NEET UG 2026 Result / NEETରେ AIR 20 ରଖି ଚମକିଲେ ଓଡ଼ିଆ ଛାତ୍ରୀ ବୈଷ୍ଣବୀ ଦାସ; କହିଲେ ଇନଷ୍ଟାଗ୍ରାମ ପଥଭ୍ରଷ୍ଟ କରାଏ
·2 hours ago·3 min read

Key Points
ପ୍ରକାଶ ପାଇଛି NEET(UG)-୨୦୨୬ ପରୀକ୍ଷାଫଳ
ମୋଟ ୧୧ ଲକ୍ଷ ୨୧ ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ
୧୩୮ ଛାତ୍ରଛାତ୍ରୀ ସ୍କୋର କରିଛନ୍ତି ୬୯୦ରୁ ଅଧିକ ମାର୍କ
ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଆଗରେ
ବାଜି ମାରିଲେ ୫୮%ରୁ ଅଧିକ ଛାତ୍ରୀ
ଚମକିଲେ ଓଡ଼ିଆ ଛାତ୍ରଛାତ୍ରୀ
ମୋଟ ୧୧ ଲକ୍ଷ ୨୧ ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ
୧୩୮ ଛାତ୍ରଛାତ୍ରୀ ସ୍କୋର କରିଛନ୍ତି ୬୯୦ରୁ ଅଧିକ ମାର୍କ
ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଆଗରେ
ବାଜି ମାରିଲେ ୫୮%ରୁ ଅଧିକ ଛାତ୍ରୀ
ଚମକିଲେ ଓଡ଼ିଆ ଛାତ୍ରଛାତ୍ରୀ
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG ୨୦୨୬ ପାଇଁ ଫଳାଫଳ ପ୍ରକାଶ କରିଛି । ଏଥର ଝିଅମାନେ ପୁଅମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି । ଏହି ବର୍ଷ ୧୧.୨୧ ଲକ୍ଷ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ୫୮ ପ୍ରତିଶତରୁ ଅଧିକ ଝିଅ । ତେବେ ଏହି ଝିଅଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ରାଙ୍କ-୨୦ (୬୯୫ ମାର୍କ) ରଖି ଓଡ଼ିଶାକୁ ଗର୍ବିତ କରିଛନ୍ତି ଓଡ଼ିଆ ଝିଅ ବୈଷ୍ଣବୀ ଦାସ । ରଥଯାତ୍ରା ଦେଖିବାକୁ ଯାଉଥିବା ସମୟରେ ସେ କିପରି ରେଜଲ୍ଟ ଦେଖିଥିଲେ ଓ ତାଙ୍କର ପ୍ରତିକ୍ରିୟା କିପରି ଥିଲା ସେ ସମ୍ପର୍କରେ କହିଛନ୍ତି ସେ ।
ପଢନ୍ତୁ ଏହି ଖବର: 'ଧ୍ବଂସ ହେବ ପ୍ରଶ୍ନପତ୍ର ମାଫିଆଙ୍କ ନେଟୱର୍କ, ଆସନ୍ତା ବର୍ଷଠାରୁ ବଦଳିପାରେ NEET ପରୀକ୍ଷା ପ୍ରକ୍ରିୟା'
ଠିକ ସେହିପରି କରଲାମୁଣ୍ଡା ବ୍ଲକର ଗୋଟିଏ ପରିବାର ୨ ଭଉଣୀ ନିଟ ପାଇଥିବା ଜଣାପଡିଛି । ଦୁଇ ଭଉଣୀ ହେଲେ ରେଗଡା ଗ୍ରାମର ଜୟଦ୍ରଥ କମ୍ପଙ୍କ ଦୁଇ ଝିଅ ପ୍ରେମଲତା କମ୍ପ (୬୧୩ ମାର୍କ) ଓ ପୁଷ୍ପଲତା କମ୍ପ ୫୭୭ ମାର୍କ ରଖି ନିଟ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ. ମାଲପଡାର କୈଳାସ ସାହୁ ପୁତ୍ର ଚୈତନ୍ୟ ସାହୁ ୬୦୨ ମାର୍କ ରଖିଥିବା ବେଳେ କୁଶୁର୍ଲା ଗ୍ରାମର ମାନସ ରଞ୍ଜନ ଦାସ ୫୯୭ ମାର୍କ ରଖି କରଲାମୁଣ୍ଡା ବ୍ଲକ ପାଇଁ ଗର୍ବ ଆଣିଛନ୍ତି ।
- ରଥଯାତ୍ରା ଦେଖିବାକୁ ଯାଉଥିଲି...
#WATCH | Hyderabad | Vaishnavi Das, who secured AIR 20 in NEET UG 2026, says, "I had gone with my parents to watch the Rath Yatra; we were in the car. At that very moment, we checked the results, and tears of joy started to flow from my eyes. When I was in 11th grade, I… pic.twitter.com/9njDK4anIG
— ANI (@ANI) July 17, 2026
- ଚର୍ଚ୍ଚାରେ ଭୁବନର ମୋକ୍ଷ୍ୟ ରଞ୍ଜନ
- AIR 170 ରାଙ୍କରେ ପୁରୀର ଝିଅ ଅନ୍ବେଷା
- ନର୍ଲା ଅଞ୍ଚଳରୁ ୬ କୃତକାର୍ଯ୍ୟ
ପଢନ୍ତୁ ଏହି ଖବର: 'ଧ୍ବଂସ ହେବ ପ୍ରଶ୍ନପତ୍ର ମାଫିଆଙ୍କ ନେଟୱର୍କ, ଆସନ୍ତା ବର୍ଷଠାରୁ ବଦଳିପାରେ NEET ପରୀକ୍ଷା ପ୍ରକ୍ରିୟା'
ଠିକ ସେହିପରି କରଲାମୁଣ୍ଡା ବ୍ଲକର ଗୋଟିଏ ପରିବାର ୨ ଭଉଣୀ ନିଟ ପାଇଥିବା ଜଣାପଡିଛି । ଦୁଇ ଭଉଣୀ ହେଲେ ରେଗଡା ଗ୍ରାମର ଜୟଦ୍ରଥ କମ୍ପଙ୍କ ଦୁଇ ଝିଅ ପ୍ରେମଲତା କମ୍ପ (୬୧୩ ମାର୍କ) ଓ ପୁଷ୍ପଲତା କମ୍ପ ୫୭୭ ମାର୍କ ରଖି ନିଟ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ. ମାଲପଡାର କୈଳାସ ସାହୁ ପୁତ୍ର ଚୈତନ୍ୟ ସାହୁ ୬୦୨ ମାର୍କ ରଖିଥିବା ବେଳେ କୁଶୁର୍ଲା ଗ୍ରାମର ମାନସ ରଞ୍ଜନ ଦାସ ୫୯୭ ମାର୍କ ରଖି କରଲାମୁଣ୍ଡା ବ୍ଲକ ପାଇଁ ଗର୍ବ ଆଣିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories