Kiara Bold Scene / ପରଦାରେ ସବୁଠୁ ବୋଲ୍ଡ ସିନ୍ କଲେ କିଆରା; କହିଦେଲେ ଏହା ପଛର କାରଣ
·1 month ago·2 min read

Key Points
ଆସୁଛି କିଆରାଙ୍କ ନୂଆ ଫିଲ୍ମ ଟକ୍ସିକ୍
ଏଥିରେ ବୋଲ୍ଡ ସିନ୍ କରିଛନ୍ତି ଅଭିନେତ୍ରୀ
କାହିଁକି ଏପରି ସିନ୍ କଲେ କହିଲେ କାରଣ
ଏଥିରେ ବୋଲ୍ଡ ସିନ୍ କରିଛନ୍ତି ଅଭିନେତ୍ରୀ
କାହିଁକି ଏପରି ସିନ୍ କଲେ କହିଲେ କାରଣ
ମୁମ୍ବାଇ: ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ସାଉଥ ସୁପରଷ୍ଟାର ୟଶଙ୍କ ସହ ଆଗାମୀ ଫିଲ୍ମ 'ଟକ୍ସିକ୍'ରେ ନଜର ଆସିବେ । ଏହି ଫିଲ୍ମକୁ କିଆରାଙ୍କ ଏଯାବତ ସବୁଠୁ ବୋଲ୍ଡ ଫିଲ୍ମ ବୋଲି କୁହାଯାଉଛି । ଏହି ଫିଲ୍ମର ଟିଜର ଜାରି ହୋଇସାରିଥିବାବେଳେ ଦର୍ଶକଙ୍କଠାରୁ ଅନେକ ଭଲପାଇବା ମଧ୍ୟ ମିଳିଛି । ତେବେ ଏପରି ବୋଲ୍ଡ ସିନକୁ ନେଇ କିଆରାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଇଥିଲା । ଏବେ ଅଭିନେତ୍ରୀ କାହିଁକି ଏହି ଭୂମିକାରେ ଆସିଲେ ତାହା ପଛର ପ୍ରକୃତ କାରଣ କହିଛନ୍ତି ।
ନିକଟରେ ଏକ ସାକ୍ଷାତକାର ଦେଇ କିଆରି କହିଛନ୍ତି, "ଯେତେବେଳେ ମୁଁ ଫିଲ୍ମର କାହାଣୀ ଶୁଣିଲି, ମୁଁ ଏଥିରୁ ବେଶ ପ୍ରଭାବିତ ହୋଇଥିଲି ଯେ ଏହି ଚରିତ୍ରଟି ବେଶ ପ୍ରଭାବଶାଳୀ ଢଙ୍ଗରେ ଗଢାଯାଇଛି । ଏହି ଚରିତ୍ରରେ ସବୁକିଛି ଥିଲା, ଯାହାକୁ ସର୍ବଦା ଜଣେ କଳାକାର ଖୋଜିଥାଏ । ମୋତେ ଲାଗିଥିଲା ଯେ ମୁଁ ମୋ କ୍ଯାରିଅରର ଏପରି ଏକ ସ୍ଥାନରେ ପହଞ୍ଚିଯାଇଛି, ଯେଉଁଠି ଏପରି ଚରିତ୍ରରେ ଅଭିନୟ କରିବାର ଆତ୍ମବିଶ୍ଵାସ ଅଛି ।" ମାତ୍ର ଏହି ଚରିତ୍ର ସମ୍ପର୍କରେ ତାକୁ ପ୍ରଥମରୁ ବିଶେଷ ସୂଚନା ଦିଆଯାଇନଥିଲା, ମାତ୍ର ଅଭିନେତା ୟଶଙ୍କ ସହ ତାଙ୍କର ନାଦିୟା ଚରିତ୍ରର ବୋଲ୍ଡ ସିନ୍ ଦର୍ଶକଙ୍କୁ ଆକୃଷ୍ଟ କରିଛି । କାରଣ ଦର୍ଶକ ପ୍ରଥମ ଥର ଲାଗି କିଆରାଙ୍କୁ ଏପରି ଚରିତ୍ରରେ ଦେଖିବାକୁ ଯାଉଛନ୍ତି ।

- କିଆରା ଆଉ କଣ କହିଲେ ?
- ଗତବର୍ଷ ରିଲିଜ ହୋଇଥିଲା ପୋଷ୍ଟର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅଭିଷେକଙ୍କ ସହ ନିର୍ବନ୍ଧ ଭାଙ୍ଗିଲା ପରେ କେମିତି ଥିଲେ କରିସ୍ମା କପୁର; ବଡ଼ ଖୁଲାସା
- Toxic ଫିଲ୍ମ ସମ୍ପର୍କରେ..
Related Topics
Explore more stories