Air Pistol / କାହିଁକି ମହିଳାଙ୍କୁ ପିସ୍ତଲ କିଣିବାକୁ କହିଲେ ଦିଶା ପଟାନୀଙ୍କ ଭଉଣୀ ? ଭିଡିଓ ଭାଇରାଲ୍
·1 hour ago·2 min read

Key Points
ଅଭିନେତ୍ରୀ ଦିଶା ପଟାନୀଙ୍କ ଭଉଣୀଙ୍କ ଭିଡିଓ ଭାଇରାଲ
ମହିଳାଙ୍କୁ ଏୟାର ପିସ୍ତଲ କିଣିବାକୁ କହିଲେ
ହେଲେ କାହିଁକି ଓ ଏହାର କଣ ବ୍ୟବହାର ?
ମହିଳାଙ୍କୁ ଏୟାର ପିସ୍ତଲ କିଣିବାକୁ କହିଲେ
ହେଲେ କାହିଁକି ଓ ଏହାର କଣ ବ୍ୟବହାର ?
ପାଟନା: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବଡ଼ ଭଉଣୀ ଖୁଶବୁ ପଟାନୀଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଖୁଶବୁ ଏୟାର ପିସ୍ତଲ ଦେଖାଇ ଏହା କିଣିବାକୁ ଯୁବତୀମାନଙ୍କୁ କହୁଛନ୍ତି । ବିହାର ଜମୁଈରେ ନାବାଳିକାଙ୍କ ସହ ଅସଦାଚରଣ ଘଟଣା ପରେ ଖୁଶବୁଙ୍କ ଏହି ଭିଡିଓ ଆସିଛି ଓ ସେ ବେଶ ଚିନ୍ତାବ୍ୟକ୍ତ କରିଛନ୍ତି । 'ନିଜ ହାତରେ ନିଜ ସୁରକ୍ଷା' କଥାକୁ ମନେ ପକାଇ ଖୁଶବୁ ସମସ୍ତ ଯୁବତୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଖୁଶବୁଙ୍କ ଭାଇରାଲ ଭିଡିଓରେ ସେ ସମସ୍ତ ଯୁବତୀ ଓ ମହିଳାଙ୍କୁ ଆତ୍ମରକ୍ଷାର ଗୁରୁତ୍ଵ ସମ୍ପର୍କରେ କହୁଛନ୍ତି । ଏହାସହିତ ପିସ୍ତଲ ଶିଖିବାର ଟ୍ରେନିଂକୁ ନେଇ ମଧ୍ୟ ଉତ୍ସାହିତ କରୁଛନ୍ତି ।
ପଢନ୍ତୁ ଏହି ଖବର: ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିଲେ; ବେହୋସ୍ ଅବସ୍ଥାରେ ମୃତ ଭାବି ଜାଳିଦେଲେ
- ଖୁଶବୁ ପଟାନୀଙ୍କ ପ୍ରକୃତ ପରିଚୟ
- ଯୁବତୀଙ୍କୁ ଦେଲେ ଆତ୍ମରକ୍ଷା ମନ୍ତ୍ର
ପଢନ୍ତୁ ଏହି ଖବର: ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିଲେ; ବେହୋସ୍ ଅବସ୍ଥାରେ ମୃତ ଭାବି ଜାଳିଦେଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଏୟାର ପିସ୍ତଲ କଣ ?
Related Topics
Explore more stories