DDLJ Hollywood Fan / ହଲିଉଡରେ ବଲିଉଡର ଦବଦବା; DDLJର ଦିୱାନା ବିଦେଶୀ ହିରୋ ରବର୍ଟ ପାଟିନସନ୍
·42 mins ago·2 min read

Key Points
ଶାହରୁଖ ଖାନଙ୍କ ଡିଡିଏଲଜେର ବଡ଼ ପ୍ରଶଂସକ ହଲିଉଡ ଷ୍ଟାର୍
ନିଜେ କହିଲେ ଟ୍ଵିଲାଇଟ୍ ଷ୍ଟାର ରବର୍ଟ ପାଟିନସନ୍

ହଲିଉଡରେ ବି ବଲିଉଡ ଚର୍ଚ୍ଚା । ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ଲୋକପ୍ରିୟ ଫିଲ୍ମ ଦିଲୱାଲେ ଦୁଲହନିଆଁ ଲେ ଜାଏଙ୍ଗେ (DDLJ)ର ହଲିଉଡରେ ବି ଅଛନ୍ତି ଫ୍ୟାନ୍ । ନିଜେ ହଲିଉଡ୍ ଷ୍ଟାର୍ ରବର୍ଟ ପାଟିନସନ୍ ଶାହରୁଖଙ୍କ ଏହି ଫିଲ୍ମକୁ ବେଶ ପସନ୍ଦ କରନ୍ତି ବୋଲି କହିଛନ୍ତି । ଏହି ରୋମାଣ୍ଟିକ ଫିଲ୍ମର ଫ୍ୟାନ୍ ବୋଲି କହିଛନ୍ତି ହଲିଉଡର ନୂଆ 'ଜେମ୍ସ ବଣ୍ଡ୍' ପାଟିନସନ୍ ।
ଏଠାରେ କହିରଖୁଛୁ କି, ହଲିଉଡ୍ ଷ୍ଟାର ଡାନିଏଲ୍ କ୍ରେଗଙ୍କ ସବୁଠାରୁ ଆଇକନିକ୍ ଭୂମିକା 'ଜେମ୍ସ ବଣ୍ଡ' ପାଇଁ ଜଣେ ନୂତନ ଅଭିନେତାଙ୍କ ନାମ ଘୋଷଣା କରାଯାଇଛି । ଏବେ ଡାନିଏଲ୍ କ୍ରେଗଙ୍କ ସ୍ଥାନରେ, 'ଟ୍ୱିଲାଇଟ୍' ଫେମ୍ ଅଭିନେତା ରବର୍ଟ ପାଟିନସନ ନୂତନ 'ଜେମ୍ସ ବଣ୍ଡ' ହେବେ । ଆମାଜନ MGM ଷ୍ଟୁଡିଓ ଏକ ଅଫିସିଆଲ୍ ପୋଷ୍ଟ ସେୟାର କରି ଏହା ଘୋଷଣା କରିଛି। ଡାନିଏଲ୍ କ୍ରେଗଙ୍କୁ ଶେଷ ଥର ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଫ୍ରାଞ୍ଚାଇଜିରେ 'ଜେମ୍ସ ବଣ୍ଡ' ଭାବରେ ଦେଖାଯାଇଥିଲା ଏବଂ ଏବେ ଦର୍ଶକଙ୍କୁ ଏକ ନୂତନ 'ଜେମ୍ସ ବଣ୍ଡ' ମିଳିଛି ଯିଏ ଏହି ଫ୍ରାଞ୍ଚାଇଜିକୁ ଆଗକୁ ନେଇ ଯାଉଥିବାର ଦେଖାଯିବ।

ପଢନ୍ତୁ ଏହି ଖବର: ଭାଇରାଲ ହେଉଛି ଅମିତାଭ ବଚ୍ଚନଙ୍କ ପୋଷ୍ଟ; ରାତିଅଧରେ କହିଲେ 'ବଞ୍ଚିଗଲି'

- ନୂତନ 'ଜେମ୍ସ ବଣ୍ଡ'ର ଭାରତୀୟ ସଂଯୋଗ

- DDLJ ଫ୍ୟାନ୍ ହଲିଉଡ୍ ଷ୍ଟାର୍
ପଢନ୍ତୁ ଏହି ଖବର: ଭାଇରାଲ ହେଉଛି ଅମିତାଭ ବଚ୍ଚନଙ୍କ ପୋଷ୍ଟ; ରାତିଅଧରେ କହିଲେ 'ବଞ୍ଚିଗଲି'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଏହି ଫିଲ୍ମଗୁଡ଼ିକ ଦର୍ଶକଙ୍କ ହୃଦୟ ଜିତିଥିଲା
Related Topics
Explore more stories