Husband Girlfriend / GPS ଲଗାଇ କଲେ ପିଛା...ହୋଟେଲରେ ଧରାପଡ଼ିଲେ ରସିକିଆ ସ୍ୱାମୀ !
·1 hour ago·2 min read

Key Points
GPS ସହିତ ବିଛାଯାଇଥିଲା ଫାଶ
ଆଉ ଫସିଗଲେ ରସିକିଆ ସ୍ଵାମୀ
ପ୍ରେମିକା ସହ ସ୍ଵାମୀକୁ ଧରିଲା ସ୍ତ୍ରୀ
ଆଉ ଫସିଗଲେ ରସିକିଆ ସ୍ଵାମୀ
ପ୍ରେମିକା ସହ ସ୍ଵାମୀକୁ ଧରିଲା ସ୍ତ୍ରୀ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାପୁରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରେମିକା ସହିତ ଧରିଛନ୍ତି । ବାଗପତର ବାସିନ୍ଦା ପୀଡିତା ତାଙ୍କ ସ୍ୱାମୀଙ୍କ ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲେ । ସ୍ଵାମୀକୁ ଧରିବା ପାଇଁ ସେ ଦିଅର ସହ ମିଶି ସ୍ଵାମୀଙ୍କ କାରରେ ଏକ GPS ସିଷ୍ଟମ ଲଗାଇ ଥିଲେ ଏବଂ ତାଙ୍କୁ ହୋଟେଲ ପର୍ଯ୍ୟନ୍ତ ଟ୍ରାକ୍ କରିଥିଲେ । ଶେଷରେ ପ୍ରେମିକା ସହ ସ୍ଵାମୀକୁ ଧରିଛନ୍ତି ମହିଳା ଓ ବିଚ୍ ରାସ୍ତାରେ ସ୍ଵାମୀକୁ ନିସ୍ତୁକ ମାଡ଼ ମାରିଛନ୍ତି ।
ପଢନ୍ତୁ ଏହି ଖବର: ମଟନ୍ ଖୁଆଇବେ କହି ଦେଇଦେଲେ ଚିକେନ୍; ବୁଲିଲା ଲାଠି, ବର କନ୍ୟା...
- GPS ଧରାଇଦେଲା ସ୍ଵାମୀର କାରନାମା
- ରାସ୍ତାରୁ କୋର୍ଟ ପର୍ଯ୍ୟନ୍ତ ହାଇଭୋଲଟେଜ୍ ଡ୍ରାମା
ପଢନ୍ତୁ ଏହି ଖବର: ମଟନ୍ ଖୁଆଇବେ କହି ଦେଇଦେଲେ ଚିକେନ୍; ବୁଲିଲା ଲାଠି, ବର କନ୍ୟା...
- ସରକାରୀ ଡାକ୍ତରଖାନାରେ ନର୍ସ ଅଛନ୍ତି ମହିଳା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
