Pakistani Celebs / ବ୍ୟାନ୍ ପରେ ବି ଫେରିଲେ ହାନିଆ ଆମିର ! ଭାରତରେ ପୁଣି ଦିଶିଲା ଆକାଉଣ୍ଟ
·5 months ago·2 min read

Key Points
ପୁଣି ଭାରତରେ ଦିଶିଲା ହାନିଆଙ୍କ ଆକାଉଣ୍ଟ
କିଛି ସମୟ ଭିତରେ ବ୍ୟାନ କଲା ଭାରତ
କିଛି ସମୟ ଭିତରେ ବ୍ୟାନ କଲା ଭାରତ
ସୋସିଆଲ ମିଡିଆରେ ପୁଣି ଥରେ ଦିଶିଲା ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କୁ ନେଇ ଚର୍ଚ୍ଚା । ଭାରତରେ ହାନିଆ ଆମିର ଓ ମାହିରା ଖାନଙ୍କ ପରି ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ହେଲେ ହଠାତ୍ ଦିଶିଥିଲା ହାନିଆଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ । ଫ୍ୟାନ୍ସଙ୍କୁ ଲାଗିଥିଲା ହୁଏତ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଟାଲ ଯୁଦ୍ଧ ଶେଷ ହୋଇଯାଇଛି । ମାତ୍ର କିଛି ସମୟ ମଧ୍ୟରେ ପୁଣି ତାଙ୍କ ଆକାଉଣ୍ଟକୁ ଡିଆକ୍ଟିଭେଟ୍ କରାଯାଇଛି ।
କିଛି ଟେକନିକାଲ ପରିବର୍ତ୍ତନ କିମ୍ବା ଅପଡେଟ୍ସ ପାଇଁ ଭାରତୀୟ ୟୁଜର ପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରୋଫାଇଲକୁ ଦେଖିପାରୁଥିଲେ । ପ୍ରଶଂସକ ଭାବିଥିଲେ ହୁଏତ ଏହି ବ୍ୟାନକୁ ହଟାଇ ଦିଆଯାଇଛି । ହେଲେ ଯେତେବେଳେ ଏହି ଖବର ଭାଇରାଲ ହୋଇଥିଲା ସେତେବେଳେ ତୁରନ୍ତ ସେମାନଙ୍କ ଆକାଉଣ୍ଟକୁ ଡିଆକ୍ଟିଭେଟ୍ କରାଯାଇଛଇ । ଯଦି ଆପଣ ଭାରତରୁ ଏବଂ ପାକିସ୍ତାନୀ କଳାକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କୁ ଏକ ମେସେଜ୍ ଦିଶିବ, ଯେଉଁଥିରେ ଲେଖାଥିବ 'ଏହି ଆକାଉଣ୍ଟରେ ଭାରତରେ ଉପଲବ୍ଧ ନାହିଁ ।'

- କେବେ ଲାଗିଥିଲା ପ୍ରତିବନ୍ଧକ ?
- କେଉଁ ଭାରତୀୟଙ୍କୁ ଫଲୋ କରନ୍ତି ହାନିଆ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଆଉ କେଉଁ ପାକିସ୍ତାନୀ ଆକାଉଣ୍ଟ ଭାରତରେ ବ୍ୟାନ୍ ?
ଅଧିକ ଖବର ପଢନ୍ତୁ...
Related Topics
Explore more stories