Salman Khan / ସୋହେଲଙ୍କ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ସଲମାନ; କହିଲେ ଭାଇ ମୋର ବହୁତ ସହିଛି
·1 hour ago·2 min read

Key Points
ରିଆଲିଟି ଶୋ'ରେ ସୋହେଲଙ୍କ ବଡ଼ ଖୁଲାସା
ବ୍ୟକ୍ତିଗତ ଜୀବନକୁ ନେଇ ଭାଇ ସପକ୍ଷରେ ସଲମାନ
କହିଲେ ମୋ ଭାଇ ବହୁତ କିଛି ସହିଛି
ବ୍ୟକ୍ତିଗତ ଜୀବନକୁ ନେଇ ଭାଇ ସପକ୍ଷରେ ସଲମାନ
କହିଲେ ମୋ ଭାଇ ବହୁତ କିଛି ସହିଛି
ମୁମ୍ବାଇ: ରିଆଲିଟି ଶୋ' 'ଦ ଅଲାଏନ୍ସ'ରେ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଜବରଦସ୍ତ ଏଣ୍ଟ୍ରି ହୋଇଛି । ମାତ୍ର ଏଥର ସେ ହୋଷ୍ଟ ନୁହେଁ, ବରଂ ନିଜ ଭାଇ ସୋହେଲ ଖାନଙ୍କୁ ରିପୋର୍ଟ କରିବାକୁ ଶୋ'ରେ ପହଞ୍ଚିଛନ୍ତି । ଏହା ପ୍ରଥମ ଥର ହୋଇଛି ଯେ ସଲମାନ ଖାନଙ୍କ ପରିବାରର କେହି ଜଣେ ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଛନ୍ତି । ଯେତେବେଳେ ପରିବାର କଥା ଆସିଛି ସେତେବେଳେ ଭାଇଜାନ ନିଜ ଭାଇର ସମର୍ଥନ କରିବା ପାଇଁ ଶୋ'ରେ ପହଞ୍ଚିଛନ୍ତି । ଫିନାଲେ ୱିକ୍ରେ ସଲମାନ ଅଲାଏନ୍ସ ସେଟ୍ରେ ପହଞ୍ଚିଛନ୍ତି ।

ପଢନ୍ତୁ ଏହି ଖବର: "ମୁଁ ରାକ୍ଷସ ପାଲଟିଯାଇଥିଲି, ବହୁତି ପିଉଥିଲି"; କାନ୍ଦିଲେ ରାମ କପୁର, କହିଲେ ମରିଯାଇଥାନ୍ତେ
ଏଠାରେ କହିରଖୁଛୁ କି, ସଲମାନଙ୍କ ସାନ ଭାଇ ସୋହେଲ ଖାନଙ୍କ ପତ୍ନୀ ସୀମା ମଧ୍ୟ ଏହି ଶୋ'ରେ ପ୍ରତିଯୋଗୀ ରହିଛନ୍ତି । ଶୋ'ରେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ମଧ୍ୟ ଦେଖିବାକୁ ମିଳିଛି । ଉଭୟ ୧୯୯୮ରେ ବିବାହ କରିଥିଲେ । ୨୦୨୨ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ୨୪ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି, ଯେଉଁମାନେ ସୋହେଲଙ୍କ ସହିତ ରହୁଛନ୍ତି । ସୀମା ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଏହି ଶୋ'ରେ ଏଣ୍ଟ୍ରି ମାରିଥିଲେ । ଏହି ଶୋ'ଟି ଆମାଜନ୍ ପ୍ରାଇମ ଭିଡିଓରେ ଟେଲିକାଷ୍ଟ ହେଉଛି ।
- ଭାଇକୁ ଆଲିଙ୍ଗନ କଲେ ସଲମାନ
- ସୀମାଙ୍କୁ କାହିଁକି ଛାଡ଼ପତ୍ର ଦେଇଥିଲେ ସୋହେଲ ?
- କାହିଁକି ଏପରି କହିଲେ ସଲମାନ ?
ପଢନ୍ତୁ ଏହି ଖବର: "ମୁଁ ରାକ୍ଷସ ପାଲଟିଯାଇଥିଲି, ବହୁତି ପିଉଥିଲି"; କାନ୍ଦିଲେ ରାମ କପୁର, କହିଲେ ମରିଯାଇଥାନ୍ତେ
ଏଠାରେ କହିରଖୁଛୁ କି, ସଲମାନଙ୍କ ସାନ ଭାଇ ସୋହେଲ ଖାନଙ୍କ ପତ୍ନୀ ସୀମା ମଧ୍ୟ ଏହି ଶୋ'ରେ ପ୍ରତିଯୋଗୀ ରହିଛନ୍ତି । ଶୋ'ରେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ମଧ୍ୟ ଦେଖିବାକୁ ମିଳିଛି । ଉଭୟ ୧୯୯୮ରେ ବିବାହ କରିଥିଲେ । ୨୦୨୨ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ୨୪ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି, ଯେଉଁମାନେ ସୋହେଲଙ୍କ ସହିତ ରହୁଛନ୍ତି । ସୀମା ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବେ ଏହି ଶୋ'ରେ ଏଣ୍ଟ୍ରି ମାରିଥିଲେ । ଏହି ଶୋ'ଟି ଆମାଜନ୍ ପ୍ରାଇମ ଭିଡିଓରେ ଟେଲିକାଷ୍ଟ ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories