Husband Wife Lover Case / ଏମିତି ବି ଏକ ସମ୍ପର୍କ...ଭାଇ ଭାବି ଘରେ ଆଣି ରଖିଥିଲେ; ସାଜିଲା ପତ୍ନୀର ପ୍ରେମିକ
·1 hour ago·2 min read

Key Points
ଚର୍ଚ୍ଚାରେ ୟୁପି ସୀତାପୁରର ତ୍ରିକୋଣୀୟ ପ୍ରେମ
ଯାହାକୁ ଭାଇ କହି ଘରେ ଆଣି ରଖିଥିଲେ,
ଶେଷରେ ସେ ସାଜିଲା ପତ୍ନୀର ପ୍ରେମିକ
ଯାହାକୁ ଭାଇ କହି ଘରେ ଆଣି ରଖିଥିଲେ,
ଶେଷରେ ସେ ସାଜିଲା ପତ୍ନୀର ପ୍ରେମିକ
ଲକ୍ଷ୍ନୌ: ଜଣେ ସ୍ଵାମୀ, ତାଙ୍କ ପତ୍ନୀ ଓ ପତ୍ନୀର ପ୍ରେମିକ ମଧ୍ୟରେ ସମ୍ପର୍କ ଏବେ ସମସ୍ତଙ୍କୁ ଚକିତ କରିଛି । କାରଣ ଧୋକା ଖାଇଥିବା ବ୍ୟକ୍ତି ଜଣକ ପତ୍ନୀର ପ୍ରେମିକକୁ ଭାଇ ବୋଲି ପରିଚୟ ଦେଇଥିଲେ । ସେ ମଝିରେ ମଝିରେ ଘରକୁ ଆସୁଥିଲେ, ସାଥୀରେ ବସି ଖାଉଥିଲେ ଓ ଏକ ପରିବାର ପରି ସମ୍ପର୍କ ଥିଲା । ହେଲେ ସମୟ ସହିତ ସମ୍ପର୍କର ସମୀକରଣ ବଦଳିଗଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍ଵାମୀ ଏହି କଥା ଜାଣିବା ପରେ ମଧ୍ୟ ସେମାନେ ୩ଜଣ ଏକାସାଥୀରେ ଗୋଟିଏ ଘରେ ରହିବାକୁ ରାଜି ହୋଇଗଲେ । ଏପରି ଅବୈଧ ସମ୍ପର୍କ ପଡ଼ୋଶୀଙ୍କୁ ଅସ୍ଵୀକାର ଥିଲା । ଶେଷରେ ଏହି ଘଟଣା ଏବେ ପୋଲିସ ନିକଟରେ ପହଞ୍ଚିଛି ।
ପଢନ୍ତୁ ଏହି ଖବର: ଆଇଫୋନ ପାଇଁ ଆତ୍ମହତ୍ୟା ଘଟଣା; ଫୋନ ନୁହଁ ଥିଲା ଅନେକ କିଛି କାରଣ, ପଡ଼ୋଶୀ କହିଦେଲେ
- ଏମିତି ବଦଳିଥିଲା ପୂରା କାହାଣୀ
- ଅଞ୍ଜୁଙ୍କୁ ଛାଡିନଥିଲେ ଶୁଭମ
ପଢନ୍ତୁ ଏହି ଖବର: ଆଇଫୋନ ପାଇଁ ଆତ୍ମହତ୍ୟା ଘଟଣା; ଫୋନ ନୁହଁ ଥିଲା ଅନେକ କିଛି କାରଣ, ପଡ଼ୋଶୀ କହିଦେଲେ
- ଥାନାରେ ପହଞ୍ଚିଲା ମାମଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories