Reel Using Pistol / ରିଲ୍ ବନାଉଥିଲେ, ହଠାତ୍ ବାହାର କଲେ ପିସ୍ତଲ...ଭିଡିଓ ଭାଇରାଲ ପରେ ଛାଡ଼ିଗଲା ରିଲ୍ସ ନିଶା
·7 hours ago·2 min read

Key Points
ରିଲ୍ରେ ବାହାର କଲେ ପିସ୍ତଲ
ଭିଡିଓ ଭାଇରାଲ ପରେ ଭୋଗିଲେ ସମସ୍ୟା
ଭିଡିଓ ଭାଇରାଲ ପରେ ଭୋଗିଲେ ସମସ୍ୟା
ପାଟନା: ଏବେ ଛୁଆଠୁ ବୁଢା ସମସ୍ତେ ରିଲ୍ ପାଇଁ ବାୟା । କିଏ ରିଲ୍ କରୁଛି ତ ଆଉ କିଏ ଘଣ୍ଟା ଘଣ୍ଟା ବସି ରିଲ୍ ଦେଖୁଛି । ନିକଟରେ ରିଲ୍ ପାଇଁ ହଟହଟା ହୋଇଛନ୍ତି ଜଣେ ମହିଳା । ବିହାର ଦରଭଙ୍ଗା ଅଞ୍ଚଳର ମହିଳା ଭୋଜପୁରୀ ଗୀତରେ କ୍ୟାମେରା ସାମ୍ନାରେ ନାଚୁଥିବାବେଳେ ହଠାତ୍ ବାହାର କରିଥିଲେ ପିସ୍ତଲ । ନିଆଁ ପରି ଏହି ଭିଡିଓଟି ଭାଇରାଲ ହୋଇଥିବାବେଳେ ଏବେ ମହିଳା ଜଣକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହିଳାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।
ପୋଲିସର କହିବାନୁସାରେ, ଘରୁ ଏକ ପିସ୍ତଲ, ଏକ ମାଗାଜିନ୍ ଓ ଦୁଇଟି ଅଫୁଟା ଗୁଳି ଜବତ ହୋଇଛି । ମହିଳାଙ୍କ ପାଖକୁ ପିସ୍ତଲ କେଉଁଠୁ ଆସିଲା ଓ ଏହି ପୂରା ଘଟଣାରେ ମହିଳାଙ୍କ ପରିବାରର କୌଣସି ଭୂମିକା ଅଛି କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି । ଏହି ଘଟଣାଟି ଦରଭଙ୍ଗା ଜିଲ୍ଲାର ଘନଶ୍ୟାମପୁର ଥାନା ଅଞ୍ଚଳରୁ ଆସିଛି । ଗିରଫ ହୋଇଥିବା ମହିଳା ହେଉଛନ୍ତି ଲାଛୋ ଦେବୀ ।
ପଢନ୍ତୁ ଏହି ଖବର: ୨୦ବର୍ଷ ସାନ ପ୍ରେମିକ ପାଇଁ ଫେରାର୍ ୩ ଛୁଆଙ୍କ ମାଆ; ଖବରକୁ ନେଇ ସବୁଠି ଚର୍ଚ୍ଚା

- କ୍ୟାମେରା ସାମ୍ନାରେ ବାହାର କରିଥିଲେ ପିସ୍ତଲ
- କଣ କହିଲା ପୋଲିସ ?
ପଢନ୍ତୁ ଏହି ଖବର: ୨୦ବର୍ଷ ସାନ ପ୍ରେମିକ ପାଇଁ ଫେରାର୍ ୩ ଛୁଆଙ୍କ ମାଆ; ଖବରକୁ ନେଇ ସବୁଠି ଚର୍ଚ୍ଚା
- ଘରେ ନଥିଲେ ସ୍ଵାମୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories