Kareena Kapoor Pregnancy / ୪୫ବର୍ଷରେ ତୃତୀୟ ଛୁଆର ମାଆ ହେବେ କି କରୀନା କପୁର ? ସତକଥା କହିଲେ ନଣନ୍ଦ
·1 hour ago·2 min read

Key Points
କରୀନା କପୁରଙ୍କ ପ୍ରେଗ୍ନସିକୁ ନେଇ ଚର୍ଚ୍ଚା ଜୋରଦାର
ସେ ତୃତୀୟ ଛୁଆର ମାଆ ହେବାକୁ ଯାଉଛନ୍ତି କି ?
ସତକଥା କଣ କହିଲେ ନଣନ୍ଦ ସବା ପଟୌଦି
ସେ ତୃତୀୟ ଛୁଆର ମାଆ ହେବାକୁ ଯାଉଛନ୍ତି କି ?
ସତକଥା କଣ କହିଲେ ନଣନ୍ଦ ସବା ପଟୌଦି
ମୁମ୍ବାଇ: ପଟୌଦି ପରିବାରର ବୋହୂ ତଥା ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ବେବୋଙ୍କ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କର ବେବି ବମ୍ପ୍ ଦେଖାଯାଉଛି । ୪୫ ବର୍ଷରେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ପୁଣିଥରେ ଗର୍ଭବତୀ ଅଛନ୍ତି ଓ ତୃତୀୟ ଛୁଆର ମାଆ ହେବାକୁ ଯାଉଥିବା ବେଶ ଚର୍ଚ୍ଚା ହେଉଛି । ଏହାରି ଭିତରେ କରୀନାଙ୍କ ନଣନ୍ଦ ତଥା ସବା ପଟୌଦି ମିଡିଆକୁ ସତ କଥା କହିଛନ୍ତି ।
କରୀନାଙ୍କ ବେଲି ଫ୍ୟାଟ୍ର ଫଟୋକୁ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଏହା ଫଟୋ ନେବାର କୌଣସି ଖରାପ ଆଙ୍ଗେଲ୍ ହୋଇପାରେ । ଲୋକମାନେ ଗୋଟିଏ ଫଟୋକୁ ଦେଖି ସିଧାସଳଖ କୌଣସି ନିଷ୍କର୍ସରେ କିପରି ଭାବେ ପହଞ୍ଚି ଯାଉଛନ୍ତି ? ସେ ପୂର୍ବରୁ ଏୟାରପୋର୍ଟରେ ପୂରା କ୍ଲାସି, ସ୍ଲିମ ଓ ଷ୍ଟାଇଲିସ୍ ଦେଖାଯାଉଥିଲେ ଓ ଆଜି ଜିମ୍ ବାହାରେ ଏପରି ନଜର ଆସିଛନ୍ତି । କଥା ବାସ୍ ଏତିକି।"
ଅଧିକ ମନୋରଞ୍ଜନ ସମ୍ବନ୍ଧୀୟ ଖବର ପଢନ୍ତୁ...
- କଣ କହିଲେ କରୀନାଙ୍କ ନଣନ୍ଦ ?

- କରୀନା ନୁହେଁ ଇଏ ଦେଇପାରନ୍ତି ଗୁଡ୍ ନ୍ୟୁଜ୍ ?
- କରୀନାଙ୍କ ବିବାହକୁ ପୂରିଲାଣି ୧୪ବର୍ଷ
ଅଧିକ ମନୋରଞ୍ଜନ ସମ୍ବନ୍ଧୀୟ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories