Anushka Sharma Comeback / ପୁଣି ବଲିଉଡରେ ଧମାଲ କରିବେ ଅନୁଷ୍କା; ୧୮୦୦ କୋଟି ଫିଲ୍ମରେ ଦିଶିବେ ବିରାଟଙ୍କ କ୍ଵିନ୍
·5 months ago·2 min read

Key Points
ଦୀର୍ଘ ୮ ବର୍ଷ ପରେ ଅଭିନୟ କରିବେ ଅନୁଷ୍କା ଶର୍ମା
ଅପକମିଂ ଫିଲ୍ମକୁ ନେଇ ଆସିଲା ବଡ଼ ଅପଡେଟ୍
ଏହି ଅଭିନେତାଙ୍କ ସହ ଆସିବେ ନଜର
ଅପକମିଂ ଫିଲ୍ମକୁ ନେଇ ଆସିଲା ବଡ଼ ଅପଡେଟ୍
ଏହି ଅଭିନେତାଙ୍କ ସହ ଆସିବେ ନଜର
ଅନେକ ଦିନ ଧରି ସିଲଭର ସ୍କ୍ରିନରୁ ଦୂରରେ ଅଛନ୍ତି ବଲିଉଡର ଟପ୍ ହିରୋଇନ ଅନୁଷ୍କା ଶର୍ମା । ହେଲେ ଏବେ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କାରଣ ପୁଣି ନିଜ ଅଭିନୟ ଯାଦୁରେ ଫ୍ୟାନଙ୍କୁ ମତୁଆଲା କରିବାକୁ ଆସୁଛନ୍ତି ଅନୁଷ୍କା । ଦୀର୍ଘ ୮ ବର୍ଷ ପରେ ବିରାଟଙ୍କ କ୍ଵିନ୍ ଅଭିନୟ ଜଗତକୁ ଫେରୁଛନ୍ତି । ୧୮୦୦ କୋଟିର ଏକ ବଡ଼ ବଜେଟ୍ ଫିଲ୍ମରେ ସେ ନଜର ଆସିବେ ।
ସବୁଠୁ ଖାସ କଥା ହେଉଛି ଅନୁଷ୍କା ଶର୍ମାଙ୍କ ଏହି କମବ୍ୟାକ୍ କେବଳ ଅଭିନୟ ଜଗତକୁ କମବ୍ୟାକ୍ ହେବନାହିଁ ବରଂ ଏକ ଡେବ୍ୟୁ ହେବ । ରିପୋର୍ଟ ଅନୁସାରେ, ଅନୁଷ୍କା ସାଉଥ ସିନେମାରେ ନଜର ଆସିବେ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ 'AA22'ରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିପାରେ । ଏହି ଖବର ଆସିବା ପରେ ଅନୁଷ୍କାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବହୁ ଦିନ ପରେ ଅନୁଷ୍କାଙ୍କୁ ବଡ଼ ପରଦାରେ ଦେଖିବା ଲାଗି ଫ୍ୟାନ୍ସ ବେଶ ଉତ୍ସାହିତ ଅଛନ୍ତି ।

- ଏହି ଫିଲ୍ମରେ କମବ୍ୟାକ୍ କରିବେ ଅନୁଷ୍କା
- AA22xA6 ଫିଲ୍ମ ଅପଡେଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉ କି, ଅନୁଷ୍କା ଶର୍ମାଙ୍କ ଶେଷ ଅଭିନୟ 'କଲା' (୨୦୨୨) ଥିଲା । ତେବେ ପୁଅ ଆକାୟଙ୍କ ଜନ୍ମ ପରେ ଅନୁଷ୍କା ୨୦୨୪ ମସିହାରୁ ଲଣ୍ଡନରେ ରହୁଛନ୍ତି । ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ଭାମିକା ନାମକ ଏକ ଝିଅ ମଧ୍ୟ ଅଛି । ଏହି କପଲ୍ ଅଧିକାଂଶ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।
ଅଧିକ ଖବର ପଢନ୍ତୁ...
ଅଧିକ ଖବର ପଢନ୍ତୁ...
Related Topics
Explore more stories