School Closed / ସରକାରଙ୍କ ବଡ଼ ନିଷ୍ପତ୍ତି; ଆଜି ଓ ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ ଛୁଟି
·5 hours ago·2 min read

Key Points
ରାଜ୍ୟବାସୀଙ୍କୁ କଲବଲ କରୁଛି ଲଗାଣ ବର୍ଷା
ଏହାରି ଭିତରେ ସ୍କୁଲି ଛୁଟି ଘୋଷଣା କଲା ପ୍ରଶାସନ
ଆଜି ଓ ଆସନ୍ତାକାଲି ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ
ଏହାରି ଭିତରେ ସ୍କୁଲି ଛୁଟି ଘୋଷଣା କଲା ପ୍ରଶାସନ
ଆଜି ଓ ଆସନ୍ତାକାଲି ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ
ରାଜ୍ୟରେ ଜାରି ରହିଛି ବର୍ଷା । ପ୍ରବଳ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଅନେକ ତଳିଆ ଅଞ୍ଚଳରେ ପଶିଛି ବନ୍ୟାପାଣି । ଖିଆପିଆ ବନ୍ଦ । ଖଟ ଉପରେ ଘରୋଇ ସାମଗ୍ରୀ ରଖି ରାତି ଅନିଦ୍ରା ଲୋକେ । ରାଜ୍ୟର ଅନେକ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ଅଛି । ରାସ୍ତା ଉପରେ ଚାଲୁଛି ପାଣି । ଯୁଆଡ଼େ ଆଖି ବୁଲାଇବେ ସମୁଦ୍ର ପରି ଦିଶୁଛି । ଏପରି ସ୍ଥିତିରେ ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି । କିଛି ଜିଲ୍ଲାରେ ଆସନ୍ତାକାଲି (ଅଗଷ୍ଟ ୧)ରେ ମଧ୍ୟ ଅଙ୍ଗନୱାଡି, ବିଦ୍ୟାଳୟ, କଲେଜ ବନ୍ଦ ରହିବ ।
ପଢନ୍ତୁ ଏହି ଖବର: ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ଆଲର୍ଟ ପାଇଁ ନିର୍ଦ୍ଦେଶ
ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଥି ସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
- ଯାଜପୁରରେ ଚତୁର୍ଥ ଦିନ ପାଇଁ ସ୍କୁଲ ବନ୍ଦ
- ଭଦ୍ରକରେ ଆଜି ସ୍କୁଲ ବନ୍ଦ
- ଖୋର୍ଦ୍ଧାରେ ଆଜି ସ୍କୁଲ ବନ୍ଦ
ପଢନ୍ତୁ ଏହି ଖବର: ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ଆଲର୍ଟ ପାଇଁ ନିର୍ଦ୍ଦେଶ
ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟଗୁଡ଼ିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏଥି ସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
- ତିର୍ତ୍ତୋଲରେ ୨ଦିନ ସ୍କୁଲ ଛୁଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories