CBSE DDoS Attack / CBSE ପୋର୍ଟାଲ ଉପରେ ଭୟଙ୍କର DDoS ଆଟାକ୍; କଣ, କାହିଁକି ଓ କିପରି କରାଯାଏ ?
·1 hour ago·3 min read

Key Points
CBSE ପୋର୍ଟାଲ ଉପରେ ଭୟଙ୍କର ଡିଡସ ଆଟାକ୍
ମାତ୍ର ୨ ମିନିଟ୍ରେ ଆସିଥିଲା ୧୫ ଲକ୍ଷ ହିଟ୍ସ୍
କଣ ଏହି ଆଟାକ୍ ଓ କିପରି କରାଯାଏ ?
ମାତ୍ର ୨ ମିନିଟ୍ରେ ଆସିଥିଲା ୧୫ ଲକ୍ଷ ହିଟ୍ସ୍
କଣ ଏହି ଆଟାକ୍ ଓ କିପରି କରାଯାଏ ?
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପୋର୍ଟାଲ୍ ଉପରେ ଏକ ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ତଥ୍ୟ ଉପରେ ନଜର ରଖି ହ୍ୟାକରମାନେ ସର୍ଭର ଉପରେ ଏହି ବଡ଼ ହମଲା କରିଛନ୍ତି । ମାତ୍ର ୨ ମିନିଟ୍ ମଧ୍ୟରେ ୱେବସାଇଟ୍ ଉପରକୁ ପ୍ରାୟ ୧୫ ଲକ୍ଷରୁ ଅଧିକ ହିଟ୍ସ୍ ବା ଟ୍ରାଫିକ୍ ପଠାଯାଇଛି, ଯାହା ଫଳରେ ବୋର୍ଡର ମୁଖ୍ୟ ସର୍ଭର ସମ୍ପୂର୍ଣ୍ଣ କ୍ରାଶ୍ ହୋଇଯାଇଛି । ଏହି ଭୟଙ୍କର ଡିଡସ ଆଟାକ୍ (DDoS Attack) ପରେ ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍କୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି ।
CBSE ପୁନଃମୂଲ୍ୟାୟନ ଓ ଯାଞ୍ଚ ବ୍ୟବସ୍ଥାରେ କେନ୍ଦ୍ର ସରକାର ଆଣିଥିବା ସ୍ବଚ୍ଛତାକୁ ଭଣ୍ଡୁର କରିବା ପାଇଁ ପୁଣିଥରେ ଶତ୍ରୁ ରାଷ୍ଟ୍ରରେ ବସି ଉଦ୍ୟମ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଆବେଦନ ପ୍ରକ୍ରିୟାର ପ୍ରଥମ ଦିନରେ ହିଁ ଏହି ଭୟଙ୍କର ସାଇବର ଆକ୍ରମଣ ହୋଇଥିବା CBSE ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ CBSE ବୈଷୟିକ ଦଳର ସତର୍କତା ଯୋଗୁଁ ହ୍ୟାକର୍ସମାନେ ଏଥିରେ ସଫଳ ହୋଇ ପାରିନଥିଲେ । ପୋର୍ଟାଲରେ ଲଗ୍-ଇନ୍ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଥିବାରୁ ସୁରକ୍ଷାରେ ସହାୟକ ହେଲା । ତେବେ କଣ ଏହି DDoS ସାଇବର ଆକ୍ରମଣ ? କାହିଁକି କରାଯାଏ ଓ ଏହି ଆକ୍ରମଣରୁ କିପରି ବର୍ତ୍ତି ହେବ ଆସନ୍ତୁ ଜାଣିବା...
ଏକ କ୍ଲାଉଡ୍-ଆଧାରିତ ଫାୟାର ହାଇଡ୍ରାଣ୍ଟ ନିୟୋଜିତ କରିବା: ଏହା ତୁରନ୍ତ "ନକଲି ବଟ୍ ଟ୍ରାଫିକ୍"କୁ ଫିଲ୍ଟର କରେ ଏବଂ କେବଳ ପ୍ରକୃତ ନାଗରିକମାନଙ୍କୁ ପୋର୍ଟାଲ ବ୍ୟବହାର କରିବାକୁ ଅନୁମତି ଦିଏ ।
ଇଲାଷ୍ଟିକ୍ କ୍ଲାଉଡ୍ ସ୍କେଲିଂ: ରେଜଲ୍ଟ ବା ଫଳାଫଳ, ନିଯୁକ୍ତି ଏବଂ ପୂନଃମୂଲ୍ୟାୟନ ସମୟରେ ସରକାରୀ ପୋର୍ଟାଲଗୁଡ଼ିକରେ ଇଲାଷ୍ଟିକ୍ କ୍ଲାଉଡ୍ ସ୍କେଲିଂର ବ୍ୟବହାର କରିବା ଉଚିତ, ଯାହାଦ୍ଵାରା ହଠାତ୍ ଟ୍ରାଫିକ୍ ବୃଦ୍ଧି ହେଲେ ସ୍ୱୟଂଚାଳିତ ଭାବରେ ଏହାର କ୍ଷମତାକୁ ବିସ୍ତାର କରାଯାଇପାରିବ ।
ତୃତୀୟ-ପକ୍ଷ ଅଡିଟ୍: ପ୍ଲାଟଫର୍ମଗୁଡ଼ିକୁ ଘଟଣା ପରେ ଲାଇଭ୍ ହେବା ପୂର୍ବରୁ ଭାରତର ସର୍ବଶ୍ରେଷ୍ଠ ବୈଷୟିକ ପ୍ରତିଷ୍ଠାନ (ଯେପରିକି IIT) ଏବଂ CERT-In ଦ୍ୱାରା ଏପରି ସାଇବର ଆକ୍ରମଣର ମୂଲ୍ୟାଙ୍କନ କରିବା ଉଚିତ ।
ପଢନ୍ତୁ ଏହି ଖବର: ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

- DDoS ଆକ୍ରମଣ କ'ଣ ?
- ଏହା କାହିଁକି କରାଯାଇଛି ?
- ଏହା କିପରି କରାଯାଏ ?
- ଏହାକୁ କିପରି ରୋକାଯାଇପାରିବ ?
ଏକ କ୍ଲାଉଡ୍-ଆଧାରିତ ଫାୟାର ହାଇଡ୍ରାଣ୍ଟ ନିୟୋଜିତ କରିବା: ଏହା ତୁରନ୍ତ "ନକଲି ବଟ୍ ଟ୍ରାଫିକ୍"କୁ ଫିଲ୍ଟର କରେ ଏବଂ କେବଳ ପ୍ରକୃତ ନାଗରିକମାନଙ୍କୁ ପୋର୍ଟାଲ ବ୍ୟବହାର କରିବାକୁ ଅନୁମତି ଦିଏ ।
ଇଲାଷ୍ଟିକ୍ କ୍ଲାଉଡ୍ ସ୍କେଲିଂ: ରେଜଲ୍ଟ ବା ଫଳାଫଳ, ନିଯୁକ୍ତି ଏବଂ ପୂନଃମୂଲ୍ୟାୟନ ସମୟରେ ସରକାରୀ ପୋର୍ଟାଲଗୁଡ଼ିକରେ ଇଲାଷ୍ଟିକ୍ କ୍ଲାଉଡ୍ ସ୍କେଲିଂର ବ୍ୟବହାର କରିବା ଉଚିତ, ଯାହାଦ୍ଵାରା ହଠାତ୍ ଟ୍ରାଫିକ୍ ବୃଦ୍ଧି ହେଲେ ସ୍ୱୟଂଚାଳିତ ଭାବରେ ଏହାର କ୍ଷମତାକୁ ବିସ୍ତାର କରାଯାଇପାରିବ ।
ତୃତୀୟ-ପକ୍ଷ ଅଡିଟ୍: ପ୍ଲାଟଫର୍ମଗୁଡ଼ିକୁ ଘଟଣା ପରେ ଲାଇଭ୍ ହେବା ପୂର୍ବରୁ ଭାରତର ସର୍ବଶ୍ରେଷ୍ଠ ବୈଷୟିକ ପ୍ରତିଷ୍ଠାନ (ଯେପରିକି IIT) ଏବଂ CERT-In ଦ୍ୱାରା ଏପରି ସାଇବର ଆକ୍ରମଣର ମୂଲ୍ୟାଙ୍କନ କରିବା ଉଚିତ ।
ପଢନ୍ତୁ ଏହି ଖବର: ସାଇବର ଠକେଇର ଶିକାର ହେଲେ ବମ୍ବେ ହାଇକୋର୍ଟ ଜଜ୍; ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories