Dharmendra Last Message / କଣ ଥିଲା ଧର୍ମେନ୍ଦ୍ରଙ୍କ ଶେଷ କଥା ? ସନି ଦେଓଲଙ୍କୁ ନେଇ ହେମାଙ୍କୁ କହିଥିଲେ କିଛି ଏମିତି
·2 months ago·2 min read

Key Points
ନଭେମ୍ବର ୨୪ରେ ଧର୍ମେନ୍ଦ୍ରଙ୍କ ହୋଇଥିଲା ମୃତ୍ୟୁ
ଜୀବନ ଯିବା ପୂର୍ବରୁ କହିଯାଇଥିଲେ ବଡ଼ କଥା
ଏବେ ଖୁଲାସା କରିଛନ୍ତି ପତ୍ନୀ ହେମା ମାଳିନୀ
ଜୀବନ ଯିବା ପୂର୍ବରୁ କହିଯାଇଥିଲେ ବଡ଼ କଥା
ଏବେ ଖୁଲାସା କରିଛନ୍ତି ପତ୍ନୀ ହେମା ମାଳିନୀ
ମୁମ୍ବାଇ: ବଲିଉଡର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଗତବର୍ଷ ନଭେମ୍ବର ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ । ଏବେ ବି ତାଙ୍କୁ ପରିବାରଠୁ ଆରମ୍ଭ କରି ପ୍ରଶଂସକ ଝୁରୁଛନ୍ତି । ବଲିଉଡରେ ସେ ନିଜର ସ୍ଵତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି, ଯେଉଁଥିଲାଗି ପୁରା ଅଭିନୟ ଜଗତ ତାଙ୍କୁ ବର୍ଷ ବର୍ଷ ଧରି ମନେ ରଖିବ । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ କିଛି ମାସ ବିତିଯାଇଥିବାବେଳେ ପତ୍ନୀ ହେମା ଧର୍ମେନ୍ଦ୍ରଙ୍କ ଶେଷ କଥା କଣ ଥିଲା ସେନେଇ ବଡ଼ ଖୁଲାସା କରିଛନ୍ତି ।
ସେହିପରି ସନି ଦେଓଲ ଓ ବବି ଦେଓଲଙ୍କୁ ନେଇ ମଧ୍ୟ ଧର୍ମେନ୍ଦ୍ର ହେମାଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିଥିଲେ । ଉଭୟ ପରିବାରକୁ ସାଥୀରେ ଧରି ଚଳିବାକୁ କହିଥିଲେ । ବବି ଓ ସନିଙ୍କୁ ନେଇ ହେମା କହିଥିଲେ ଯେ ଉଭୟ ବେଶ ଭଲ । ସେମାନେ ସବୁବେଳେ ଏକାଠି ରୁହନ୍ତି । ନିଜ ପରିବାରର ଅବସ୍ଥା ଓ ଚାଲିଚଳଣିକୁ ସେମାନେ କେବେ ସାର୍ବଜନୀନ କରିନାହାନ୍ତି । ଏପରିକି ପାରିବାରିକ ବିଷୟକୁ ସ୍ଵାମୀ ଧର୍ମେନ୍ଦ୍ର ମଧ୍ୟ ସର୍ବଦା ଗୋପନୀୟ ରଖିବା ଉପରେ ଗୁରୁତ୍ଵ ଦେଉଥିବା ହେମା କହିଛନ୍ତି ।
- ଏହା ଥିଲା ଧର୍ମେନ୍ଦ୍ରଙ୍କ ଶେଷ କଥା

- ହେମାଙ୍କୁ ଦ୍ଵିତୀୟ ବିବାହ କରିଥିଲେ ଧର୍ମେନ୍ଦ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କ୍ୟାନ୍ସରରେ ପୀଡ଼ିତ ଦୀପିକା କକ୍କର; ବିପଦ ଭିତରେ ଏକା ପଡ଼ିଯାଇଛି ୨ବର୍ଷର ପୁଅ ରୁହାନ୍
ଯେହେତୁ ଧର୍ମେନ୍ଦ୍ର ବିବାହିତ ଥିଲେ ହେମାଙ୍କ ପିତାମାତା ଏହି ସମ୍ପର୍କକୁ ବିରୋଧ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଧର୍ମେନ୍ଦ୍ର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ୧୯୮୦ରେ ହେମାଙ୍କୁ ବିବାହ କରିଥିଲେ । ହେମା ଓ ଧର୍ମେନ୍ଦ୍ରଙ୍କ ଦୁଇଟି କନ୍ୟା ସନ୍ତାନ ଇଶା ଦେଓଲ ଓ ଆହାନା ଦେଓଲ ଅଛନ୍ତି । ଇଶା ଦେଓଲ ମଧ୍ୟ ଜଣେ ବଲିଉଡ ଅଭିନେତ୍ରୀ । ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ସୁଦ୍ଧା ଉଭୟ ପରିବାର ସହିତ ଧର୍ମେନ୍ଦ୍ର ଭଲ ସମ୍ପର୍କ ସ୍ଥାପନ କରିଥିଲେ ।

- ନଭେମ୍ବର ୨୪ରେ ଅଲବିଦା କହିଥିଲେ ଧର୍ମେନ୍ଦ୍ର
Related Topics
Explore more stories