Cannes Trending Look / ପ୍ରେମାନନ୍ଦ ମହାରାଜଙ୍କୁ ନେଇ Cannesରେ ପହଞ୍ଚିଲେ ଅଞ୍ଜଳି ଫୋଗାଟ୍, ଫଟୋ ଭାଇରାଲ୍
·1 hour ago·2 min read

Key Points
ରେଡ୍ କାର୍ପେଟରେ ସନାତନ ଧର୍ମକୁ ନେଇ ଚର୍ଚ୍ଚା
ଭକ୍ତି ଓ ଶ୍ରଦ୍ଧାଭାବରେ ଚମକିଲେ ଅଞ୍ଜଳି ଫୋଗାଟ୍
ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବିଦେଶରେ ପହଞ୍ଚିଲେ
ଭକ୍ତି ଓ ଶ୍ରଦ୍ଧାଭାବରେ ଚମକିଲେ ଅଞ୍ଜଳି ଫୋଗାଟ୍
ପ୍ରେମାନନ୍ଦ ମହାରାଜଙ୍କୁ ନେଇ ବିଦେଶରେ ପହଞ୍ଚିଲେ
ଫ୍ରାନ୍ସରେ ଆୟୋଜିତ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬କୁ ନେଇ ଏବେ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ପୁଳା ପୁଳା ଫଟୋ ଭାଇରାଲ । କାନ୍ସରେ ଏବେ ଲାଗିଛି ସେଲିବ୍ରିଟିଙ୍କ ଭିଡ଼ । ନୂଆ ନୂଆ ଲୁକ୍ ସହ ପହଞ୍ଚୁଛନ୍ତି ବିଶ୍ଵର ବିଭିନ୍ନ କୋଣ ଅନୁକୋଣର ତାରକା । ଫିଲ୍ମଷ୍ଟାରଙ୍କଠୁ ଆରମ୍ଭ କରି ଫ୍ୟାସନ ଡିଜାଇନର ଓ ଅନ୍ୟ କ୍ଷେତ୍ରର ଲୋକେ କାନ୍ସରେ ଏବେ ନିଜର ଜଲୱା ଦେଖାଉଛନ୍ତି । ଏଥର କାନ୍ସର ରେଡ୍ କାର୍ପେଟରେ କେବଳ ଫ୍ୟାସନର ନୁହେଁ, ବରଂ ସନାତନ ଧର୍ମ ଓ ଭକ୍ତିର ମଧ୍ୟ ଚର୍ଚ୍ଚା ହୋଇଛି ।
କାରଣ ଏଥର ଫ୍ୟାସନ ଡିଜାଇନର ଅଞ୍ଜଳି ଫୋଗାଟ ନିଜ ସହିତ ସନାତନ ଧର୍ମର ପ୍ରଚାରକ ପ୍ରେମାନନ୍ଦ ମହାରାଜଙ୍କୁ ସାଥୀର ନେଇ ଯାଇଛନ୍ତି । ତେବେ ପ୍ରେମାନନ୍ଦଜୀ ବ୍ୟକ୍ତିଗତ ଭାବେ ରେଡ୍ କାର୍ପେଟରେ ଉପସ୍ଥିତ ହୋଇନଥିଲେ, ବରଂ ତାଙ୍କର ଏକ ଫଟୋଚିତ୍ର ଥିବା ପର୍ସକୁ ନେଇ ଅଞ୍ଜଳି ବିଦେଶରେ ପହଞ୍ଚିଥିଲେ । ଅଞ୍ଜଳିଙ୍କ ଏହି ଲୁକରେ ରାଧାକୃଷ୍ଣଙ୍କ ପ୍ରତି ଥିବା ତାଙ୍କର ଭକ୍ତି ସ୍ପଷ୍ଟ ଭାବେ ଦିଶୁଥିଲା । ତାଙ୍କ ପର୍ସରେ ପ୍ରେମାନନ୍ଦ ମହାରାଜଙ୍କ ଫଟୋକୁ ଦେଖି ସଭିଙ୍କ ମନରେ ପ୍ରଶ୍ନ ଉପୁଜିଥିଲା ଯେ ସେ ବ୍ୟକ୍ତି ଜଣକ କିଏ ?

ପଢନ୍ତୁ ଏହି ଖବର: ଐଶ୍ଵର୍ଯ୍ୟାଙ୍କ କେପ୍ରେ ଭଗବତ ଗୀତା ଶ୍ଲୋକ, ପ୍ରଶଂସା କଲେ ଦର୍ଶକ

- କାନ୍ସରେ ଅଞ୍ଜଳି ଫୋଗାଟଙ୍କ ଖାସ୍ ଲୁକ୍

- କେଶସଜ୍ଜାକୁ ବି ନେଇ ବେଶ ଚର୍ଚ୍ଚା
- ପ୍ରେମାନନ୍ଦ ମହାରାଜଙ୍କ ଫଟୋର ପର୍ସ
ପଢନ୍ତୁ ଏହି ଖବର: ଐଶ୍ଵର୍ଯ୍ୟାଙ୍କ କେପ୍ରେ ଭଗବତ ଗୀତା ଶ୍ଲୋକ, ପ୍ରଶଂସା କଲେ ଦର୍ଶକ
- କିଏ ଅଞ୍ଜଳି ଫୋଗାଟ୍ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories