Bollywood News / ୪୨ ବର୍ଷ ବୟସରେ ମା' ହେବାକୁ ଯାଉଛନ୍ତି କରିସ୍ମା... ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି-'ଏକ ଛୋଟ ଚମତ୍କାର...'
·5 months ago·2 min read

Key Points
ପୁଣି ବଲିଉଡରୁ ଆସିଛି ଏକ ବଡ଼ ଖୁସିଖବର
ମା' ହେବାକୁ ଯାଉଛନ୍ତି ସୁନ୍ଦରୀ ମଡେଲ ତଥା ଅଭିନେତ୍ରୀ କରିସ୍ମା

ପୁଣି ବଲିଉଡରୁ ଆସିଛି ଏକ ବଡ଼ ଖୁସିଖବର। ମା' ହେବାକୁ ଯାଉଛନ୍ତି ସୁନ୍ଦରୀ ମଡେଲ ତଥା ଅଭିନେତ୍ରୀ କରିସ୍ମା ତନ୍ନା। ଅଭିନେତ୍ରୀ କରିସ୍ମା ୫ ଫେବୃଆରୀ, ୨୦୨୨ରେ ମୁମ୍ବାଇରେ ବ୍ୟବସାୟୀ ବରୁଣ ବାଙ୍ଗେରାଙ୍କୁ ବିବାହ କରିଥିଲେ। ଆଜି, ତାଙ୍କ ବିବାହର ଚାରି ବର୍ଷ ପରେ, କରିସ୍ମା ତାଙ୍କ ଗର୍ଭବତୀ ହେବାର ଘୋଷଣା କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଅତ୍ୟନ୍ତ ଉତ୍ସାହିତ କରିଛି।
କରିସ୍ମ ଫ୍ୟାନ୍ସଙ୍କ ସହ ଶେୟାର କଲେ ଗୁଡ଼ ନ୍ୟୁଜ
କରିସ୍ମା ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସ୍ବାମୀ ବରୁଣଙ୍କ ସହ ବହୁ ସାରା ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଆସିବାକୁ ଥିବା କୁନି ଅତିଥି ବିଷୟରେ ବହୁତ ସାରା ସଙ୍କେତ ଦେଇଛନ୍ତି। ଏହି ପେୋଷ୍ଟ ସହ କରିସ୍ମା କ୍ୟାପସନରେ ଲେଖିଛନ୍ତି, "ଏକ ଛୋଟ ଚମତ୍କାର।" ଆମ ଜୀବନର ସବୁଠୁ ବଡ଼ ଉପହାର ଅଗଷ୍ଟ ୨୦୨୬ରେ ଆସିବ।
ଏହାସହ ପଢ଼ନ୍ତୁ: କିଏ ଅଧିକ ଧନୀ ? କାହା ପାଖରେ ଅଛି ଅଧିକ କାର୍ ରାଘବ ନା ପରିଣୀତି...
ସେଲିବ୍ରିଟି ଏବଂ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି
କରିସ୍ମାଙ୍କ ଗର୍ଭବତୀ ହେବାର ଖବର ଶୁଣି, ଅନେକ ସେଲିବ୍ରିଟି ଏବଂ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି। ଧନଶ୍ରୀ ବର୍ମା, ଦୃଷ୍ଟି ଧାମି, କୃତିକା କାମରା ଏବଂ ମହୀପ୍ କପୁର ଲେଖିଛନ୍ତି, "ଅଭିନନ୍ଦନ"; ଅନୁଷ୍କା ରଞ୍ଜନ ଲେଖିଛନ୍ତି, "ମୋର ପ୍ରିୟ ବନ୍ଧୁଗଣ, ଭଗବାନ ତୁମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ"; ଆଦିତ୍ୟ ସିଲ୍ ଲେଖିଛନ୍ତି, "ଶୁଣିକି ଖୁସି ଲାଗିଲା"; ଏବଂ ସଞ୍ଜିଦା ଶେଖ ଲେଖିଛନ୍ତି, "ମାଶା'ଆଲ୍ଲାହ।" ଏହି ସେଲିବ୍ରିଟିମାନଙ୍କ ବ୍ୟତୀତ, ଅନେକ ପ୍ରଶଂସକ ମଧ୍ୟ କରିସ୍ମାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ବିବାହ କରିବାର ମାତ୍ର ଦେଢ଼ ମାସ ପରେ, ରଶ୍ମିକା କହିଲେ"ଆମେ ଏବେ ତିନି ଜଣ"
କରିସ୍ମାଙ୍କ କ୍ୟାରିଅର
କରିସ୍ମା ତନ୍ନା ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଏବଂ ମଡେଲ ଯିଏ 2001 ମସିହାରେ "କ୍ୟୁଙ୍କି ସାସ ଭି କଭି ବହୁ ଥି" ସହିତ ତାଙ୍କର ଟେଲିଭିଜନ ଡେବ୍ୟୁ କରିଥିଲେ। ସେ "ନାଗିନ 3" ଭଳି ଟିଭି ଶୋ’ରେ ଅଭିନୟ କରିଛନ୍ତି, ଏବଂ "ବିଗ୍ ବସ୍ 8"ରେ ରନର୍ସଅପ୍ ହେବା ସହିତ "ଖତରୋଁ କେ ଖିଲାଡି 10"ର ବିଜେତା ମଧ୍ୟ ଥିଲେ। ଫିଲ୍ମ "ସଞ୍ଜୁ" ଏବଂ ନେଟଫ୍ଲିକ୍ସ ୱେବ୍ ସିରିଜ୍ "ସ୍କୁପ" ତାଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇଛି।

Related Topics
Explore more stories