Prince William Indian food / ଢୋକଲାରୁ ଚିକେନ୍ ନରଗିସି କୋଫ୍ତା; ବ୍ରିଟେନ୍ ପ୍ରିନ୍ସଙ୍କୁ ଭାରତୀୟ ବ୍ୟଞ୍ଜନ ପରଷିଲେ କରନ ଜୋହର
·28 mins ago·2 min read

Key Points
ବ୍ରିଟେନ୍ ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମଙ୍କ ଭାରତ ଗସ୍ତ
କରନ ଜୋହରଙ୍କ ଅଫିସ୍ ଧର୍ମା ପ୍ରଡକ୍ସନ ବୁଲିଲେ
ପ୍ରିନ୍ସଙ୍କୁ ଅନେକ ଭାରତୀୟ ବ୍ୟଞ୍ଜନ ପରଷିଲେ କରନ୍
ଜାଣନ୍ତୁ ମେନ୍ୟୁରେ କଣ କଣ ଥିଲା ?

ମୁମ୍ବାଇ: ବ୍ରିଟେନ୍ ରାଜ ପରିବାରର ସଦସ୍ୟ ତଥା ଉତ୍ତରାଧିକାରୀ ପ୍ରିନ୍ସ ୱିଲିୟମ ଏବେ ଭାରତ ଗସ୍ତରେ ଅଛନ୍ତି । ମୁମ୍ବାଇରେ ଆୟୋଜିତ ଅର୍ଥଶଟ୍ ପ୍ରାଇଜ୍ ୨୦୨୬ ଶେଷ ହେବା ପରେ ସେ ବଲିଉଡ୍ ଫିଲ୍ମନିର୍ମାତା କରନ୍ ଜୋହରଙ୍କ ଅଫିସ୍ ଧର୍ମା ପ୍ରଡକ୍ସନ ପରିଭ୍ରମଣ କରିଥିଲେ । ସେଠାରେ କରନଙ୍କ ସହିତ ସୈଫ ଅଲ୍ଲୀ ଖାନ, କରନୀ କପୁର ଖାନ୍ ଓ ଧର୍ମା ପ୍ରଡକ୍ସନର ଅନ୍ୟ ଅଧିକାରୀ ତାଙ୍କୁ ସ୍ଵାଗତ କରିଥିଲେ । ତେବେ ପ୍ରିନ୍ସଙ୍କୁ ପରଷାଯାଇଥିବା ଭାରତୀୟ ସୁସ୍ଵାଦୁ ଖାଦ୍ୟକୁ ନେଇ ଏବେ ଚର୍ଚ୍ଚା ହେଉଛି ।
ଏହି ଭେଟଘାଟରେ ଭାରତୀୟ ସିନେମା, ବିଦେଶରେ ବଲିଉଡର ଲୋକପ୍ରିୟତା ଓ ଭାରତ-ବ୍ରିଟେନ୍ର ସାଂସ୍କୃତିକ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ଯେତେବେଳେ ଏହି ଭେଟଘାଟର ଫଟୋ ସାମ୍ନାକୁ ଆସିଥିଲା, ସେତେବେଳେ ପ୍ରିନ୍ସଙ୍କୁ ପରଷାଯାଇଥିବା ଖାଦ୍ୟ ଉପରେ ଲୋକଙ୍କ ନଜର ପଡ଼ିଥିଲା । ମେନ୍ୟୁରେ କଣ କଣ ଭାରତୀୟ ସୁସ୍ଵାଦୁ ବ୍ୟଞ୍ଜନ, ମିଠା, ମୃଦୁ ପାନୀୟ ଥିଲା, ସେ ସମ୍ପର୍କରେ ଜାଣିବା ଲାଗି ଲୋକଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ସେହିପରି ଅକୁରି (ପାରସି ଷ୍ଟାଇଲର ଅଣ୍ଡା ଭୁଜିଆ), ଟମାଟୋ ଚଟନି, ଚିଲି ଚିଜ୍ କ୍ରୋକେଟସ୍ (ବାହାରୁ କ୍ରିସପି ଓ ଭିତରେ ଚିଜ୍ ଦିଆଯାଇଥିବା ଏକ ସ୍ନାକ୍ସ), ଟମାଟର୍ ଚୁନ୍ଦା ମେନ୍ୟୁରେ ସାମିଲ ଥିଲା । ଭାରତୀୟ ଜଳଖିଆରେ ଢୋକଲା, କଚୋଡି, ମିନି ବଡାପାଓ, ଜିଲାପି-ଫାଫଡ଼ା ଥିଲା । ଅନ୍ୟପଟେ ମିଠାରେ ଗୁଲାବ ଜାମୁନ ଚିଜ୍କେକ୍, ବେକଡ୍ କେସର ମିଲ୍କ ଟାର୍ଟ ଭଳି ଖାସ୍ ଭାରତୀୟ ମିଠାକୁ ସାମିଲ କରାଯାଇଥିଲା ।
ପଢନ୍ତୁ ଏହି ଖବର: ଗାୟତ୍ରୀ ମନ୍ତ୍ର ଗାଇଲେ ବିଦେଶରେ ବଢୁଥିବା ପ୍ରିୟଙ୍କାଙ୍କ ଝିଅ ମାଲତି; ସ୍ଵର ଶୁଣି ଫ୍ୟାନ୍ସ ଫିଦା, ଦେଖନ୍ତୁ ଭିଡିଓ

- ପ୍ରିନ୍ସଙ୍କ ଲାଗି ଖାସ୍ ମେନ୍ୟୁ

- K3Gର ୨୫ବର୍ଷ ପୁରୁଣା ସ୍ମୃତି ସେୟାର କଲେ
ପଢନ୍ତୁ ଏହି ଖବର: ଗାୟତ୍ରୀ ମନ୍ତ୍ର ଗାଇଲେ ବିଦେଶରେ ବଢୁଥିବା ପ୍ରିୟଙ୍କାଙ୍କ ଝିଅ ମାଲତି; ସ୍ଵର ଶୁଣି ଫ୍ୟାନ୍ସ ଫିଦା, ଦେଖନ୍ତୁ ଭିଡିଓ

- ବଲିଉଡ ଓ ବ୍ରିଟେନର ପୁରୁଣା ସମ୍ପର୍କ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: