Shocking Crime / ଶତାଧିକ ପରପୁରୁଷ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ଵାମୀ
·5 months ago·2 min read

Key Points
ଟଙ୍କା ଆୟ ଲୋଭରେ ସ୍ତ୍ରୀକୁ ୧୨୦ ଜଣ ପରପୁରୁଷକୁ ବିକ୍ରି ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଛି ପିଶାଚ ସ୍ଵାମୀ । ଏହି ମାମଲାକୁ ନେଇ ସମଗ୍ର ସ୍ଵିଡେନ୍ ସ୍ତବ୍ଧ ହୋଇ ଯାଇଛି ।
ନୂଆଦିଲ୍ଲୀ: ସ୍ଵାମୀ, ସ୍ତ୍ରୀ ପବିତ୍ର ବନ୍ଧନ । ଯେଉଁ ବନ୍ଧନରେ ଆବଦ୍ଧ ହେବା ପରେ ମନ ମିଶେ, ଜଣେ ଆଉ ଜଣଙ୍କ ପାଇଁ ବଞ୍ଚେ । ହେଲେ ଆପଣ କ'ଣ କେବେ ଶୁଣିଛନ୍ତି କେହି ତାର ସ୍ତ୍ରୀକୁ ୧୦୦ରୁ ଅଧିକଥର ବିକ୍ରି କରିଦେବା ? ଏହା ଶୁଣିବାକୁ ଖରାପ ଲାଗୁଛି । ହେଲେ ଏଭଳି ମାମଲା ଦେଖିବାକୁ ମିଳିଛି ସ୍ଵିଡେନ୍ରେ ।
ଟଙ୍କା ପାଇଁ ଏତେ ତଳକୁ...
ସ୍ଵିଡେନ୍ରେ ସୋମବାର ଜଣେ ବ୍ୟକ୍ତିଙ୍କ ଉପରେ ବେଶ୍ୟାବୃତ୍ତି, ଏକାଧିକ ଥର ଦୁଷ୍କର୍ମ ଓ ମାଡ଼ ମାରିବା ଭଳି ଗମ୍ଭୀର ଅଭିଯୋଗ ଆସିଛି । ଏତିକି ନୁହେଁ, ଅଭିଯୁକ୍ତ ଜଣଙ୍କ ତାଙ୍କ ପତ୍ନୀଙ୍କ ସରଳତାର ଲାଭ ଉଠାଇ ଶୋଷଣ କରିଛନ୍ତି । ଟଙ୍କା ଆୟ ଲୋଭରେ ସ୍ତ୍ରୀକୁ ୧୨୦ ଜଣ ପରପୁରୁଷକୁ ବିକ୍ରି ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଛି ପିଶାଚ ସ୍ଵାମୀ ।
ଏଥିସହ ପଢ଼ନ୍ତୁ: ସହିପାରିଲେନି ସ୍ଵାମୀଙ୍କ ମୃତ୍ୟୁ ଦୁଃଖ; ୧୭ ମହଲାରୁ ଡେଇଁଲେ ମହିଳା
ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁସାରେ, ଏହି ମାମଲାକୁ ନେଇ ସମଗ୍ର ସ୍ଵିଡେନ୍ ସ୍ତବ୍ଧ ହୋଇ ଯାଇଛି । ଏବେ ଏହି ମାମଲାର ତୁଳନା ଫ୍ରାନ୍ସର ମହିଳା ଗିଜେଲ ପେଲିକାଣ୍ଟଙ୍କ ସହ କରାଯାଉଛି । ଗିଜେଲଙ୍କ ସ୍ଵାମୀ ଡୋମିନିକ ପେଲିକାଣ୍ଟଙ୍କୁ ୨୦୨୪ରେ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । ସେ ମାନିଥିଲେ ଯେ, ନିଜ ସ୍ତ୍ରୀକୁ ବାରମ୍ବାର ନିଶା ଔଷଧ ଦେଇ ଅଚେତ୍ କରିଥିଲା । ଏହାପରେ ଏକାଧିକ ପୁରୁଷ ସହ ସମ୍ପର୍କ ରଖିବାକୁ ସୁଯୋଗ ଦେଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ଵିଡେନ୍ର ମାମଲା ମଧ୍ୟ ଫ୍ରାନ୍ସର ଗିଜେଲଙ୍କ ସମାନ । ଗତବର୍ଷ ଅକ୍ଟୋବରରେ ମହିଳା ଜଣଙ୍କ ଉତ୍ତର ସ୍ଵିଡେନ୍ରେ ୬୨ ବର୍ଷୀୟ ସ୍ଵାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ଅଭିଯୁକ୍ତ ସ୍ଵାମୀଙ୍କୁ ଗିରଫ କରି ନେଇଛି ।
ସ୍ତ୍ରୀ ସହ ସମ୍ପର୍କ ପାଇଁ ଅନଲାଇନ୍ ବିଜ୍ଞାପନ
ଅଭିଯୁକ୍ତ ଜଣଙ୍କ ହେଲ୍ସ ଆଞ୍ଜେଲର ପୂର୍ବ ସଦସ୍ୟ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ବର୍ଷ ବର୍ଷ ଧରି ଅଭିଯୁକ୍ତ ନିଜ ସ୍ତ୍ରୀକୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରି ଆସୁଥିଲେ । ଏପରିକି ପରପୁରୁଷ ହାତକୁ ସ୍ତ୍ରୀକୁ ଟେକି ଦେଇ ଟଙ୍କା କମାଉଥିଲା ।
ଏଥିପାଇଁ ଅନଲାଇନ୍ରେ ବିଜ୍ଞାପନ ଦେବା ସହ ନିଜେ ଗ୍ରାହକଙ୍କ ସହ କଥା ହେଉଥିଲା । ନଜର ରଖିବା ଏବଂ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ମହିଳାଙ୍କୁ ଅନଲାଇନ୍ ସକ୍ରିୟ ରହି ସେଭଳି ଘୃଣ୍ୟ କାମ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।
ନିଶା ଦେଇ ଅଚେତ, ତା'ପରେ...
ମହିଳା ଜଣଙ୍କୁ ସ୍ଵାମୀ ଧମକ ଦେବା ସହ ନିଶା ଦେଇ ଅଚେତ କରୁଥିଲେ । ଆଉ ଏହାପରେ ଫାଇଦା ଉଠାଉଥିଲେ । ସ୍ଵିଡେନ୍ର ବେଶ୍ୟାବୃତ୍ତି ଆଇନ୍ ଅନୁସାରେ, ଯୌନ ସେବା ପାଇଁ କାହାରିକୁ କିଣିବା ଅମାନ୍ୟ ହୋଇଥିବା ବେଳେ ବିକ୍ରି ଲାଗି ବାଧା ନାହିଁ ।

ଏଥିସହ ପଢ଼ନ୍ତୁ: ଗୋଡ଼କୁ ରଶିରେ ବାନ୍ଧିଲା, ପ୍ରେମିକ ସହ ମିଶି ସ୍ଵାମୀର ତଣ୍ଟି କାଟିଦେଲା...
ମହିଳାଙ୍କୁ ୮ ଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ସ୍ଵାମୀ ଅସ୍ଵୀକାର କରିଛନ୍ତି । ମହିଳା ଜଣଙ୍କ ପରପୁରୁଷ ସହ ସମ୍ପର୍କ ରଖିବାକୁ ମନା କରିବାରୁ ଧମକ ଦେଇଥିଲେ ସ୍ଵାମୀ । ଏହି ଘଟଣା ୨୦୨୨ ଅଗଷ୍ଟ ୧୧ରୁ ୨୦୨୫ ଅକ୍ଟୋବର ୨୧ ମଧ୍ୟରେ ଘଟିଛି ।
୧୨୦ ସନ୍ଦିଗ୍ଧ ଚିହ୍ନଟ
ପୋଲିସରେ ଏତଲା ହୋଇଥିବା ବେଳେ ଯୌନ ସମ୍ପର୍କକୁ କିଣିଥିବା ଅଭିଯୋଗରେ ୧୨୦ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ୨୬ ଜଣ ପୁରୁଷଙ୍କ ବିରୋଧରେ ଯୌନ ସେବା କ୍ରୟ କରିଥିବାର ଅଭିଯୋଗ ରହିଛି । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି ।

Related Topics
Explore more stories