Actress Husband Death / ଚର୍ଚ୍ଚିତ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କ ଘରେ ଶୋକର ଛାୟା
·2 hours ago·2 min read

Key Points
ଚାଲିଗଲେ ମୌସୁମୀ ଚାଟାର୍ଜୀଙ୍କ ସ୍ଵାମୀ
ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜୟନ୍ତ ମୁଖାର୍ଜୀ
୧୫ବର୍ଷ ବୟସରେ ବିବାହ କରିଥିଲେ ମୌସୁମୀ
ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜୟନ୍ତ ମୁଖାର୍ଜୀ
୧୫ବର୍ଷ ବୟସରେ ବିବାହ କରିଥିଲେ ମୌସୁମୀ
ମୁମ୍ବାଇ: ବଲିଉଡ୍ର ଭେଟେରାନ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କ ପରିବାରରେ ଶୋକର ଛାୟା । ସ୍ୱାମୀ ତଥା ଚଳଚ୍ଚିତ୍ର ପ୍ରଯୋଜକ ଜୟନ୍ତ ମୁଖାର୍ଜୀଙ୍କର ପରଲୋକ ହୋଇଛି । ନଭେମ୍ବର ୧୨ ତାରିଖରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି ।
ଜୟନ୍ତ ମୁଖାର୍ଜୀ ଥିଲେ ପ୍ରସିଦ୍ଧ ଗାୟକ ଓ ସଙ୍ଗୀତକାର ହେମନ୍ତ କୁମାରଙ୍କ ପୁଅ । ପରିବାର ଓ ନିକଟତମ ଲୋକଙ୍କ ମଧ୍ୟରେ ସେ 'ବାବୁ' ନାମରେ ପରିଚିତ ଥିଲେ । ଚଳଚ୍ଚିତ୍ର ପ୍ରଯୋଜକ ଭାବେ ଜୟନ୍ତ ମୁଖାର୍ଜୀଙ୍କର ଅନେକ ଅବଦାନ ରହିଛି । ୧୯୭୫ର ଫିଲ୍ମ 'ମଜାକ୍' ଏବଂ ୧୯୭୯ର 'ଦୋ ଲଡ଼କେ ଦୋନୋ କଡ଼କେ' ସହ ସେ ଜଡ଼ିତ ଥିଲେ । ଏହାସହ ୧୯୯୨ରେ ପ୍ରସାରିତ ଟେଲିଭିଜନ୍ ସିରିଏଲ୍ 'ତଲାଶ'ରେ ମଧ୍ୟ ତାଙ୍କର ଯୋଗଦାନ ରହିଥିଲା ।

ପଢନ୍ତୁ ଏହି ଖବର: ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍ର ଏହି ତାରକା

- ୧୫ବର୍ଷ ବୟସରେ ଜୟନ୍ତଙ୍କୁ ବିବାହ କରିଥିଲେ ମୌସୁମୀ
- ବଡ଼ଝିଅକୁ ହରାଇଛନ୍ତି ମୌସୁମୀ ଚାଟାର୍ଜୀ

ପଢନ୍ତୁ ଏହି ଖବର: ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍ର ଏହି ତାରକା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ
Related Topics
Explore more stories