School Closed Tomorrow / ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା; ସୋମବାର ସବୁ ସ୍କୁଲ, କଲେଜ ବନ୍ଦ
·41 mins ago·2 min read

Key Points
ଉତ୍ତରପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ
ରାଜ୍ୟର ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ
ଏଣୁ ସୋମବାର ଏହି ଜିଲ୍ଲାରେ ସ୍କୁଲ କଲେଜ ସବୁ ବନ୍ଦ
ରାଜ୍ୟର ୫ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ
ଏଣୁ ସୋମବାର ଏହି ଜିଲ୍ଲାରେ ସ୍କୁଲ କଲେଜ ସବୁ ବନ୍ଦ
ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ସେପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ରହିଛି । ଆସନ୍ତାକାଲି ଅର୍ଥାତ ୨୪ ଅଗଷ୍ଟ ଦିନ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି (ସୋମବାର) ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡି, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ଲଘୁଚାପ; ୪୮ ଘଣ୍ଟା ଭୀଷଣ ବର୍ଷା ଚେତାବନୀ
ସେହିପରି ଭେଣ୍ଡିଆର ବଲଭଦ୍ର ଗୌଡ ଭଣ୍ଡରନଦୀର ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ତାନିୟ ତହସିଲଦାର ଓ ବିଡିଓ ପହଞ୍ଚି ବନ୍ୟା ପାଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ତାନାନ୍ତାର କରିୁଛନ୍ତି । ଏହି ଅଞ୍ଚଳରେ ଥିବା ସ୍କୁଲ ଘରେ ମଧ୍ଯ ବନ୍ୟା ପାଣି ପଶିଛି । ସେପଟେ ଆସନ୍ତାକାଲି ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି ।
- ଲଗାଣ ବର୍ଷାରେ ଚନ୍ଦାହାଣ୍ଡିରେ ବନ୍ୟା
In light of the heavy rainfall, the Collector visited waterlogged areas across Nabarangpur Municipality to inspect the situation firsthand.
— Collectorate Nabarangpur (@DMnabarangpur) August 23, 2026
Officials have been instructed to take immediate relief measures and enforce necessary precautions forthwith to ensure public safety. pic.twitter.com/L5RvMO4tvc
ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ଲଘୁଚାପ; ୪୮ ଘଣ୍ଟା ଭୀଷଣ ବର୍ଷା ଚେତାବନୀ
ସେହିପରି ଭେଣ୍ଡିଆର ବଲଭଦ୍ର ଗୌଡ ଭଣ୍ଡରନଦୀର ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ତାନିୟ ତହସିଲଦାର ଓ ବିଡିଓ ପହଞ୍ଚି ବନ୍ୟା ପାଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ତାନାନ୍ତାର କରିୁଛନ୍ତି । ଏହି ଅଞ୍ଚଳରେ ଥିବା ସ୍କୁଲ ଘରେ ମଧ୍ଯ ବନ୍ୟା ପାଣି ପଶିଛି । ସେପଟେ ଆସନ୍ତାକାଲି ପୁଣି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି ।
- ପ୍ରବଳ ବର୍ଷା ପାଇଁ ଆଲର୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories