Railway Job Alert / ରେଳବାଇରେ ୩୦ ହଜାର ପଦରେ ନିଯୁକ୍ତି ସମ୍ଭାବନା; ଦୀପାବଳି ପୂର୍ବରୁ ଆସିପାରେ ନୋଟିଫିକେସନ
·44 mins ago·2 min read

Key Points
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର
ରେଲୱେରେ ଆସିବାକୁ ଯାଉଛି ୩୦,୦୦୦ ଚାକିରି
ଏବେଠୁ ପାଠପଢାରେ ଲାଗିଯାଆନ୍ତୁ
ରେଲୱେରେ ଆସିବାକୁ ଯାଉଛି ୩୦,୦୦୦ ଚାକିରି
ଏବେଠୁ ପାଠପଢାରେ ଲାଗିଯାଆନ୍ତୁ
ନୂଆଦିଲ୍ଲୀ: ରେଳବାଇରେ ସରକାରୀ ଚାକିରି ଅପେକ୍ଷାରେ ଥିବା ଯୁବକଯୁବତୀଙ୍କ ପାଇଁ ଆସିବ ଖୁସି ଖବର । ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ଗ୍ରୁପ୍-ଡି (ଲେଭଲ୍-୧) ପଦରେ ପ୍ରାୟ ୩୦ ହଜାର କର୍ମଚାରୀ ନିଯୁକ୍ତି ବାହାରିବାର ସମ୍ଭାବନା ଅଛି । ଏହି ନିଯୁକ୍ତି ପାଇଁ ଦୀପାବଳି ପୂର୍ବରୁ ସଂକ୍ଷିପ୍ତ ବିଜ୍ଞପ୍ତି ଏବଂ ପର୍ବ ପରେ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେବେ ଏନେଇ ରେଳବାଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି ।
- କେଉଁ କେଉଁ ପଦରେ ହେବ ନିଯୁକ୍ତି?
- କେବେ ଆରମ୍ଭ ହୋଇପାରେ ଆବେଦନ ପ୍ରକ୍ରିୟା?
- କିଏ ଆବେଦନ କରିପାରିବେ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର; ୭, ୨୬୮ କନେଷ୍ଟବଳ ପଦବୀ ପାଇଁ ଆବେଦନ ଆରମ୍ଭ
- ଆଶାୟୀ ଏବେ କ'ଣ କରିବେ ?
Related Topics
Explore more stories