School Closed Today / ଆଜି ଏହି ୨ ଜିଲ୍ଲାରେ ସବୁ ସ୍କୁଲ ଛୁଟି; ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି
·59 mins ago·2 min read

Key Points
ପୁଣି ଆଉ ଏକ ବନ୍ୟା ଆସୁଛି
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି
ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ଓଡ଼ିଶାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଉଫାନ୍ରେ ଶତାଧିକ ଗାଁ ଜଳମଗ୍ନ ହୋଇଛି । ଏହାରି ଭିତରେ ଭଦ୍ରକ ଓ ଯାଜୁପର ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ଆଜି ଏହି ଦୁଇ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ ରହିବାକୁ ଘୋଷଣା ହୋଇଛି ।
- ଭଦ୍ରକରେ ୩୪୧ଟି ସ୍କୁଲ ଛୁଟି
- ଯାଜପୁରରେ ୯୧ଟି ସ୍କୁଲ ଛୁଟି
- ଭଦ୍ରକରେ ବନ୍ୟା ପରିସ୍ଥିତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର
ପ୍ରଶାସନ ପକ୍ଷରୁ ୭୨ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ୫୨,୮୫୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ପ୍ରଶାସନ ପକ୍ଷରୁ ୭୨ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ୧୮ଟି ମେଡିକାଲ ଟିମ୍ ଓ ୬ଟି ଭେଟେରିନାରୀ ଟିମ୍ ମୁତୟନ ଅଛନ୍ତି। ୧୯ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ୧ ଲକ୍ଷ ୧୬ ହଜାର ୮୩୮ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି ।

Related Topics
Explore more stories