Bollywood News / ରଣବୀର ସିଂଙ୍କ `ଧୁରନ୍ଧର' ମୁଭି କାଶ୍ମୀରର ସୋପିଆନ ଏବଂ ପୁଲଓ୍ବାମାରେ ରେକର୍ଡ କରୁଛି
·9 months ago·2 min read

Key Points
୩୦୦ କୋଟି କ୍ଲବରେ ପ୍ରବେଶ କଲା “ଧୁରନ୍ଧର”
କଶ୍ମୀରର ଛୋଟ ସହରରେ କରୁଛି ଧମାଲ
ଦର୍ଶକଙ୍କ ମନ ଜିଣୁଛି ଆଦିତ୍ୟ ଧରଙ୍କ "ଧୁରନ୍ଧର"

ଜମ୍ମୁ ଏବଂ କାଶ୍ମୀରର ଶୋପିଆନ ଏବଂ ପୁଲୱାମା ଭଳି ଛୋଟ ସହର ସମେତ ଅନେକ କେନ୍ଦ୍ରରେ ଧୁରନ୍ଧର ହାଉସଫୁଲ୍ ଶୋ ରେକର୍ଡ କରିଛନ୍ତି। ଯାହା ପାରମ୍ପାରିକ ଭାବେ ସିନେମା ଶିଳ୍ପ ପ୍ରତି ଆଗ୍ରହକୁ ଦେଖାଉଛି।
ରିପୋର୍ଟ ଅନୁସାରେ, ଏହି ସ୍ଥାନଗୁଡ଼ିକରେ ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଛି। ଦର୍ଶକଙ୍କୁ ବେଶ ଭଲ ଲାଗିଛି। ଯାହା ପ୍ରମାଣିତ କରୁଛି ଯେ, ଚଳଚ୍ଚିତ୍ରଗୁଡ଼ିକର ଟିକେଟ ସୁଲଭ ଦରରେ ଉପଲବ୍ଧ ହେବା ଦରକାର। ମଲ୍ଟିପ୍ଲେକ୍ସ ନ ଥିଲେ ବି ଷ୍ଟୋରୀ ଭଲ ହୋଇଥିଲେ ବି ଲୋକ ଛୋଟ ଥିଏଟରକୁ ଦେଖିବାକୁ ନିଶ୍ଚିତ ଆସିବେ।
ଏହାସହ ପଢ଼ନ୍ତୁ: କରିସ୍ମାଙ୍କୁ ପ୍ରେମ କରୁଥିଲେ ଅକ୍ଷୟ ଖନ୍ନା, ମାଆ ବବିତାଙ୍କ ଯୋଗୁଁ ଭାଙ୍ଗିଯାଇଥିଲା ସମ୍ପର୍କ
ଫିଲ୍ମର ପ୍ରଦର୍ଶନକୁ ଜମ୍ମୁ ଏବଂ କାଶ୍ମୀରରେ ଛୋଟ ଫର୍ମାଟ୍ ଥିଏଟର ପରିଚାଳନା କରୁଥିବା ଏକ ମଲ୍ଟିପ୍ଲେକ୍ସ ଚେନ୍ ସିଟାରା ଦ୍ୱାରା ସମର୍ଥନ କରାଯାଇଛି। ପ୍ରତିକ୍ରିୟା ଉପରେ ମତାମତ ଦେଇ, ସିଟାରା ପ୍ଲେକ୍ସର ଏମଡି ରାହୁଲ ନେହେରା କହିଛନ୍ତି, "ଆମର ଧ୍ୟାନ ଛୋଟ ବଜାର ପାଇଁ ସଠିକ୍ ଆକାରର ସିନେମାଘର ନିର୍ମାଣ ଉପରେ ରହିଛି। ଶୋପିଆନ ଏବଂ ପୁଲୱାମା ଭଳି ସହରରେ ଧୁରନ୍ଧର ପ୍ରତି ପ୍ରତିକ୍ରିୟା ଆମର ବିଶ୍ୱାସକୁ ଦୃଢ଼ କରୁଛି ଯେ ଦର୍ଶକମାନେ ସୁଲଭ ଏବଂ ଶସ୍ତାରେ ଟିକେଟ ପାଇଲେ ନିଶ୍ଚିତ ମୁଭି ଦେଖିବାକୁ ଘର ପାଖ ଥିଏଟରକୁ ମଧ୍ୟ ଆସିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷେ ୩୦୦ କୋଟି କ୍ଲବରେ ପ୍ରବେଶ କଲା “ଧୁରନ୍ଧର”। ଫିଲ୍ମ ରିଲିଜ ହେବାର ୧୦ ଦିନ ବିତି ଯାଇଥିଲେ ମଧ୍ୟ କମୁନାହିଁ କ୍ରେଜ୍। ଏବେ ବି ସିନେମା ହଲରେ ଫିଲ୍ମ ଦେଖିବା ପାଇଁ ଲାଗୁଛି ଅସମ୍ଭାଳ ଭିଡ଼। ମୋହିତ ଶର୍ମା ନାମକ ଜଣେ ରିଅଲ ସ୍ପାଏଙ୍କ କାହାଣୀକୁ ନେଇ କରାଯାଇଥିବା ଏହି ଫିଲ୍ମ ହିଟ ହୋଇଛି।
ବ୍ୟାନ ପରେ ମଧ୍ୟ କୋଟି କୋଟି ଆୟ କରୁଛି ଧୁରନ୍ଧର ଚଳଚ୍ଚିତ୍ର। ୬ ଦେଶରେ ବ୍ୟାନ ପରେ ମଧ୍ୟ ପଡିନାହିଁ ସେତେଟା ପ୍ରଭାବ। “ଧୁରନ୍ଧର” ବକ୍ସ ଅଫିସରେ ଚହଳ ସୃଷ୍ଟି କରୁଛି। ରଣବୀର ସିଂହ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ, ଆର. ମାଧବନ ଏବଂ ଅର୍ଜୁନ ରାମପାଲ ଅଭିନୀତ ଏହି ଫିଲ୍ମଟି ୨୦୨୫ ମସିହାରେ ୩୦୦ କୋଟି କ୍ଲବରେ ପ୍ରବେଶ କରିବାରେ ସବୁଠାରୁ ଦ୍ରୁତତମ ବଲିଉଡ୍ ଫିଲ୍ମ ପାଲଟିଛି।
ରିପୋର୍ଟ ଅନୁଯାୟୀ ଧୁରନ୍ଧର ଦଶମ ଦିନରେ ୫୮ କୋଟିରୁ ଅଧିକ ଟଙ୍କା ଆୟ କରିଛି। ହିନ୍ଦୀ ସିନେମା ଇତିହାସରେ ଆଜି ଯାଏଁ କୌଣସି ଫିଲ୍ମ ରିଲିଜ ହେବାର ଦ୍ବିତୀୟ ରବିବାର ଏତେ ମାତ୍ରାରେ ଆୟ କରିନାହିଁ।
ଏହାସହ ପଢ଼ନ୍ତୁ: ବକ୍ସ ଅଫିସରେ ରାଜ୍ କରୁଛି 'ଧୁରନ୍ଧର' ,୨ଶହ କୋଟି କ୍ଲବରେ ହେବ ସାମିଲ୍
ଆଗରୁ ରିଲିଜ ହୋଇଥିବା ପୁଷ୍ପା-୨ ଫିଲ୍ମ ଦ୍ବିତୀୟ ରବିବାରେ ୫୪ କୋଟି ଟଙ୍କା ଆୟ କରିଥିଲା।ଏହା ଦ୍ବିତୀୟ ସପ୍ତାହରେ ୧୪୦ କୋଟିରେ ଅଧିକ ଟଙ୍କା ମୋଟାମୋଟି ଲାଭ ପାଇଛି।
ରଣବୀରଙ୍କ ଫିଲ୍ମ ‘ଧୁରନ୍ଧର’ ପ୍ରଥମ ସପ୍ତାହରେ ୨୧୮ କୋଟି ଟଙ୍କା, ଦ୍ବିତୀୟ ଦିନରେ ୧୪୬.୫୦ କୋଟି ଟଙ୍କା ଆଦାୟ କରିଛି। ସେହି ହିସାବରେ ଦେଖିଲେ ମୋଟାମୋଟି ଭାବରେ ୧୦ ଦିନ ଭିତରେ ଏହା ୩୬୪.୬ କୋଟି ଟଙ୍କା ଆୟ କରିସାରିଲାଣି। ଯଦି ଦେଖିବା ୨୨୫ କୋଟି ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଏବେ ୬୨ ପ୍ରତିଶତ ଲାଭ କରିସାରିଲାଣି।
କବୀର ସିଂହ (୨୭୮.୨୪ କୋଟି)କୁ ପଛରେ ପକାଇ ଏହା ଏବେ ଭାରତୀୟ ସିନେମାରେ ତୃତୀୟ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇସାରିଛି।

Related Topics
Explore more stories