଲା । ପରେ ଏହାକୁ ଜନବହୁଳ ସ୍ଥାନରେ ଅଦଳବଦଳ କରାଯାଉଥିଲା ।

- ଭଡ଼ାଘରେ ଚାଲିଥିଲା ଏହି କାରନାମା
- ୧୦୦ ଟଙ୍କିଆ ନୋଟ୍ର ସବୁଠୁ ବଡ଼ ଷ୍ଟକ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପ୍ଲାଷ୍ଟିକ୍ ନୋଟ୍ କେବେ ଲୋକଙ୍କୁ ମିଳିବ ? RBI ଗଭର୍ଣ୍ଣର କହିଦେଲେ ତାରିଖ
- ଘଟଣାରେ ୩ ଜଣ ଗିରଫ
Related Topics
Explore more stories