Job Vacancy Alert / ଆସିଲା ୧୧୪୦୦+ କ୍ଲର୍କ ନିଯୁକ୍ତି; ମାସକୁ ମିଳିବ ₹64000 ପର୍ଯ୍ୟନ୍ତ ଦରମା
·2 hours ago·2 min read

Key Points
ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି
ଆସିଲା ୧୧୪୦୦+ କ୍ଲର୍କ ନିଯୁକ୍ତି ବିଜ୍ଞପ୍ତି
ମାସକୁ ମିଳିବ ₹୬୪,୦୦ ପର୍ଯ୍ୟନ୍ତ ଦରମା
ଆସିଲା ୧୧୪୦୦+ କ୍ଲର୍କ ନିଯୁକ୍ତି ବିଜ୍ଞପ୍ତି
ମାସକୁ ମିଳିବ ₹୬୪,୦୦ ପର୍ଯ୍ୟନ୍ତ ଦରମା
ବ୍ୟାଙ୍କରେ ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର । IBPS ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକରେ ୧୧,୪୦୦ରୁ ଅଧିକ କ୍ଲର୍କ ପଦବୀ ପାଇଁ ଏକ ନୂତନ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ଆଇବିପିଏସ ଏହାର ଅଫିସିଆଲ୍ ୱେବସାଇଟ୍ www.ibps.inରେ ଏକ ବିସ୍ତୃତ ବିଜ୍ଞାପନ ପ୍ରକାଶ କରିଛି, ଯାହାର ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜିଠାରୁ (ଅଗଷ୍ଟ ୧) ଆରମ୍ଭ ହୋଇଛି ।
IBPSର ଏହି ନିଯୁକ୍ତି ପ୍ରକ୍ରିୟା କମନ୍ ରିକ୍ରୁଟମେଣ୍ଟ ପ୍ରୋସେସ୍ (CRP CSA XVI) ମାଧ୍ୟମରେ ଗ୍ରାହକ ସେବା ସହଯୋଗୀ (CSA)ପଦବୀ ବା କ୍ଲର୍କ ପଦବୀ ପାଇଁ ବାହାରିଛି । ବ୍ୟାଙ୍କ ଅଫ୍ ବରୋଦା, କାନାଡା ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ପ୍ରମୁଖ ବ୍ୟାଙ୍କଗୁଡ଼ିକରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ କ୍ଲର୍କ ପରୀକ୍ଷା ଢାଞ୍ଚାକୁ ମଧ୍ୟ ସଂଶୋଧିତ କରାଯାଇଛି । ମୁଖ୍ୟ ପରୀକ୍ଷାରେ ମୋଟ ପ୍ରଶ୍ନ ସଂଖ୍ୟା ଗତ ବର୍ଷ ୧୫୫ ପ୍ରଶ୍ନ ତୁଳନାରେ ଏବେ ୧୬୦କୁ ବୃଦ୍ଧି ପାଇଛି । ଏହାସହିତ ସମୟ ମଧ୍ୟ ବୃଦ୍ଧି ପାଇଛି।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ଅତି କମରେ ୨୦ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ହୋଇଥିବା ଆବଶ୍ୟକ । ଜନ୍ମ ତାରିଖ ପାଇଁ, ପ୍ରାର୍ଥୀଙ୍କ ଜନ୍ମ ଅଗଷ୍ଟ ୨, ୧୯୯୮ ପୂର୍ବରୁ କିମ୍ବା ଅଗଷ୍ଟ ୧, ୨୦୦୬ ପରେ ହୋଇନଥିବା ଆବଶ୍ୟକ। ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ପାଇଁ ବୟସ ଛାଡ଼ ୫ ବର୍ଷ, OBC ପାଇଁ ୩ ବର୍ଷ ଏବଂ PwBD ପାଇଁ ୧୦ ବର୍ଷ ଅଛି । ତେବେ ଏହି ସଂରକ୍ଷଣ ସୁବିଧା ପାଇଁ ଯୋଗ୍ୟ ହେବା ପାଇଁ, ପ୍ରାର୍ଥୀମାନଙ୍କୁ ଆବେଦନ ପ୍ରକ୍ରିୟା ସମୟରେ ପ୍ରାସଙ୍ଗିକ ପ୍ରମାଣପତ୍ର ଅପଲୋଡ୍ କରିବାକୁ ପଡ଼ିବ।
ଆବେଦନ କରିବାର ଶେଷ ତାରିଖ: ଅଗଷ୍ଟ ୨୧, ୨୦୨୬
ଆବେଦନ ଶୁଳ୍କ ପୈଠ: ଅଗଷ୍ଟ ୧-ଅଗଷ୍ଟ ୨୧, ୨୦୨୬
IBPS କ୍ଲର୍କ ପ୍ରିଲିମ୍ସ ପରୀକ୍ଷା: ଅକ୍ଟୋବର ୨୦୨୬
ପ୍ରିଲିମ୍ସ ଫଳାଫଳ: ନଭେମ୍ବର ୨୦୨୬
IBPS କ୍ଲର୍କ ମେନ୍ସ: ଡିସେମ୍ବର ୨୦୨୬
ପଢନ୍ତୁ ଏହି ଖବର: ବୟସ ମାତ୍ର ୨୨; ଏମିତି କୋଟିପତି ହୋଇଗଲେ ଭାରତୀୟ GenZ

- IBPS କ୍ଲର୍କ ନିଯୁକ୍ତି ପାଇଁ ଯୋଗ୍ୟତା

- IBPS କ୍ଲର୍କ ନିଯୁକ୍ତି 2026: ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ କରିବାର ଶେଷ ତାରିଖ: ଅଗଷ୍ଟ ୨୧, ୨୦୨୬
ଆବେଦନ ଶୁଳ୍କ ପୈଠ: ଅଗଷ୍ଟ ୧-ଅଗଷ୍ଟ ୨୧, ୨୦୨୬
IBPS କ୍ଲର୍କ ପ୍ରିଲିମ୍ସ ପରୀକ୍ଷା: ଅକ୍ଟୋବର ୨୦୨୬
ପ୍ରିଲିମ୍ସ ଫଳାଫଳ: ନଭେମ୍ବର ୨୦୨୬
IBPS କ୍ଲର୍କ ମେନ୍ସ: ଡିସେମ୍ବର ୨୦୨୬
- IBPS କ୍ଲର୍କଙ୍କ ଦରମା କେତେ?
ପଢନ୍ତୁ ଏହି ଖବର: ବୟସ ମାତ୍ର ୨୨; ଏମିତି କୋଟିପତି ହୋଇଗଲେ ଭାରତୀୟ GenZ
- ଆବେଦନ ଶୁଳ୍କ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories