Gold Ring Gift / SRH ମାଲିକାଣୀ କାବ୍ୟାଙ୍କ ୨୫ରେ ଗ୍ରାଣ୍ଡ ରିସେପସନ୍ ପାର୍ଟି, ଇନଭିଟେସନ୍ କାର୍ଡ ଭାଇରାଲ୍
·58 mins ago·2 min read

Key Points
ନିକଟରେ ବିବାହ କରିଛନ୍ତି SRH ମାଲିକାଣୀ କାବ୍ୟା
ବିବାହ ପରେ ଷ୍ଟାଫ୍ଙ୍କୁ ଗିଫ୍ଟରେ ଦେଲେ ସୁନାମୁଦି
୨୫ ତାରିଖରେ ଦେବେ ଗ୍ରାଣ୍ଡ ରିସେପସନ୍
ଭାଇରାଲ୍ ହେଉଛି ରିସେପସନ୍ କାର୍ଡ
ବିବାହ ପରେ ଷ୍ଟାଫ୍ଙ୍କୁ ଗିଫ୍ଟରେ ଦେଲେ ସୁନାମୁଦି
୨୫ ତାରିଖରେ ଦେବେ ଗ୍ରାଣ୍ଡ ରିସେପସନ୍
ଭାଇରାଲ୍ ହେଉଛି ରିସେପସନ୍ କାର୍ଡ
ମୁମ୍ବାଇ: ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ କାବ୍ୟା ମାରନ ଓ ଅନିରୁଦ୍ଧ ରବିଚନ୍ଦରଙ୍କ ବିବାହ ଏବେ ବେଶ ଚର୍ଚ୍ଚାରେ । ନଭେମ୍ବର ୨୧ ତାରିଖରେ ବିବାହ ପରେ ଆସନ୍ତା ୨୫ ତାରିଖରେ କାବ୍ୟା ଏକ ଗ୍ରାଣ୍ଡ ରିସେପସନ୍ ରଖିଛନ୍ତି । ତେବେ ଏହାର ଇନଭିଟେସନ କାର୍ଡ ଏବେ ଖୁବ ଭାଇରାଲ ହେଉଛି । ଏହାସହିତ ନିଜ କମ୍ପାନୀ ସନଗ୍ରୁପ୍ର ଷ୍ଟାଫମାନଙ୍କୁ ସେ ବିବାହ ଗିଫ୍ଟରେ ସୁନାମୁଦି ପ୍ରଦାନ କରିଛନ୍ତି ।
ସୋସିଆଲ ମିଡିଆରେ ସନଗ୍ରୁପ୍ କର୍ମଚାରୀଙ୍କ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ଜଣେ କର୍ମଚାରୀ ଗିଫ୍ଟ ବାକ୍ସକୁ ଖୋଲୁଛନ୍ତି । ଏଥିରେ ନିମନ୍ତ୍ରଣ କାର୍ଡ, ଚକଲେଟ୍ ଓ ସୁନାମୁଦି ଦିଆଯାଇଛି । ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ଏହାର ଭିଡିଓ ଭାଇରାଲ ହେଉଛି । କିଛି ଗିଫ୍ଟ ବାକ୍ସରେ ସୁନା କଏନ୍ ମଧ୍ୟ ଉପହାର ଆକାରରେ ପ୍ରଦାନ କରାଯାଇଛି ।

ପଢନ୍ତୁ ଏହି ଖବର: ଅନିରୁଦ୍ଧଙ୍କ ବିବାହରେ ରଜନୀକାନ୍ତଙ୍କ ଜଲୱା… ୭୫ ବର୍ଷରେ ଏମିତି ନାଚିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ

- "ସୁନାମୁଦି ଆଶା ନଥିଲା"
#KavyaMaran reportedly gifted gold rings to all Sun Group employees as part of the wedding. https://t.co/2QG3BlzTeK
— ‘’ (@chill_guys22) November 21, 2026
- ଚେନ୍ନାଇରେ ଗ୍ରାଣ୍ଡ ରିସେପସନ୍
- ନଭେମ୍ବର ୧୧ରେ ହୋଇଥିଲା ବିବାହ

ପଢନ୍ତୁ ଏହି ଖବର: ଅନିରୁଦ୍ଧଙ୍କ ବିବାହରେ ରଜନୀକାନ୍ତଙ୍କ ଜଲୱା… ୭୫ ବର୍ଷରେ ଏମିତି ନାଚିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ
- କାବ୍ୟାଙ୍କ ବର କିଏ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: