Rashami Desai Ex Husband / ଅଭିନେତ୍ରୀ ରଶ୍ମି ଦେଶାଈଙ୍କ ପୂର୍ବ ସ୍ଵାମୀ କଲେ ବିବାହ; ୧୧ବର୍ଷ ସାନ ଯୁବତୀଙ୍କୁ କଲେ ଜୀବନସାଥୀ
·59 mins ago·2 min read

Key Points
ପୁଣି ବିବାହ କଲେ ରଶ୍ମି ଦେଶାଈଙ୍କ ପୂର୍ବ ସ୍ଵାମୀ
୧୧ବର୍ଷ ଛୋଟ ଯୁବତୀଙ୍କୁ କଲେ ଜୀବନସାଥୀ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
୧୧ବର୍ଷ ଛୋଟ ଯୁବତୀଙ୍କୁ କଲେ ଜୀବନସାଥୀ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ଟେଲିଭିଜିନ ଜଗତର ଲୋକପ୍ରିୟ ଅଭିନେତ୍ରୀ ରଶ୍ମି ଦେଶାଈଙ୍କ ପୂର୍ବ ସ୍ଵାମୀ ତଥା ଟିଭି ଅଭିନେତା ନନ୍ଦୀଶ ସନ୍ଧୁ ଦ୍ଵିତୀୟ ବିବାହ କରିଛନ୍ତି । ନଭେମ୍ବର ୧୪ରେ ୪୪ ବର୍ଷୀୟ ଅଭିନେତା ନିଜ ଠାରୁ ୧୧ ବର୍ଷ ସାନ ଯୁବତୀଙ୍କୁ କରିଛନ୍ତି ଜୀବନସାଥୀ । ନନ୍ଦୀଶଙ୍କ ଦ୍ଵିତୀୟ ପତ୍ନୀ ତଥା ବହୁଦିନର ଗର୍ଲଫ୍ରେଣ୍ଡ ଥିବା ଯୁବତୀ ହେଉଛନ୍ତି କବିତା ବାନାର୍ଜୀ । ନନ୍ଦୀଶ ଓ କବିତା ପଶ୍ଚିମବଙ୍ଗ ହୁଗୁଳିରେ ପାରମ୍ପରିକ ରୀତିନୀତିରେ ସାତଫେରେ ନେଇଛନ୍ତି । ଏହି ବିବାହ ଉତ୍ସବରେ ଉଭୟ ପରିବାରର ନିକଟତମ ସମ୍ପର୍କୀୟ ଉପସ୍ଥିତ ଥିଲେ ।
ଏବେ ଅଭିନେତାଙ୍କ ବିବାହ ବେଳର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି କପଲ୍ ୨୦୨୫ରେ ନିର୍ବନ୍ଧ କରି ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍ ଦେଇଥିଲେ । ଏବେ ଭାଇରାଲ ହେଉଥିବା ବିବାହ ବେଳର ଫଟୋ ଓ ଭିଡିଓରେ ଉଭୟ ପରିବାରର ସମ୍ପର୍କୀୟଙ୍କୁ ଦେଖିବାକୁ ମିଳିଛି । ପରିବାରବର୍ଗଙ୍କ ତରଫରୁ ସେୟାର ହୋଇଥିବା ପୋଷ୍ଟକୁ ସେମାନେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିସେୟାର କରିଛନ୍ତି ।
ପଢନ୍ତୁ ଏହି ଖବର: ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍ର ଏହି ତାରକା

- ପୋଷ୍ଟରେ ବିବାହ ରୀତିନୀତିର ଝଲକ
ପଢନ୍ତୁ ଏହି ଖବର: ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍ର ଏହି ତାରକା
- କେବେ ରଶ୍ମିଙ୍କୁ ବିବାହ କରିଥିଲେ ନନ୍ଦୀଶ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories