Six Killed / ନିଜ ହାତରେ ପୋଛିଦେଲା ନିଜ ପରିବାର; ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ପରିବାରକୁ ବି ଛାଡ଼ିଲାନି...
·1 hour ago·2 min read

Key Points
ଗୋଟିଏ ରାତିରେ ଦୁଇ ଦୁଇଟି ପରିବାରର ୬ ଜଣଙ୍କୁ ହତ୍ୟା କରିଛି ଦୁଷ୍କର୍ମ ଅଭିଯୁକ୍ତ । ନିଜ ହାତରେ ୨ ନାବାଳକ ପୁଅ ସହ ଜହ୍ଲାଦ ସ୍ଵାମୀ ସ୍ତ୍ରୀକୁ ମାରି ସଫା କରି ଦେଇଛି ପରିବାର ।
ହାଇଦ୍ରାବାଦ: ରାତିକରେ ୬ ଜଣଙ୍କୁ ହତ୍ୟା । ବେଲ୍ରେ ଆସି ନେଇଗଲା ୬ ଜୀବନ । ପ୍ରଥମେ ସ୍ତ୍ରୀ ସହ ୨ ନାବାଳକ ପୁଅଙ୍କୁ ମାରିଲା । ତା'ପରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ନାବାଳିକାଙ୍କ ଘରେ ପହଞ୍ଚିଥିଲା । ସେଠି ପୀଡ଼ିତାଙ୍କ ସହ ତାଙ୍କ ମାଆ ଓ ଜେଜେମାଆଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କଲା ।
ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରୁ ଆସିଛି ଏଭଳି ଚାଞ୍ଚଲ୍ୟ କଲା ଭଳି ହତ୍ୟା ଘଟଣା । ଯେଉଁଠି ଦୁଷ୍କର୍ମ ଅଭିଯୁକ୍ତ, ଗୋଟିଏ ରାତିରେ ଦୁଇ ଦୁଇଟି ପରିବାରର ୬ ଜଣଙ୍କୁ ହତ୍ୟା କରିଛି । ନିଜ ହାତରେ ୨ ନାବାଳକ ପୁଅ ସହ ଜହ୍ଲାଦ ସ୍ଵାମୀ ସ୍ତ୍ରୀକୁ ମାରି ସଫା କରି ଦେଇଛି ପରିବାର ।
ଏଥିସହ ପଢ଼ନ୍ତୁ: ରାତି ଅଧରେ ମହିଳାଙ୍କ ଘରେ ପଶି ମାଡ଼ ଖାଇଲେ ପୋଲିସ ବାବୁ
ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ୩୫ ବର୍ଷୀୟ ରାଜକୁମାର । ଯିଏ ତାର ୩୦ ବର୍ଷୀୟ ୩୦ ପ୍ରଭାତୀ ସରିଥା ଏବଂ ୧ ବର୍ଷ ଓ ୪ ବର୍ଷର ପୁଅକୁ ଶାହବାଦ ସ୍ଥିତ ଘରେ ଶୁକ୍ରବାର ରାତିରେ ଶୋଇଥିବା ବେଳେ ହତ୍ୟା କରିଛି ।
ସ୍ତ୍ରୀ ଓ ୨ ପୁଅକୁ ହତ୍ୟା ପରେ ରାଜକୁମାର ରାତିରେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା । ଗତ ମେ ୧୬ ତାରିଖରେ ଜଣେ ୧୭ ବର୍ଷର ଯୁବତୀ ରାଜକୁମାରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲା । ଉକ୍ତ ଯୁବତୀଙ୍କ ଘରେ ପହଞ୍ଚିଥିଲା ରାଜକୁମାର ।
ସେଠାରେ ଯୁବତୀଙ୍କୁ ଟେକି ଆଣି କାର୍ ଭିତରେ ହତ୍ୟା କରିଥିଲା । ତାପରେ ଯୁବତୀଙ୍କ ମାଆ ଓ ଜେଜେମାଆଙ୍କୁ ବି ଛାଡ଼ି ନଥିଲା । ତେବେ ଘରେ ଉପସ୍ଥିତ ଥିଲେ ବି ରାଜକୁମାରଙ୍କ ଆକ୍ରମଣରୁ ପୀଡ଼ିତାଙ୍କ ୨୦ ବର୍ଷୀୟ ଦିବ୍ୟାଙ୍ଗ ଭଉଣୀ ରକ୍ଷା ପାଇ ଯାଇଛନ୍ତି ।
ଦୁଇ ପରିବାରର ୬ ଜଣଙ୍କୁ ହତ୍ୟା ପରେ ରାଜକୁମାର ତାର ବାପାଙ୍କୁ ଫୋନ୍ କରିଥିଲା । କହିଥିଲା, "ବାପା, ମୁଁ ଏମାନଙ୍କୁ ମାରି ଦେଇଛି । ମୁଁ ଏବେ ମରିବାକୁ ଯାଉଛି ।" ଯାହାପରଠାରୁ ରାଜକୁମାରର ଫୋନ୍ ସ୍ଵିଚ୍ ଅଫ୍ ଆସିବା ସହ ତାର ଖୋଜ ଖବର ନଥିବା ବରିଷ୍ଠ ପୋଲିସ ଅଧିକାରୀ ତରୁଣ ଯୋଶୀ କହିଛନ୍ତି ।
ପୋଲିସ ଅନୁସାରେ, ରାଜକୁମାର ଏବେ ଫେରାର୍ ରହିଛି । ପୋଲିସ ତାକୁ ଧରିବା ଲାଗି ଉଦ୍ୟମ କରୁଛି । ୨୦୧୮ରେ ରାଜକୁମାର, ପ୍ରଭାତୀଙ୍କୁ ପ୍ରେମ ବିବାହ କରିଥିଲା । ମେ ମାସରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିଲା ରାଜକୁମାର ।
ଏଥିସହ ପଢ଼ନ୍ତୁ: ମଟନ୍ ଖୁଆଇବେ କହି ଦେଇଦେଲେ ଚିକେନ୍; ବୁଲିଲା ଲାଠି, ବର କନ୍ୟା...
ପରେ କୋର୍ଟରୁ ବେଲ୍ ପାଇବା ପରେ ସପ୍ତାହ ତଳେ ଜେଲ୍ରୁ ବାହାରିଥିଲା । ଆଉ ଜେଲ୍ରୁ ଆସିବା ପରେ ଗୋଟିଏ ରାତିରେ ୬ ଜଣଙ୍କୁ ହତ୍ୟା କରି ରାଜକୁମାର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ପରିବାର ଲୋକଙ୍କ ଅନୁସାରେ, ରାଜକୁମାରର ମାନସିକ ଅବସ୍ଥା ଠିକ୍ ନଥିଲା । ସେ ଜୁଆ ଖେଳରେ ବୁଡ଼ି ରହୁଥିଲା ।
ଆଉ ଏବେ ସେହି ବଦଭ୍ୟାସ ନିଜ ସଂସାର ସହ ଅନ୍ୟ ଘରକୁ ଉଜାଡ଼ି ଦେଇଛି । ପୋଲିସ ଅନୁସାରେ, ରାଜକୁମାରକୁ କାଉନସେଲିଂ ଲାଗି ଦୁଇରୁ ତିନିଥର ଡାକିଛୁ । କିନ୍ତୁ ସେ ଆସିନଥିଲା । ଏପରିକି ରାଜକୁମାର ଦୁର୍ବ୍ୟବହାର କରିବା ନେଇ ପୁରୁଣା ରେକର୍ଡ ଥିବା ପୋଲିସ କହିଛି । ଏବେ ୬ ଜଣଙ୍କୁ ହତ୍ୟା ପରେ ରାଜକୁମାରକୁ ପୋଲିସ ଖୋଜୁଛି । କାହିଁକି ସେ ୨ ପରିବାରର ୬ ଜଣଙ୍କୁ ମାରିଲା ତାର ବି ଯାଞ୍ଚ ଚାଲିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories