Taylor Swift Wedding / ବିବାହ କଲେ ଲୋକପ୍ରିୟ ପପ୍ ସିଙ୍ଗର Taylor Swift; ସ୍ଵାମୀଙ୍କଠୁ ୨୦ ଗୁଣା ରୋଜଗାର କରନ୍ତି
·2 hours ago·2 min read

Key Points
ବିବାହ କଲେ ପପ୍ ସିଙ୍ଗର ଟେଲର ସ୍ଵିଫ୍ଟ
ନବବିବାହିତ ଯୋଡ଼ିକୁ ନେଇ ବେଶ ଚର୍ଚ୍ଚା
କିଏ ଟେଲରଙ୍କ ସ୍ଵାମୀ ଓ ସେ କଣ କରନ୍ତି ?
ନବବିବାହିତ ଯୋଡ଼ିକୁ ନେଇ ବେଶ ଚର୍ଚ୍ଚା
କିଏ ଟେଲରଙ୍କ ସ୍ଵାମୀ ଓ ସେ କଣ କରନ୍ତି ?
ନ୍ୟୁୟର୍କ: ବିଶ୍ୱର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ଦମ୍ପତିଙ୍କ ମଧ୍ୟରୁ ଜଣେ ଟେଲର ସ୍ୱିଫ୍ଟ ଏବଂ ଟ୍ରାଭିସ୍ କେଲସ୍ ଏବେ ଖବରର ଶିରୋନାମା ପାଲଟିଛନ୍ତି । ଏହାର କାରଣ କେବଳ ସେମାନଙ୍କ ବିବାହ ନୁହେଁ, ବରଂ ସେମାନଙ୍କ ବୟସ ଏବଂ ସମ୍ପତ୍ତିକୁ ନେଇ ବି ବେଶ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କ’ଣ ଏବଂ ଟେଲର ସ୍ୱିଫ୍ଟ ତାଙ୍କ ସ୍ୱାମୀ ଟ୍ରାଭିସଙ୍କଠାରୁ ପ୍ରକୃତରେ କେତେ ଧନୀ ସେନେଇ ଚର୍ଚ୍ଚା ହେଉଛି ।
ଯେଉଁମାନେ ହଲିଉଡ ଓ ସଙ୍ଗୀତ ଜଗତ ପ୍ରତି ରୁଚି ରଖନ୍ତି, ସେମାନଙ୍କ ପାଇଁ ଟେଲର ସ୍ୱିଫ୍ଟ ନାଁ ନୂଆ ନୁହେଁ । ତେବେ ଯେଉମାନେ ଜାଣିନାହାନ୍ତି, ସେମାନେ ଜାଣିରଖନ୍ତୁ ଯେ ବିଶ୍ୱର ସବୁଠାରୁ ସଫଳ ପପ୍ ଗାୟିକା ଏବଂ ଗୀତିକାରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଟେଲର । ସେ ତାଙ୍କ କ୍ୟାରିଅର ସମୟରେ ଅନେକ ଗ୍ରାମି ପୁରସ୍କାର ଜିତିଛନ୍ତି ଏବଂ ତାଙ୍କର "ଏରାସ୍ ଟୁର୍" ଇତିହାସର ସର୍ବାଧିକ ଆୟକାରୀ ସଙ୍ଗୀତ ମଧ୍ୟରୁ ଗୋଟିଏ । ତାଙ୍କର ସଙ୍ଗୀତ, ରେକର୍ଡିଂ, ପ୍ରକାଶନ ଏବଂ ବିଭିନ୍ନ ବ୍ୟବସାୟିକ ଉଦ୍ୟମ ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ମହିଳା କଳାକାରମାନଙ୍କ ମଧ୍ୟରୁ ଜଣେ କରିଥାଏ ।

ଅଧିକ ମନୋରଞ୍ଜନ ସମ୍ବନ୍ଧୀୟ ଖବର ପଢନ୍ତୁ..

- ଦମ୍ପତିଙ୍କ ସମ୍ପତ୍ତିରେ ବହୁତ ପାର୍ଥକ୍ୟ

- ଟେଲର ସ୍ୱିଫ୍ଟଙ୍କ ସ୍ୱାମୀ ଟ୍ରାଭିସ୍ କେଲସ୍ କିଏ ?
- ଅନଲାଇନରେ ନବଦମ୍ପତିଙ୍କୁ ନେଇ ବେଶ ଚର୍ଚ୍ଚା

- ପ୍ରେମ କିପରି ଆରମ୍ଭ ହୋଇଥିଲା ?
ଅଧିକ ମନୋରଞ୍ଜନ ସମ୍ବନ୍ଧୀୟ ଖବର ପଢନ୍ତୁ..
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories