Deepika Kakkar / କ୍ୟାନ୍ସରରେ ପୀଡ଼ିତ ଦୀପିକା କକ୍କର; ବିପଦ ଭିତରେ ଏକା ପଡ଼ିଯାଇଛି ୨ବର୍ଷର ପୁଅ ରୁହାନ୍
·2 months ago·2 min read

Key Points
ଦୀପିକା କକ୍କରଙ୍କୁ କ୍ୟାନ୍ସର
ବଖାଣିଲେ ପରିବାରର ଅବସ୍ଥା
ପୁଅ ଏକାକୀ ପଡ଼ିଯାଇଥିବା କହିଲେ
ବଖାଣିଲେ ପରିବାରର ଅବସ୍ଥା
ପୁଅ ଏକାକୀ ପଡ଼ିଯାଇଥିବା କହିଲେ
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦୀପିକା କକ୍କର । ଟେଲିଭିଜନରେ ଅଭିନୟ ଜଗତରୁ ଦୂରରେ ଥିଲେ ସତ୍ତ୍ଵେ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ବେଶ ସକ୍ରିୟ । ନିୟମିତ ଭାବେ ନିଜର ଜୀବନଶୈଳୀ ସମ୍ପର୍କରେ ପ୍ରଶଂସକଙ୍କୁ ଅବଗତ କରନ୍ତି । କିନ୍ତୁ ପ୍ରାୟ ୧ ବର୍ଷ ପୂର୍ବେ ଦୀପିକା ଲିଭର କ୍ୟାନ୍ସର ରୋଗରେ ପୀଡ଼ିତ । ନିକଟରେ ତାଙ୍କର ଦ୍ଵିତୀୟ ଇମ୍ୟୁନୋଥେରାପି ସେସନ ଶେଷ ହୋଇଛି । ଅଭିନେତ୍ରୀ ନିଜ ଚିକିତ୍ସା ସମ୍ପର୍କରେ ଅପଡେଟ୍ ସେୟାର କରିଛନ୍ତି ଏବଂ ତାଙ୍କର ରୋଗ ଯୋଗୁଁ ଭାବନାତ୍ମକ ଭାବରେ ପୁଅ ଉପରେ କଣ ପ୍ରଭାବ ପଡୁଛି ତାହା ମଧ୍ୟ କହିଛନ୍ତି ।
ଶୋଏବ ପୁଅର ମନୋଭାବ ନେଇ କହିଥିଲେ, "ରୁହାନ ଏବେ ବେଶି ଚିଡିଚିଡା ହୋଇଯାଇଛି । ଗତ ମାସେ ଧରି ସେ ଅଧିକ ସମୟ ଦୀପିକା ସହ ରହୁଥିଲା । ଯଦି ଦୀପିକାଙ୍କ ଇନଫ୍ୟୁଜନ ରାତିରେ ହେଉଛି, ତେବେ ମୋତେ ଘରକୁ ଫେରିଆସି ରୁହାନ ସହିତ ରାତିରେ ରହିବାକୁ ପଡ଼ିବ ।" ସେପଟେ ଦୀପିକା କହିଛନ୍ତି ଯେ ରୁହାନ ଗତ ୧ ମାସ ଧରି ଭାବନାତ୍ମକ ଭାବେ ବେଶ ପ୍ରଭାବିତ ହୋଇଛି । ଏତେ ଦିନ ଧରି ଘର ଖାଲି ଦେଖିବା ଦ୍ଵାରା ତା ଉପରେ ପ୍ରଭାବ ପଡ଼ିଛି । ସେ ଏକାକୀ ଅନୁଭବ କରୁଛି । ଯେତେବେଳେ ଦୀପିକା ଓ ଶୋଏବ କୁନିପୁଅ ରୁହାନକୁ କହିଥିଲେ ଯେ ସେ କାମରେ ଯାଉଛନ୍ତି, ସେତେବେଳେ ରୁହାନ ପୁଣି ପ୍ରଭାବିତ ହୋଇଥିଲା । ବାରମ୍ଵାର ନ ଯିବାକୁ କହୁଥିଲା । ତେବେ ରୁହାନ ସହିତ କେହି ସାଥୀରେ ରହିବାକୁ ସେମାନେ ପ୍ରୟାସ କରୁଥିବା କହିଥିଲେ ।
ପଢନ୍ତୁ ଏହି ଖବର: ଆମିର ଖାନଙ୍କ ତୃତୀୟ ବିବାହ; ଖର୍ଚ୍ଚ ହେବନି କୋଟି କୋଟି ଟଙ୍କା
- 'ଚିଡଚିଡା ହୋଇଯାଇଛି ରୁହାନ୍'

- 'ରୋଗ ପାଇଁ ପୁଅକୁ ସମୟ ଦେଇପାରୁନାହାନ୍ତି ଦୀପିକା'
ପଢନ୍ତୁ ଏହି ଖବର: ଆମିର ଖାନଙ୍କ ତୃତୀୟ ବିବାହ; ଖର୍ଚ୍ଚ ହେବନି କୋଟି କୋଟି ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉକି, ଦୀପିକାଙ୍କ ଶ୍ଵଶୁର ବା ଶୋଏବଙ୍କ ବାପା ମଧ୍ୟ ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ । ଗତ ମଙ୍ଗଳବାର ସେ ୩୭ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଛନ୍ତି । ମେ ୨୩ ତାରିଖରେ ବ୍ରେନ୍ ହାମରେଜ୍ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଘରକୁ ଫେରିବା ପରେ ଏହି ଖୁସିଖବର ଶୋଏବ ନିଜ ଫ୍ୟାନଙ୍କ ସହିତ ସେୟାର କରିଥିଲେ । ଏହାସହିତ ଭଗବାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।
Related Topics
Explore more stories