Rajinikanth / 'ରଜନୀକାନ୍ତ ନିଚ ଲୋକ ନୁହଁ'; ବିଜୟ CM ହେବା ପରେ କାହିଁକି ଏମିତି କହିଲେ ଥାଲାଇଭା ?
·1 month ago·3 min read

Key Points
ହଠାତ୍ ପ୍ରେସ କନଫରେନ୍ସ ଡାକିଲେ ରଜନୀକାନ୍ତ
ବିଜୟ ମୁଖ୍ୟମନ୍ତ୍ରୀ ହେବା ନେଇ ରଖିଲେ ମନ୍ତବ୍ୟ
ବିଜୟ ମୁଖ୍ୟମନ୍ତ୍ରୀ ହେବା ନେଇ ରଖିଲେ ମନ୍ତବ୍ୟ
ବିଜୟ ଥାଲାପତି ଦୁଇ ବର୍ଷ ପୂର୍ବେ ଏକ ନୂତନ ଦଳ ଗଠନ କରିଥିବାବେଳେ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଜୟଙ୍କ ଦଳ ରାଜ୍ୟର ଦୁଇଟି ଶକ୍ତିଶାଳୀ ମେଣ୍ଟକୁ ପରାସ୍ତ କରି ରାଜ୍ୟରେ ବହୁମତ ହାସଲ କରିଥିଲା । ନିକଟରେ, ସୁପରଷ୍ଟାର ରଜନୀକାନ୍ତଙ୍କୁ ବିଜୟଙ୍କ ମୁଖ୍ୟମନ୍ତ୍ରୀ ପଦ ବିଷୟରେ ପ୍ରଶ୍ନ କରାଯାଇଥିଲା, କିନ୍ତୁ ସେ ଗଣମାଧ୍ୟମ ସମ୍ମୁଖରେ ହାତ ଯୋଡି କିଛି ନ କହି ଚାଲିଯାଇଥିଲେ । ଏହାକୁ ନେଇ ଟ୍ରୋଲ୍ ହେବା ପରେ ଏବେ ରଜନୀକାନ୍ତ ମତ ରଖିଛନ୍ତି ।
ପଢନ୍ତୁ ଏହି ଖବର: ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ
- ଈର୍ଷା କରୁଛନ୍ତି କି ରଜନୀକାନ୍ତ ?
- କାହିଁକି ହଠାତ୍ ଡାକିଲେ ପ୍ରେସ କନଫରେନ୍ସ ?
Chennai, Tamil Nadu: Actor Rajinikanth holds a press conference at his residence in Poes Garden.
— ANI (@ANI) May 17, 2026
He says, "I am holding this press meet because many criticisms are being made about me in connection with the election. If I do not respond to them, they will become accepted as the… pic.twitter.com/5gwzbKt13u
- "ବିଜୟ ନିଜର ଛାପ ସୃଷ୍ଟି କରିଛନ୍ତି"
ପଢନ୍ତୁ ଏହି ଖବର: ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ
- "ବିଜୟ ଏବଂ ମୋ ମଧ୍ୟରେ ଏକ ପିଢ଼ିର ବ୍ୟବଧାନ"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories