Padma Shri / ଆଜି ବିଶିଷ୍ଟ ଓଡ଼ିଆ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିବ ପଦ୍ମ ସମ୍ମାନ
·2 hours ago·3 min read

Key Points
ଆଜି ୬୬ ଜଣଙ୍କୁ ମିଳିବ ପଦ୍ମ ସମ୍ମାନ
ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇବେ ପଦ୍ମଶ୍ରୀ
ଜାଣନ୍ତୁ କିଏ ସେ ଓ କାହିଁକି ପାଇବେ ପଦ୍ମ ସମ୍ମାନ ?
ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇବେ ପଦ୍ମଶ୍ରୀ
ଜାଣନ୍ତୁ କିଏ ସେ ଓ କାହିଁକି ପାଇବେ ପଦ୍ମ ସମ୍ମାନ ?
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ୨୦୨୬ ବର୍ଷ ପାଇଁ କଳା, ସମାଜ ସେବା, ଲୋକସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡା, ନାଗରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ । ତେବେ ଆଜି (ସୋମବାର) ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ୬୬ ଜଣଙ୍କୁ ସମ୍ମାନିତ କରାଯିବ । ସେଥିମଧ୍ୟରୁ ଓଡ଼ିଶାର ବିଶିଷ୍ଟ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ରଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି । ଚଳିତ ବର୍ଷ ପାଇଁ ରାଜ୍ୟରୁ ମୋଟ ୪ଜଣ ପଦ୍ମ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ।
ଆଜି ଅପରାହ୍ନ ୫ଟାରେ ଏହି ସମାରୋହରେ ଭାରତର ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେବେ । ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ ଉତ୍ସବର ପ୍ରଥମ ଦିନରେ, ରାଷ୍ଟ୍ରପତି ୨ଟି ପଦ୍ମ ବିଭୂଷଣ, ୬ଟି ପଦ୍ମ ଭୂଷଣ ଏବଂ ୫୮ଟି ପଦ୍ମଶ୍ରୀ ପୁରସ୍କାର ସମେତ ମୋଟ ୬୬ ଜଣ ପଦ୍ମ ପୁରସ୍କାର ପ୍ରଦାନ କରିବେ । ବାକି ପୁରସ୍କାରପ୍ରାପ୍ତମାନଙ୍କୁ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ସମ୍ମାନିତ କରାଯିବ ।

ପଢନ୍ତୁ ଏହି ଖବର: ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ

- କିଏ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ?

- କଳାହାଣ୍ଡିର ଗର୍ବ ମହେନ୍ଦ୍ର

- ଓଡ଼ିଶାରୁ ୪ଜଣଙ୍କୁ ପଦ୍ମ ସମ୍ମାନ

- କାହାକୁ ଦିଆଯାଏ ପଦ୍ମ ସମ୍ମାନ ?
ପଢନ୍ତୁ ଏହି ଖବର: ସାହିତ୍ୟ ଓ ଶିକ୍ଷାରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳାରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରୋଙ୍କୁ ପଦ୍ମଶ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories