ବିମାନ ବନ୍ଦରରେ ପହଞ୍ଚିଲେ ବଲିଉଡ କଣ୍ଠଶିଳ୍ପୀ ଦର୍ଶନ ରାୱଲ
·2 years ago

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡ଼ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଦର୍ଶନ ରାୱଲ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଫ୍ୟାନ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଦର୍ଶନଙ୍କୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଥିଲା। ତେବେ ସନ୍ଧ୍ୟାରେ ଭୁବନେଶ୍ଵରରେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ କଣ୍ଠଶିଳ୍ପୀ ଦର୍ଶନଙ୍କ କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: