Khan Sir Coaching Attack / ଖାନ୍ ସାରଙ୍କ କୋଚିଂର ଗାର୍ଡଙ୍କୁ ଉଠାଇନେଲା ପୋଲିସ; ଗୁଳିକାଣ୍ଡ କେସରେ ଆସିଲା ନୂଆ ଟ୍ଵିଷ୍ଟ
·1 hour ago·2 min read

Key Points
ଖାନ୍ ସାରଙ୍କ ଉପରେ ବଡ଼ ଆକ୍ରମଣ ଘଟଣା
କୋଚିଂ ସେଣ୍ଟର ଉପରେ ହୋଇଥିଲା ୧୨ ରାଉଣ୍ଡ ଫାୟାରିଂ
ଆଜି ଖାନ ସାରଙ୍କ କୋଚିଂର ଗାର୍ଡଙ୍କୁ ଉଠାଇନେଲା ପୋଲିସ

ବିହାରର ରାଜଧାନୀ ପାଟନାରେ ଚର୍ଚ୍ଚିତ ଖାନ୍ ସାର ଓ ଜ୍ଞାନ ବିନ୍ଦୁ କୋଚିଂ ବିବାଦରେ ଆସିଲା ନୂଆ ଟ୍ବିଷ୍ଟ । ଖାନ ସାର ନିଜ କୋଚିଂ ସେଣ୍ଟର ବାହାରେ ୧୨ ରାଉଣ୍ଡ ଫାୟାରିଂ ହୋଇଥିବା ଦାବି କରିଥିଲେ । ପାଟନା ପୋଲିସ ଏହି ଫାୟାରିଂ ଘଟଣାକୁ ଅସ୍ଵୀକାର କରିବା ପରେ ଖାନ୍ ସାର ନିଜ ଅଭିଯୋଗର ଗୋଟିଏ ଦିନ ପରେ ୟୁ-ଟର୍ଣ୍ଣ ମାରିଥିଲେ । ଏବେ ଏହି ମାମଲାରେ ଆଉ ଏକ ଟ୍ଵିଷ୍ଟ ଆସିଛି । ଗୁରୁବାର ପାଟନା ପୋଲିସ ଖାନ ସାରଙ୍କ କୋଚିଂ ସେଣ୍ଟରର ଦୁଇ ଜଣ ଗାର୍ଡଙ୍କୁ ଉଠାଇ ନେଇଛି ।
ରୋଶନ ଆନନ୍ଦଙ୍କ କୋଚିଂ ସେଣ୍ଟର ଓ ଖାନ୍ ସାରଙ୍କ କୋଚିଂ ସେଣ୍ଟରର ଲୋକଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହାପରେ ଖାନ୍ ସାରଙ୍କ କୋଚିଂ ସେଣ୍ଟରର ଗାର୍ଡ ଫାୟାରିଂ କରିଥିଲେ । ଏହି ଗୁଳିକାଣ୍ଡ ସମୟର ଏକ ଭିଡିଓ ଘଟଣାସ୍ଥଳରେ ଉପସ୍ଥିତ କେହି ଜଣେ ରେକର୍ଡିଂ କରିଥିଲେ । ଏହାପରେ ଭିଡିଓ ରେକର୍ଡିଂ କରିଥିବା ଲୋକଙ୍କୁ ଧରି ତାଙ୍କ ମୋବାଇଲରୁ ଭିଡିଓ ଡିଲିଟ୍ କରାଯାଇଥିଲା । ମାତ୍ର ପରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ଖାନ୍ ସାରଙ୍କ କୋଚିଂ ସେଣ୍ଟରର ଗାର୍ଡ ଫାୟାରିଂ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡରେ ପାଟନା ପୋଲିସ ।
ପଢନ୍ତୁ ଏହି ଖବର: CBSE ପୋର୍ଟାଲ ଉପରେ ଭୟଙ୍କର DDoS ଆଟାକ୍; କଣ, କାହିଁକି ଓ କିପରି କରାଯାଏ ?

- ଗିରଫ ହେବେ ଖାନ୍ ସାର !
ପଢନ୍ତୁ ଏହି ଖବର: CBSE ପୋର୍ଟାଲ ଉପରେ ଭୟଙ୍କର DDoS ଆଟାକ୍; କଣ, କାହିଁକି ଓ କିପରି କରାଯାଏ ?
- କଣ ପୂରା ଘଟଣା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories