Suvendu Adhikari Reaction / ରାତି ଅଧରେ PAଙ୍କୁ ଗୁଳି କରି ହତ୍ୟା; ହତ୍ୟାକାଣ୍ଡକୁ ନେଇ ଗର୍ଜିଲେ ଶୁଭେନ୍ଦୁ ଅଧିକାରୀ
·4 months ago·2 min read

Key Points
ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା
PA ହତ୍ୟାକାଣ୍ଡକୁ ନେଇ ଗର୍ଜିଲେ ଶୁଭେନ୍ଦୁ ଅଧିକାରୀ
କହିଲେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ
PA ହତ୍ୟାକାଣ୍ଡକୁ ନେଇ ଗର୍ଜିଲେ ଶୁଭେନ୍ଦୁ ଅଧିକାରୀ
କହିଲେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ
ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଗର୍ଜିଲେ ଶୁଭେନ୍ଦୁ ଅଧିକାରୀ । ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦର୍ଶାଇବା ସହ ସେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି । କିଛି ଦିନ ପୂର୍ବରୁ ଚନ୍ଦ୍ରନାଥଙ୍କୁ ରେକି କରାଯାଇଥିବାବେଳେ ପୋଲିସକୁ ବି ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଥିବା ଶୁଭେନ୍ଦୁ କହିଛନ୍ତି । ସେପଟେ ହତ୍ୟା ପଛରେ ଟିଏମସି ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ କେୟା ଘୋଷ ।
ଶୁଭେନ୍ଦୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏବେ ବିଜେପି ରାଜ୍ୟରେ ଥିବା "ଗୁଣ୍ଡା" ମାନଙ୍କୁ ସଫା କରିବା କାମ ଆରମ୍ଭ କରିବ । ଘଟଣାସ୍ଥଳରେ ବିଭିନ୍ନ ଅଞ୍ଚଳରୁ ବହୁ ବିଜେପି ବିଧାୟକ ଏବଂ ନେତାମାନେ ପହଞ୍ଚିଛନ୍ତି । ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ବେଳେ ତଦନ୍ତ ଜାରି ରହିଛି ।
- 'ମହା-ଜଙ୍ଗଲରାଜ ଯୋଗୁଁ ଆଜି ଏଭଳି ପରିସ୍ଥିତି'
ଶୁଭେନ୍ଦୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏବେ ବିଜେପି ରାଜ୍ୟରେ ଥିବା "ଗୁଣ୍ଡା" ମାନଙ୍କୁ ସଫା କରିବା କାମ ଆରମ୍ଭ କରିବ । ଘଟଣାସ୍ଥଳରେ ବିଭିନ୍ନ ଅଞ୍ଚଳରୁ ବହୁ ବିଜେପି ବିଧାୟକ ଏବଂ ନେତାମାନେ ପହଞ୍ଚିଛନ୍ତି । ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ବେଳେ ତଦନ୍ତ ଜାରି ରହିଛି ।
- 'ହତ୍ୟା ପଛରେ TMCର ହାତ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟା ଘଟଣା; ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ଆକ୍ରମଣର ଭୟଙ୍କର ଦୃଶ୍ୟ
ବିଜେପି ନେତ୍ରୀ TMCକୁ ଏକ ଲୁଟେରା ଏବଂ ହତ୍ୟାକାରୀଙ୍କ ଦଳ ବୋଲି କହିବା ସହ ଏହାକୁ ଏକ ପ୍ରତିଶୋଧପରାୟଣ ରାଜନୈତିକ ହତ୍ୟାକାଣ୍ଡ ବୋଲି ଦର୍ଶାଇଛନ୍ତି । ନୂଆ ସରକାର ଗଠନ ପରେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଶୁଟର ଏବଂ ହତ୍ୟା ପାଇଁ 'ସୁପାରୀ' ଦେଇଥିବା ମାଷ୍ଟରମାଇଣ୍ଡମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ । ଶୁଭେନ୍ଦୁଙ୍କ PA ନିଷ୍ଠାର ସହ କାମ କରିଥିବାରୁ, କ୍ରୋଧ ଏବଂ ହତାଶା ଯୋଗୁଁ TMC ତାଙ୍କୁ ହତ୍ୟା କରିଛି । କିନ୍ତୁ ଦୋଷୀମାନେ ବର୍ତ୍ତିବେ ନାହିଁ ବୋଲି ସେ କହିଛନ୍ତି ।

Related Topics
Explore more stories