Twisha Case Big Update / ଗର୍ଭଧାରଣ ଓ ଗର୍ଭପାତକୁ ନେଇ ବଡ଼ ଧରଣର ଖୁଲାସା; ତ୍ଵିଶାଙ୍କୁ ଏମିତି କହିଥିଲେ ସ୍ଵାମୀ
·3 months ago·2 min read

Key Points
ବହୁଚର୍ଚ୍ଚିତ ତ୍ଵିଶା ଶର୍ମା ମୃତ୍ୟୁ ଘଟଣା
ପ୍ରେଗ୍ନେସିକୁ ନେଇ ବଡ଼ ଖୁଲାସା
ତ୍ଵିଶାଙ୍କୁ ଏମିତି କହିଥିଲେ ସ୍ଵାମୀ
ପ୍ରେଗ୍ନେସିକୁ ନେଇ ବଡ଼ ଖୁଲାସା
ତ୍ଵିଶାଙ୍କୁ ଏମିତି କହିଥିଲେ ସ୍ଵାମୀ
ବହୁଚର୍ଚ୍ଚିତ ନୋଏଡା ମଡେଲ ତଥା ପୂର୍ବତନ ମିସ୍ ପୁନେ ତ୍ଵିଶା ଶର୍ମାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ସ୍ଵାମୀଙ୍କ ପାଟିରୁ ସତ ଓଗାଳିଛି ସିବିଆଇ । ତ୍ଵିଶାଙ୍କ ଗର୍ଭଧାରଣକୁ ନେଇ ସନ୍ଦେହ କରିଥିଲେ ସ୍ଵାମୀ । ତ୍ଵିଶା ଓ ସମର୍ଥଙ୍କ ମଧ୍ୟରେ ତୃତୀୟ ଥିଲେ ଅମିତ ନାମକ ଜଣେ ବ୍ୟକ୍ତି । ଏଥିଲାଗି ତ୍ଵିଶାଙ୍କ ପ୍ରେଗ୍ନେସି ଓ ଛୁଆକୁ ନେଇ ପ୍ରଶ୍ନ କରିଥିଲେ ସ୍ଵାମୀ । ଏହାସହିତ ତ୍ଵିଶାଙ୍କ ମୃତ୍ୟୁ ପରେ ସ୍ଵାମୀ ସମର୍ଥ ସିଂହ କାହିଁକି ଫେରାର ହୋଇଯାଇଥିଲେ ସେ ସମ୍ପର୍କରେ ମଧ୍ୟ ଜଣାପଡ଼ିଛି ।
ସିବିଆଇ ତଦନ୍ତ ବେଳେ ତ୍ଵିଶାଙ୍କ ସ୍ଵାମୀ ସମର୍ଥ ଦାବି କରିଛନ୍ତି ଯେ ତ୍ଵିଶାଙ୍କ ପେଟରେ ଯୋଉ ଶିଶୁଟି ବଢୁଥିଲା, ସେ ତାଙ୍କ ସନ୍ତାନ ନଥିଲା । କାରଣ ସେମାନେ ସୁରକ୍ଷିତ ଶାରୀରିକ ସମ୍ପର୍କ ରଖୁଥିଲେ । ଏଥିଲାଗି ଗର୍ଭଧାରଣକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତଦନ୍ତ ଓ ପଚରାଉଚରା ସମୟରେ ଜଣାପଡ଼ିଛି ଯେ ତ୍ଵିଶା ଓ ସ୍ଵାମୀ ସମର୍ଥ ଉଭୟ ମିଶି କେମିକାଲ ନିଶା କରୁଥିଲେ, ଏଥିଲାଗି ଡାକ୍ତର ତ୍ଵିଶାଙ୍କୁ ଗର୍ଭପାତ କରିବାକୁ ପରାମର୍ଶ ଦେଇଥିଲେ । କାରଣ ନିଶା ପାଇଁ ତ୍ଵିଶାଙ୍କ ଶିଶୁ ଉପରେ ଗମ୍ଭୀର ପ୍ରଭାବ ପଡ଼ିବାର ଆଶଙ୍କା ଥିଲା ।

- କାହିଁକି ଫେରାର ଥିଲେ ସମର୍ଥ ?
- ଭିଡିଓରୁ ଜଣାପଡ଼ିବ ସତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଗର୍ଭଧାରଣ, ଆଘାତ, ହ୍ଵାଟ୍ସଆପ୍ ଚାଟ୍; ତ୍ଵିଶାଙ୍କ ଜଜ୍ ଶାଶୂକୁ CBIର ୨୦ ପ୍ରଶ୍ନ
ତ୍ଵିଶାଙ୍କ ମୃତ୍ୟୁ ଘଟଣାରେ ଶାଶୂ ଓ ସ୍ଵାମୀଙ୍କୁ ଗିରଫ କରାଯାଇଛି । କିଛି ଦିନ ପୂର୍ବରୁ ସିବିଆଇ ଶାଶୂ ଗିରିବାଳାଙ୍କୁ ଅନେକ ପ୍ରଶ୍ନ ପଚାରି ମାମଲାର ତଦନ୍ତ କରୁଛି । ତ୍ଵିଶାଙ୍କ ପରିବାର ଲୋକେ ଶାଶୂ ଓ ସ୍ଵାମୀଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତ୍ଵିଶାଙ୍କ ଶରୀରରେ ଅନେକ ଦାଗ ମିଳିଥିବାରୁ ଏହା ଆତ୍ମହତ୍ୟା ନୁହେଁ ବୋଲି ସେମାନେ ଦାବି କରୁଛନ୍ତି । ତେବେ ସିବିଆଇ ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାର ସବୁ ଦିଗରୁ ତଦନ୍ତ କରୁଛି ।

Related Topics
Explore more stories