Toilet Hidden Camera / ଟଏଲେଟ୍ କଣା କରି ସୁଟିଂ କରୁଥିବା ଅଶ୍ଳୀଳ ଭିଡିଓ; ପଦାରେ ପଡ଼ିଲା ଘର ମାଲିକ ପୁଅର ଘୃଣ୍ୟ କାଣ୍ଡ
·2 hours ago·2 min read

Key Points
ଘର ମାଲିକ ପୁଅର କଳା କାରନାମା
ଟଏଲେଟ୍ କଣା କରି କରୁଥିଲା ଭିଡିଓ
ଏବେ ଗଲା ଜେଲ୍, କେମିତି ଜଣାପଡ଼ିଲା ?
ଟଏଲେଟ୍ କଣା କରି କରୁଥିଲା ଭିଡିଓ
ଏବେ ଗଲା ଜେଲ୍, କେମିତି ଜଣାପଡ଼ିଲା ?
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଭଦୋହି ଜିଲ୍ଲାରେ ଛାତ୍ରୀଙ୍କ ଗୋପନୀୟତାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୋପିଗଞ୍ଜ କୋତୱାଲି ଅଞ୍ଚଳରେ ଥିବା ଏକ ଘରୋଇ ଲାଇବ୍ରେରୀର ଟଏଲେଟ୍ର କାନ୍ଥ କଣା କରି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟିଂ ହେଉଥିଲା । ତେବେ ସେହି ଘର ମାଲିକର ପୁଅ ଏହି ଘୃଣ୍ୟ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତଠାରୁ ଭିଡିଓ ଥିବା ମୋବାଇଲ ଫୋନକୁ ଜବତ କରିବା ସହ ତାକୁ ଗିରଫ କରିଛି । ସେହି ମୋବାଇଲରୁ ଆପତ୍ତିଜନକ ଭିଡିଓ ମିଳିଥିବା ପୋଲିସ କହିଛି ।
ପଢନ୍ତୁ ଏହି ଖବର: ଟିଚର ଗାଳିଦେଲେ, ଚାପୁଡ଼ା ମାରିଲେ...କାନ୍ଦି କାନ୍ଦି ଚାଲିଗଲା କୁନିପୁଅର ଜୀବନ
ଗୋପିଗଞ୍ଜ ଥାନା ମୁଖ୍ୟ ସଚିତାନନ୍ଦ ପାଣ୍ଡେ କହିଛନ୍ତି ଯେ ଏବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ । ପୋଲିସ ଏବେ ମୋବାଇଲକୁ ଯାଞ୍ଚ କରିବା ସହ ଏହି ମାମଲାରେ ଆଉ କିଏ ଜଡ଼ିତ କି ନାହିଁ ସେ ନେଇ ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଛାତ୍ରୀମାନେ ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନ୍ୟପଟେ ଏହି ଘଟଣା ବାହାରେ ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
- କଣ ପୂରା ଘଟଣା ?
- କେମିତି ଘଟଣାର ଖୁଲାସା ହେଲା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories