Aamir Khan Wedding / ଆମିରଙ୍କ ତୃତୀୟ ଇନିଂସ; ୬୧ବର୍ଷରେ ବିବାହ କଲେ, ସାମ୍ନାକୁ ଆସିଲା ଫଟୋ
·2 months ago·3 min read

Key Points
୬୧ ବର୍ଷ ବୟସରେ ଆମିରଙ୍କ ତୃତୀୟ ଇନିଂସ
ଗର୍ଲଫ୍ରେଣ୍ଡ ଗୌରିଙ୍କୁ କଲେ ତୃତୀୟ ବିବାହ
ପାଖରେ ଥିଲେ ପୁଅ, ହ୍ଵିଲ୍ ଚେୟାରରେ ମାଆ
ଗର୍ଲଫ୍ରେଣ୍ଡ ଗୌରିଙ୍କୁ କଲେ ତୃତୀୟ ବିବାହ
ପାଖରେ ଥିଲେ ପୁଅ, ହ୍ଵିଲ୍ ଚେୟାରରେ ମାଆ
ବଲିଉଡ ଅଭିନେତା ଆମିର ଖାନ ତାଙ୍କ ଦୀର୍ଘକାଳୀନ ସାଥୀ ଗୌରୀ ସ୍ପ୍ରେଟଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିବାହ ଉତ୍ସବ ଆଜି ତଥା ଜୁଲାଇ ୫ ତାରିଖରେ ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ହୋଇଛି । ଆମିର ଖାନଙ୍କ ବାନ୍ଦ୍ରା ବାସଭବନରେ ଏକ ବ୍ୟକ୍ତିଗତ ପରିବେଶରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହ ଉତ୍ସବର ଏକ ସ୍ୱତନ୍ତ୍ର ପାରିବାରିକ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି, ଯେଉଁଥିରେ ବର ଏବଂ କନ୍ୟା ସେମାନଙ୍କ ପରିବାର ସହିତ ଦେଖାଯାଇଛନ୍ତି ।
- ସ୍ୱତନ୍ତ୍ର ବିବାହ ଆଇନ ଅନୁଯାୟୀ କଲେ ବିବାହ
- ପାଖରେ ଥିଲା ପୂରା ପରିବାର
- ଗୋଟିଏ ଫ୍ରେମରେ ଆସିପାରିଲାନି ପୂରା ପରିବାର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିବାହ କଲେ ଲୋକପ୍ରିୟ ପପ୍ ସିଙ୍ଗର Taylor Swift; ସ୍ଵାମୀଙ୍କଠୁ ୨୦ ଗୁଣା ରୋଜଗାର କରନ୍ତି
- ଆମିର ଓ ଗୌରୀଙ୍କ ପ୍ରେମ ସମ୍ପର୍କ
Related Topics
Explore more stories