Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ

Swayangprajna Mishra
Browse all articles by Swayangprajna Mishra
·2 years ago
ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ

ଅର୍ଗସ ବ୍ୟୁରୋ : ଭିଜିଲା ଭକ୍ତଙ୍କ ଆଖି, ଦେଖି ଚକାନୟନ । ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ । ଟାହିଆ ହଲେଇ ଝୁଲି ଝୁଲି ଭକ୍ତଙ୍କ ପାଖକୁ ଆଶୁଛନ୍ତି କାଳିଆସୁନା । ଟିକେ ସମସ୍ତଙ୍କୁ ଆଖି ପୁରେଇ ଦେଖିବା ପାଇଁ । କେତେଦିନରୁ ଭକ୍ତଙ୍କୁ ଦେଖିନଥିଲେ , ସେଥିପାଇଁ ଚକାଚକା ଆଖିରେ ସମସ୍ତଙ୍କୁ ଦେଖୁଛନ୍ତି କାଳିଆ ଠାକୁର । ଚାଲିଛି ମହାପ୍ରଭୁଙ୍କ ପହଣ୍ଡି । କୋଟି କୋଟି ଭକ୍ତଙ୍କ ଅପେକ୍ଷା ଅନ୍ତ ହୋଇଛି । ଚକାଆଖିକୁ ଦେଖି ଆତ୍ମବିଭୋର ହେଉଛନ୍ତି ଭକ୍ତ ।

ଅଧିକ ପଢନ୍ତୁ : ରଥାରୂଢ ହେଲେ ମା' ସୁଭଦ୍ରା

ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ  ଉଠିବ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lord jagannath pahandi ritual starded | Argus News