Bigg Boss 20 Eviction / ଏଥର ଜଣେ ନୁହେଁ ୨ଜଣ ଶୋ'ରୁ ବାହାରିଲେ, ଜାଣନ୍ତୁ କିଏ କିଏ
·24 mins ago·2 min read

Key Points
ବିଗ୍ ବସ୍ ୨୦ରୁ ବାହାରିଲେ ୨ଜଣ ପ୍ରତିଯୋଗୀ
ଜଣେ ୨ କୋଟି ଟଙ୍କା ଦେଇ ଶୋ' ଛାଡ଼ିଲେ
ଜଣେ ୨ କୋଟି ଟଙ୍କା ଦେଇ ଶୋ' ଛାଡ଼ିଲେ
ମୁମ୍ବାଇ: ରିଆଲିଟି ଶୋ' ବିଗ୍ ବସ୍ ୨୦ରେ ପୁଣି ଥରେ ଉଠିଛି ଲଭ୍ ଗିଲ୍ ଓ ସ୍କାଉଟ୍ ଓପିଙ୍କ ନାଁ । ସଲମାନ ଖାନ୍ ସ୍କାଉଟଙ୍କୁ ଗାଳି କରୁଥିବା ନୂଆ ପ୍ରୋମୋରେ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଶୋ'କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏଥର 'ୱିକେଣ୍ଡ କା ୱାର୍'ରେ ଜଣେ ନୁହେଁ, ବରଂ ୨ଜଣ ପ୍ରତିଯୋଗୀ ଶୋ' ଛାଡ଼ିଛନ୍ତି । ଚଳିତ ସପ୍ତାହ ଲାଗି ଗୁଲ୍ଲୁ, କନିକା, ସ୍କାଉଟ୍ ଓପି, ଆସିଫ୍ ଖାନ୍, ଲଭପ୍ରୀତ ଗିଲ୍ ଓ ଆମ୍ରାପାଲି ଦୁବେ ନମିନେଟ୍ ହୋଇଥିଲେ ।
ପଢନ୍ତୁ ଏହି ଖବର: ବୟସ ବଢୁଛି, ସୁନ୍ଦରତା କମୁନି... ଜାଣନ୍ତୁ ରବୀନାଙ୍କ ଫିଟନେସ୍ ମନ୍ତ୍ର
- ବିଗ୍ ବସ୍ରୁ ବାହାରିଲେ ସ୍କାଉଟ୍
- ସ୍କାଉଟ୍ଙ୍କ ସଚ୍ଚୋଟତାକୁ ନେଇ ପ୍ରଶ୍ନ କଲେ ସଲମାନ
ପଢନ୍ତୁ ଏହି ଖବର: ବୟସ ବଢୁଛି, ସୁନ୍ଦରତା କମୁନି... ଜାଣନ୍ତୁ ରବୀନାଙ୍କ ଫିଟନେସ୍ ମନ୍ତ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କଣ ଲଭ୍ ଗିଲ୍ ଓ ସ୍କାଉଟଙ୍କ ମାମଲା ?
Related Topics
Explore more stories