Shreyas Iyer Dating / ଶ୍ରେୟାସ ଆୟରଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ; କହିଦେଲେ ହୃଦୟର କଥା
·3 months ago·2 min read

Key Points
କ୍ରିକେଟର ଶ୍ରେୟାସଙ୍କୁ ସିକ୍ରେଟ୍ ଲଭ୍
ଡେଟ୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ଖୋଲି କହିଦେଲେ ନିଜ ହୃଦୟର କଥା
ଡେଟ୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ଖୋଲି କହିଦେଲେ ନିଜ ହୃଦୟର କଥା
ଭାରତୀୟ କ୍ରିକେଟ ଟିମର ଅନ୍ୟତମ ହ୍ୟାଣ୍ଡସମ୍ ଖେଳାଳି ହେଉଛନ୍ତି ଶ୍ରେୟସ୍ ଆୟର୍, ଯିଏକି ସବୁବେଳେ ଷ୍ଟାଇଲିସ୍ ଲୁକରେ ନଜର ଆସନ୍ତି । ତାଙ୍କର ଝିଅଙ୍କର ଏକ ବିଶାଳ ପ୍ରଶଂସକ ଅଛନ୍ତି । ଏବେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଏକ ସାକ୍ଷାତକାରରେ ତାଙ୍କୁ ଡେଟ୍ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଜଣକ ଏକ ସାକ୍ଷାତକାରରେ ସମସ୍ତଙ୍କ ଆଗରେ ଖୋଲି କହିଦେଇଛନ୍ତି ନିଜ ମନର କଥା ।
ଅଭିନେତ୍ରୀମାନେ ପ୍ରାୟତଃ କ୍ରିକେଟରଙ୍କୁ ଡେଟ୍ କରନ୍ତି ଏବଂ ସେମାନେ ମ୍ୟାଚ୍ ପାଇଁ ମଧ୍ୟ ଆସନ୍ତି । ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ କିଛି ଯୋଡ଼ି ମଧ୍ୟ ବିବାହ କରିଛନ୍ତି । ଏଥିରେ ବିରାଟ କୋହଲି ଅନୁଷ୍କା ଶର୍ମା, ଯୁବରାଜ ସିଂହ ହେଜେଲ୍ କିଚ୍ ଭଳି ଅନେକ ଯୋଡ଼ିଙ୍କ ନାମ ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ତାଲିକାରେ ସାମିଲ ଅଛି। ଏବେ ଟେଲିଭିଜନ ଅଭିନେତ୍ରୀ ସନା ମକବୁଲ୍ ଏକ ସାକ୍ଷାତକାରରେ ଖୋଲାଖୋଲି କହିଛନ୍ତି ଯେ ସେ ଶ୍ରେୟାସ ଆୟରଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ।

- "ମୁଁ ତାଙ୍କୁ ଜାଣେ ଏବଂ ତାଙ୍କୁ ପସନ୍ଦ କରେ"
- ଅର୍ଶଦୀପଙ୍କ ଗେମକୁ ପ୍ରଶଂସା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ତେଜସ୍ଵୀଙ୍କୁ ପ୍ରପୋଜ୍ କଲେ କରନ୍; ପିନ୍ଧାଇଲେ ହୀରା ମୁଦି
ଏଠାରେ ଶ୍ରେୟାସ ଆୟରଙ୍କ ବିଷୟରେ କହିଲେ, କ୍ରିକେଟର ଏବେ ଆଇପିଏଲ ୨୦୨୬ ଖେଳୁଛନ୍ତି, ଏହି ସିଜିନ୍ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ କିଛି ଦିନ ଧରି ପଞ୍ଜାବ କିଙ୍ଗସ୍ ଦଳ ଲଗାତାର ୬ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ସେମାନଙ୍କ ପାଖରେ ଏବେ ଶେଷ ସୁଯୋଗ ରହିବ କିନ୍ତୁ ଏଥିପାଇଁ ମଧ୍ୟ ସେମାନଙ୍କୁ ଭାଗ୍ୟ ଆବଶ୍ୟକ । ଶ୍ରେୟାସ୍ ଆୟର୍ ଗତ ଦୁଇଟି ସିଜିନରେ ପଞ୍ଜାବ କିଙ୍ଗସ ଦଳର ନେତୃତ୍ୱ ନେଉଛନ୍ତି । ଗତ ସିଜିନରେ ସେ ଦଳକୁ ଫାଇନାଲ୍ ପର୍ଯ୍ୟନ୍ତ ନେଇଯାଇଥିଲେ ।

Related Topics
Explore more stories